ଜାତୀୟ

ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ପଡି ରହିଛି ୮୦ହଜାର ମାମଲା, ହାଇକୋର୍ଟରେ ଖାଲି ପଡିଛି ୩୨୪ଟି ପଦ

ନୂଆଦିଲ୍ଲୀ,୧୬।୧୨: ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି। ସଂସଦର ଲୋକସଭାରେ ଶୀତକାଳୀନ ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏକ ଲିଖିତ ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୮୦ହଜାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ...

କଏଦୀଙ୍କ ହତ୍ୟା ପଛରେ ରହିଛି କାହାର ହାତ: ଅଟକ ଅଭିଯୁକ୍ତଙ୍କୁ ପୋଲିସ ମାରାଥନ ଜେରା

ପାଟନା,୧୬ା୧୨ : ପାଟନା କୋର୍ଟ ପରିସରରେ ଜଣେ ବିଚାରାଧୀନ କଏଦୀଙ୍କୁ ୨ ଜଣ ଯୁବକ ଗୁଳିକରି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ କିଏ ପଠାଇଥିଲେ ଓ ହତ୍ୟାର କାରଣ ସମ୍ପର୍କରେ ପୋଲିସ ସେମାନଙ୍କୁ ମାରାଥନ...

ନିର୍ଭୟା ଘଟଣାକୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୬ ହେଉଛି ଭାରତ ଇତିହାସର ଏକ ଅନ୍ଧକାର ଅଧ୍ୟାୟ, ଏହା ଉଲ୍ଲେଖ ହେବା କ୍ଷଣି ମନ ଭାରି ହୋଇଯାଏ। ଏହା ହେଉଛି ସେହି ଦିନ ଯେତେବେଳେ ଏକ ନିରୀହ ଝିଇ ସହିତ ଘଟିଥିଲା ଅମାନୁଷିକ କାଣ୍ଡ, ଯାହା...

ମୁଁ କୁଆଡେ ଯାଉନାହିଁ… ଭାବୁକ ମହିଳା ସମର୍ଥକଙ୍କୁ ବୁଝାଇଲେ ଶିବରାଜ

ଭୋପାଳ,୧୬।୧୨: ଶିବରାଜ ସିଂ ଚୌହାନ ଆଉ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି, କିନ୍ତୁ ତାଙ୍କ ସମର୍ଥକଙ୍କଠାରୁ ସେ ପାଇଥିବା ସ୍ନେହ ଏବଂ ପ୍ରେମ କୌଣସି ପ୍ରକାରେ ହ୍ରାସ ଭଳି ମନେ ହେଉନାହିଁ। ବିଶେଷକରି ମହିଳା ସମର୍ଥକଙ୍କ ମଧ୍ୟରେ ଯେଉଁମାନେ ତାଙ୍କୁ...

୨୦୨୪ରେ ରାହୁଲଙ୍କୁ ଘେରିବାକୁ ରଣନୀତି, ୱାୟନାଡରେ ପ୍ରାର୍ଥୀ ଦେବ ଭାଜପା

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନରେ ଘେରିବାକୁ ଚେଷ୍ଟା କରିବା ଆରମ୍ଭ...

ମଧ୍ୟପ୍ରଦେଶରେ ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ଉପରେ କହିଲେ ଅଖିଳେଶ, ଭାଜପା ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଶାସକ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ସୁରକ୍ଷା ବାହାନାରେ ଲୋକଙ୍କୁ...

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି। ଏହି ସହରବାସୀଙ୍କ କେକ୍‌ ପ୍ରେମକୁ ଦୃଷ୍ଟିରେ ରଖି ସ୍ବିଗି ତା’ର ଓ୍ବେବ୍‌ସାଇଟ୍‌ରେ...

୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…

ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିବାର ୧୦ ଦିନ ପରେ ସେ ଗଣମାଧ୍ୟମ ଆଗରେ ମୁହଁ...

ଶେଷ ହେଲା ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ଚଢ଼ାଉ: ୩ ରାଜ୍ୟରୁ ଜବତ ହେଲା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ବିଭାଗର ଚଢ଼ାଉ ଶୁକ୍ରବାର ଶେଷ ହୋଇଛି। ଦୀର୍ଘ ୧୦ ଦିନ ଧରି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହି ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉରେ ୩୫୧ କୋଟି...

ବାପା ସାଧାରଣ କୃଷକ, ନିଜେ ଶିକ୍ଷକ; ଚର୍ଚ୍ଚାରେ ପାର୍ଲାମେଣ୍ଟ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ଶୁକ୍ରବାର ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଲଳିତଙ୍କ ବାପା ଜଣେ ସାଧାରଣ କୃଷକ ବୋଲି ଜଣାପଡ଼ିଛି। ଏବେ ସେ ୭ ଦିନ...

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ମହିଳାଙ୍କୁ ନିବସ୍ତ୍ର ପରେଡ ମାମଲା: କଠୋର ହେଲେ କୋର୍ଟ, କହିଲେ ଏବେ ଭଗବାନ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ

ବେଙ୍ଗାଲୁରୁ,୧୫।୧୨: ମହିଳାଙ୍କୁ ନିବସ୍ତ୍ର ପରେଡ କରାଇବା ଘଟଣାର କଡା ନିନ୍ଦା କରିଛନ୍ତି କର୍ନାଟକ ହାଇକୋର୍ଟ। ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି, ଏହା ସାଧାରଣ ଘଟଣା ନୁହେଁ, ତେଣୁ ଏଥିରେ ଅସାଧାରଣ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri