ଲ୍ୟାଣ୍ଡ ଫର ଜବ ମାମଲାରେ ଲାଲୁ ଯାଦବଙ୍କ ପରିବାରକୁ ଝଟକା
ପାଟନା,୯।୧: RJD ମୁଖ୍ୟ ଏବଂ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ଭାରତୀୟ ଦଣ୍ଡ ସଂହିତାର ଅନ୍ୟାନ୍ୟ ଧାରା ଅନୁଯାୟୀ ମଧ୍ୟ ତାଙ୍କ ବିରୁଦ୍ଧରେ…
ଖାଇବା ଦେବାରେ ବିଳମ୍ବ କଲେ ସ୍ତ୍ରୀ….ରାଗରେ ପଞ୍ଚମ ହୋଇ କୋଦାଳରେ ପିଟି ହତ୍ୟା କଲେ ସ୍ବାମୀ
ଲକ୍ଷ୍ନୌ,୯।୧: ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କଟଘର ଥାନା ଅଞ୍ଚଳର ଦେବପୁର ଗାଁରେ ଏକ ଛୋଟ ଘରୋଇ ବିବାଦ ଭୟଙ୍କର ରୂପ ନେଇଛି । ଖାଦ୍ୟ ପାଇଁ ଝଗଡ଼ା ପରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ…
ED ରେଡକୁ ବିରୋଧ କରି ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ TMCର ବିକ୍ଷୋଭ, ଏହି ସାଂସଦଙ୍କୁ ପୋଲିସ…
ନୂଆଦିଲ୍ଲୀ,୯।୧ ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରତିବାଦ କରୁଛନ୍ତି । ଡେରେକ୍ ଓ’ବ୍ରାଏନ୍, ଶତାବ୍ଦୀ…
ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ: ଆସିବ ‘ଭେଇକିଲ୍-ଟୁ-ଭେଇକିଲ୍ ଟେକ୍ନୋଲୋଜି
ନୂଆଦିଲ୍ଲୀ,୯।୧: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷା ବଢ଼ାଇବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ଏହି…
ଶୀତ ଲହରୀ ମଧ୍ୟରେ ସକାଳୁ ରାଜଧାନୀରେ ଅଚାନକ ବର୍ଷା, ଆହୁରି ହ୍ରାସ ପାଇବ ତାପମାତ୍ରା
ନୂଆଦିଲ୍ଲୀ,୯।୧: ପ୍ରବଳ ଶୀତ ଲହରୀ ଜାରି ରହିଥିବାବେଳେ ଶୁକ୍ରବାର ସକାଳୁ ଦିଲ୍ଲୀ ଏବଂ ଏନସିଆର’ର କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏହି ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିନଥିଲେ। IMD ଶୁକ୍ରବାର ପରବର୍ତ୍ତୀ ଦୁଇ…
ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା
ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ମୃତକ ରାନିପୁର ଗ୍ରାମର ପପ୍ପୁ ଅନ୍ସାରୀ…
ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ
ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍ ସିଂ ଜଣେ ବ୍ୟବସାୟୀ। ସେ ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରେ ତାଙ୍କ ସ୍ତ୍ରୀ ଓ ୨ ନାବାଳିକା ଝିଅଙ୍କୁ ଗୁଳିକରି ହତ୍ୟା କରିବା…
‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା
କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ EDର ତଦନ୍ତକୁ ପ୍ରଭାବିତ କରିବା ଏବଂ ପ୍ରମାଣ ସହିତ ହେରଫେର କରିବାର ଅଭିଯୋଗ ଆସିଛି,…
ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ
ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଦେଶରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା…
I-PAC Case: ମମତାଙ୍କ ଉପରେ ବଡ଼ ଅଭିଯୋଗ! ହାଇକୋର୍ଟ ପହଞ୍ଚିଲା ED, ଗୋଟିଏ ଦିନ ପରେ ଶୁଣାଣି
କୋଲକାତା,୮।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିଯୋଗ କରିଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପରାମର୍ଶଦାତା ସଂସ୍ଥା IPACର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢାଉ ସମୟରେ ଏକ ଲାପଟପ, ଏକ ଫୋନ ଏବଂ ଅନେକ ଡକ୍ୟୁମେଣ୍ଟ ନେଇଯାଇଛନ୍ତି। ଏହି…
ମନମୋହନ vs ମୋଦି ଶାସନ କାଳ: କାହା ସମୟରେ ଅଧିକ ଦୁର୍ବଳ ହୋଇଛି ଟଙ୍କା
ନୂଆଦିଲ୍ଲୀ,୮ା୧: ଭାରତୀୟ ଅର୍ଥନୀତିରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ଟଙ୍କା ଡଲାର ତୁଳନାରେ ସର୍ବକାଳୀନ ଉଚ୍ଚ ସ୍ତରରେ ରହିଛି। ଏଥିରେ ସୁଧାର ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ…
ବୁଲା କୁକୁର ମାମଲା: ସୁପ୍ରିମକୋର୍ଟରେ ‘କୁକୁର, ବିଲେଇ ଓ ମୂଷା’କୁ ନେଇ ରୋଚକ ଯୁକ୍ତି
ନୂଆଦିଲ୍ଲୀ,୮ା୧: ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ,…
Archives


