ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା: ଲୋକ ସଭା ପ୍ରାର୍ଥୀ ୯୫ ଲକ୍ଷ, ବିଧାନସଭା ପ୍ରାର୍ଥୀ ୪୦ ଲକ୍ଷ ଯାଏ ବ୍ୟୟ କରିପାରିବେ
ନୂଆଦିଲ୍ଲୀ,୭ା୧: ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିବାବେଳେ ଏହା ୯୫ ଲକ୍ଷକୁ ବୃଦ୍ଧି ହୋଇଛି। ସେହିପରି...
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି:ସୁପ୍ରିମକୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ,୭ା୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ଏକ ପିଟିଶନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହେବ। ଏନେଇ ସର୍ବୋଚ୍ଚ ଅଦାଲତ ଗୁରୁବାର ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି...
ଅନୁକମ୍ପା ପାଇଁ ମୋଦିଙ୍କ ଷ୍ଟଣ୍ଟ୍
ନୂଆଦିଲ୍ଲୀ,୭୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଜନସାଧାରଣଙ୍କ ଅନୁକମ୍ପା ହାସଲ ପାଇଁ ‘ସୁରକ୍ଷାରେ ତ୍ରୁଟି’ ଷ୍ଟଣ୍ଟ୍ ଆପଣାଇଥିବା କୃଷକ ନେତା ରାକେଶ ଟିକାଏତ୍ ଗୁରୁବାର ସମାଲୋଚନା କରିଛନ୍ତି। ଭାରତୀୟ କିଷାନ ୟୁନିୟନ୍ (ବିକେୟୁ) ମୁଖପାତ୍ର ଟିକାଏତ୍ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ପଞ୍ଜାବକୁ...
ମହିଳାଙ୍କ କେଶ କାଟିବା ସମୟରେ ପାଣି ବଦଳରେ ଛେପ ପକାଇ ଫସିଲେ ହେୟାର ଷ୍ଟାଇଲିଷ୍ଟ
ନୂଆଦିଲ୍ଲୀ,୭ ।୧: ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବଙ୍କର ଏକ ଭିଡିଓ । ଏଥିରେ ସେ ଜଣେ ମହିଳାଙ୍କ କେଶ କାଟୁଥିବା ନଜର ଆସିଛି । ଭିଡିଓରେ ପ୍ରଥମେ ଦେଖିବାକୁ ମିଳିଛି ଜାୱେଦ ମହିଳାଙ୍କ...
ମୋଦିଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠକଲେ ବିଧାୟକ
ଇନ୍ଦୋର,୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରୁ ଫେରିଆସିବା ଘଟଣାକୁ ନେଇ ଦେଶର ପ୍ରାୟ ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆକ୍ରୋଶ ଥିବା ନଜର ଆସିଛି । ସେମାନେ ଏଥିପାଇଁ ପଞ୍ଜାବ ସରକାରଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାକୁ...
ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ ଗୁରୁବାର ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଆସାମର ଜୋରାହାଟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...
ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ ଆଜି ଶୁଣାଣି
ନୂଆଦିଲ୍ଲୀ,୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ଏକ ପିଟିଶନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହେବ। ଏନେଇ ସର୍ବୋଚ୍ଚ ଅଦାଲତ ଗୁରୁବାର ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି। ପ୍ରଧାନମନ୍ତ୍ରୀ...
‘ମୋଦି ଜିନ୍ଦାବାଦ’ କହିବା ପରେ ମନ୍ତ୍ରୀଙ୍କୁ ଛାଡ଼ିଲେ
ନୂଆଦିଲ୍ଲୀ,୬।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଫ୍ଲାଏଓଭରରେ ଫସିବାକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଜଣେ ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଭାଜପା କର୍ମୀଙ୍କ ମଧ୍ୟରେ ଘେରି ହୋଇ ‘ମୋଦି...
ନିର୍ବାଚନ ପୂର୍ବରୁ ବଢ଼ିଲା ଖର୍ଚ୍ଚ ସୀମା
ନୂଆଦିଲ୍ଲୀ,୬।୧: ଲୋକ ସଭା ଓ ବିଧାନସଭା ନର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିବାବେଳେ ଏହା ୯୫ ଲକ୍ଷକୁ ବୃଦ୍ଧି ହୋଇଛି। ସେହିପରି...
ପ୍ରଧାନମନ୍ତ୍ରୀ ଲୋକ ପଠାଇଥିଲେ ଆମେ ଉଠି ଯାଇଥାନ୍ତୁ
ଚଣ୍ଡିଗଡ଼,୬।୧: ପ୍ରଧାନମନ୍ତ୍ରୀ ସେହି ବାଟ ଦେଇ ଯିବେ ଆମକୁ ଜଣା ନ ଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସେମାନଙ୍କ କଥା ଉପରେ ଆମକୁ ବିଶ୍ୱାସ ହେଲା ନାହିଁ। ଆମକୁ ଉଠିବା ପାଇଁ ପ୍ରଧାନମନ୍ତ୍ରୀ କାହାକୁ...
ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ
ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ଗୁରୁବାର କୌଶାମ୍ବି ଜିଲାର ଚେଲ ତହସିଲର...
ପାଙ୍ଗଓଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣକୁ ଭାରତର ବିରୋଧ
ନୂଆଦିଲ୍ଲୀ,୬।୧: ଲଦାଖ ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦ ଉପରେ ଚାଇନାର ପୋଲ ନିର୍ମାଣକୁ କଡ଼ା ବିରୋଧ କରିଛି ଭାରତ। ପୋଲ ନିର୍ମାଣ କରାଯାଉଥିବା ସ୍ଥାନକୁ ୬୦ ବର୍ଷ ହେଲା ଚାଇନା ବେଆଇନା ଭାବେ ନିଜ ଦଖଲ ରଖିଛି ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ...
Archives


