ଜାତୀୟ

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଏବଂ ‘ଷ୍ଟ୍ରେଟ ଅଫ ହର୍ମୁଜ’ (Strait of Hormuz) ପଥରେ ଜାହାଜ…

ଏବେ ହିଁ କରନ୍ତୁ ଗ୍ୟାସ୍‌ ବୁକିଂ, ନ ହେଲେ ଆଉ ୨୫ଦିନ ଯାଏ ମିଳିବନି!…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ତାପ ଏବେ ଭାରତରେ ଅନୁଭୂତ ହେଉଛି। ତଥାପି, ଭାରତ ସରକାର LPG ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଘରୋଇ ସିଲିଣ୍ଡରର ଗଚ୍ଛିତ ଏବଂ କଳାବଜାରୀ ରୋକିବା ପାଇଁ, ସରକାର ବୁକିଂ ନିୟମକୁ କଡ଼ାକଡ଼ି…

ରୋଷେଇ ଗ୍ୟାସକୁ ନେଇ ସରକାରଙ୍କ କଡ଼ା ଆକ୍ସନ, ସାଧାରଣ ଲୋକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୦।୩: ଗତ କିଛି ଦିନ ଧରି କର୍ମସିଆଲ ଗ୍ୟାସ ସିଲିଣ୍ଡରର ଅଭାବକୁ ନେଇ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କ ମଧ୍ୟରେ ବଢୁଥିବା ଚିନ୍ତାର ଏବେ ଅନ୍ତ ହେବାକୁ ଯାଉଛି। ଏହି ସଙ୍କଟକୁ ଅନୁଭବ କରି, ସରକାର କେବଳ ନିଜର ରଣନୀତି ବଦଳାଇ…

ଯୁଦ୍ଧ ଭିତରେ ଚାଇନାକୁ ନେଇ ଭାରତ କଲା ଏମିତି ଘୋଷଣା, ଚମକି ପଡିଲା ଆମେରିକା!

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଚାଇନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଚାଇନାରୁ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ନିବେଶ) ପାଇଁ ସର୍ତ୍ତାବଳୀରେ ଅନେକ ଛାଡ଼କୁ ମଞ୍ଜୁରୀ ଦେଇଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର…

ଲକ୍ଷେ ଦେଇ ସ୍ତ୍ରୀକୁ ମାରିବାକୁ ସୁପାରୀ, ୩ଥର ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ…

ମୁମ୍ବାଇ,୧୦ା୩: ମହାରାଷ୍ଟ୍ରର ବୁଲଧାନା ଜିଲାରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଛି । ଜଣେ ଶିକ୍ଷକ ସ୍ୱାମୀ ତାଙ୍କ ନିଜ ସ୍ତ୍ରୀକୁ ହତ୍ୟା କରିବା ଘଟଣା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଗୁରୁବାର…

ଦେଶରେ ହେବନାହିଁ ଗ୍ୟାସର ଅଭାବ, ସରକାର ଲାଗୁକଲେ ECA, ଜାଣନ୍ତୁ କ’ଣ ଏହି ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଯୁଦ୍ଧ ଭାରତର ରୋଷେଇ ଘରର ଦ୍ୱାର ଠକ ଠକ କରୁଛି। ହର୍ମୁଜ ପ୍ରଣାଳୀ ବନ୍ଦ ହୋଇଯାଇଛି, ଏଲପିଜି ଟ୍ୟାଙ୍କର୍‌ ଫସି ରହିଛି, ଏବଂ ସରକାର ଏକ ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ଯାହା ତେଲ କ୍ଷେତ୍ରରେ…

ଲାଗୁ ହେଲା ESMA, ହେଲେ କାହିଁକି କେନ୍ଦ୍ର ସରକାର ନେଲେ ଏତେବଡ଼ ନିଷ୍ପତ୍ତି? କ’ଣ ଏହି ESMA

ନୂଆଦିଲ୍ଲୀ,୧୦।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ପାକିସ୍ତାନ ଏବଂ ବାଂଲାଦେଶ ସମେତ ବିଶ୍ୱର ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଏହି ସମୟରେ, ଭାରତର ଅନେକ ସହରରେ…

ମୋମୋ ଖାଇ ଭାଇ-ଭଉଣୀଙ୍କ ମୃତ୍ୟୁ! ମୃତଦେହ ନୀଳ…

ନୂଆଦିଲ୍ଲୀ,୧୦।୩: ପଞ୍ଜାବର ତରନ ତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ସନ୍ଦେହଜନକ ପରିସ୍ଥିତିରେ ଦୁଇ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଦାବି କରିଛନ୍ତି ଯେ ପୂର୍ବ ରାତିରେ ଫାଷ୍ଟଫୁଡ୍ (ମୋମୋ) ଖାଇବା ପରେ…

ମିଳୁନି ଗ୍ୟାସ, ବନ୍ଦ ହେଲା ଶ୍ମଶାନ ଘାଟ! ଯୁଦ୍ଧକୁ ନେଇ ଉପୁଜିଲାଣି ଭୟଙ୍କର ପରିସ୍ଥିତି

ବେଙ୍ଗାଲୁରୁ,୧୦।୩: ହଠାତ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ନାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଯଦି ଯୋଗାଣ ଠିକ୍‌ କରାନଯାଏ, ତେବେ କିଛି ଦିନ ମଧ୍ୟରେ ରେଷ୍ଟୁରାଣ୍ଟ ବନ୍ଦ…

ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ଏହି ଦେଶକୁ ପଠାଇବ ଏତେ ପରିମାଣର ଡିଜେଲ, ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେବା ଆରମ୍ଭ କରିଛି। ଏହି ସମୟରେ, ଭାରତ ଇନ୍ଧନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଭାରତ ବାଂଲାଦେଶକୁ ୫,୦୦୦ ଟନ ଡିଜେଲ ଯୋଗାଣ କରିବାକୁ ନିଷ୍ପତ୍ତି…

କୋଭିଡ଼ ଟୀକା ଯୋଗୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୩: ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗୁ ହେଉଥିବା ଗୁରୁତର ସ୍ବାସ୍ଥ୍ୟ କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ବିଦ୍ୟମାନ…

ତୈଳ-ଗ୍ୟାସ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତୈଳ ଏବଂ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦେଶରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ (ESMA) ଲାଗୁ କରିଛନ୍ତି। ଆପଣଙ୍କୁ ଜଣାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri