ଜାତୀୟ

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି...

୫ ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ଇସ୍ତଫା ମାଗିଲେ ସୋନିଆ…

ନୂଆଦିଲ୍ଲୀ, ୧୫।୩ : ବିଧାନସଭା ନିର୍ବାଚନରେ ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପୁନର୍ଗଠନ ପ୍ରକିୟା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡର ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ସୋନିଆ ଇସ୍ତଫା...

ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ...

ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…

ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ ଏଭଳି ରାୟ ଦେବା ସହିତ ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଜଣେ...

ସିବିଏସ୍‌ଇ ଦଶମ ଟର୍ମ-୧ ଓଡ଼ିଆ ପେପର ବିବାଦ ସମାଧାନ, ୨୮ ହଜାରରୁ ଅଧିକ ଛାତ୍ରୀଛାତ୍ରଙ୍କୁ ସୁଫଳ…

ନୂଆଦିଲ୍ଲୀ, ୧୫।୩ : ସିବିଏସ୍‌ଇ ଟର୍ମ-୧ ଦଶମ ପରୀକ୍ଷାରେ ଓଡ଼ିଆ ପେପରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି। ବୋର୍ଡ କର୍ତ୍ତୃପକ୍ଷ ଓଡ଼ିଆ ପେପରର ପ୍ରଶ୍ନପତ୍ର ଏବଂ ଉତ୍ତର ଯାଞ୍ଚ୍‌ କରିଛନ୍ତି। ଏହାପରେ ପ୍ରକାଶିତ ଫଳରେ ଆବଶ୍ୟକ ପରିବର୍ତ୍ତନ...

ଆତ୍ମନିର୍ଭର ଭାରତ, କମୁଛି ରୁଷିଆ ଉପରେ ସାମରିକ ଅସ୍ତ୍ରଶସ୍ତ୍ର ନିର୍ଭରଶୀଳତା…

ନୂଆଦିଲ୍ଲୀ, ୧୫।୩ : ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ସମାରିକ ସରଞ୍ଜାମ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କମ ନିର୍ଭରଶୀଳ ହେଉଛି। ଗ୍ଲୋବାଲ ଥିଙ୍କ ଟ୍ୟାଙ୍କ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ର ସଦ୍ୟତମ ରିପୋର୍ଟ ଅନୁଯାୟୀ,...

ସୁପ୍ରିମ୍‌କୋର୍ଟରେ ହିଜାବ୍‌…

ନୂଆଦିଲ୍ଲୀ, ୧୫।୩ : ହିଜାବ୍‌ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଏକ ଲିଭ୍‌ ପିଟିଶନ ଦାଖଲ କରାଯାଇଛି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ନିଆବ୍‌ ନାଜ୍‌ ନାମକ ଜଣେ ଛାତ୍ରୀ ଏହି ପିଟିଶନ ଦାଖଲ କରିଛନ୍ତି। ଆଇନଜୀବି ଅନସ ତନଓ୍ବରଙ୍କ ଦ୍ୱାରା...

ବିପିନ ରାଓ୍ବତଙ୍କ ସ୍ମୃତିରେ ୟୁଏସ୍‌ଆଇର ‘ଚେୟାର ଅଫ୍‌ ଏକ୍ସିଲେନ୍ସ’ ଘୋଷଣା

ନୂଆଦିଲ୍ଲୀ,୧୫।୩: ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ ନରଓ୍ବଣେ ‘ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ୟୁଏସ୍‌ଆଇ)’ରେ ଚେୟାର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ଘୋଷଣା କରିଛନ୍ତି। ମଙ୍ଗଳବାର ଜେନେରାଲ ରାୱତଙ୍କ...

ଏପ୍ରିଲ ୧ରୁ ଫ୍ରିରେ ମିଳିବ ବିଦ୍ୟୁତ୍‌ ସେବା

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ସମୟ ଆସିଛି। ନିର୍ବାଚନ ପୂର୍ବରୁ ପଞ୍ଜାବର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଏବେ ଏଏପି...

୭ ବର୍ଷ ହେଲା ମିଳୁନି କ୍ଷତି ପୂରଣ, ହାଇଟେନଶନ୍‌ ଟାଓ୍ବାରରେ ଖଟ ପକାଇଲେ ଚାଷୀ…

ସତନା, ୧୫।୩ : ମଧ୍ୟପ୍ରଦେଶର ସତନା ଜିଲା ପିଥୋରାବାଦ ଗାଁରେ କ୍ଷତିପୂରଣ ଦାବି କରି ଚାଷୀମାନେ ହାଇଟେନ୍‌ଶନ ବିଦ୍ୟୁତ୍‌ ଟାଓ୍ବାରରେ ଖଟ ପକାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ୨୦୧୫ଠାରୁ ଗତ ୭ ବର୍ଷ ଧରି ସେମାନେ କ୍ଷତିପୂରଣ ଟଙ୍କାକୁ ଚାହିଁ...

ଦେଶରେ ୫ ଲକ୍ଷରୁ ଅଧିକ ପୋଲିସ ପଦବୀ ଖାଲି, ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ, ୧୫।୩ : ଦେଶରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପୋଲିସ ପଦବୀ ଖାଲି ପଡ଼ିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷରୁ ଅଧିକ ପଦବୀ ଖାଲି ରହିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାରେ ଏକ...

ନିର୍ବାଚନରେ ପରାଜୟ ପରେ ଚନ୍ନିଙ୍କୁ ଦଳରୁ ହଟାଇବାକୁ ଜୋର ଧରିଲା ଦାବି

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାଜ୍ୟରେ କଂଗ୍ରେସର କନ୍ଦଳ ବଢ଼ିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ଉପରେ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚନ୍ନିଙ୍କ ମୁହଁ ଯୋଗୁ କଂଗ୍ରେସ ହାରିଛି ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri