ଆଧାରକାର୍ଡରେ ନା ଦେଖି ଆଡ୍ମିଶନ କରିବାକୁ ମନା କଲା ସ୍କୁଲ
ବୁଦାଉନ(ୟୁପି),୪।୪: ଆଧାରକାର୍ଡରେ ନାମ ଦେଖି ଜଣେ କୁନି ଝିଅକୁ ଆଡ୍ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ। ତେବେ ଆଧାରକାର୍ଡରେ ନାମ ସ୍ଥାନରେ ‘ମଧୁକା ପାଞ୍ଚଓ୍ବା ବଚ୍ଚା’ (ମଧୁର ପଞ୍ଚମ ଛୁଆ) ଉଲ୍ଲେଖ ଥିଲା। ସେହି...
ନାବାଳକଙ୍କୁ ମାଡ଼ମାରିବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା
ଭଦୋଦରା,୪।୪: ଜଣେ ୧୩ ବର୍ଷ ନାବାଳକକୁ ମାଡ଼ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଗୁଜରାଟର ଭଦୋଦରାରେ ଥିବା ନନ୍ଦେସାରି ବଜାରରେ ଏହି ଘଟଣା ଘଟିଛି। ଶକ୍ତିସିନ ପାୱାର ନାମକ ଜଣେ ପୋଲିସ ଅଧିକାରୀ ଅଫିସିଆଲ...
ଶ୍ରୀନଗର ଲାଲ ଚୌକରେ ଆତଙ୍କବାଦୀ ଆକ୍ରମଣ, ଆହତ ଯବାନଙ୍କର ହସ୍ପିଟାଲରେ ହେଲା ମୃତ୍ୟୁ
ଜମ୍ମୁ,୪ ।୪: ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଲାଲ ଚୌକରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ଆହତ ହୋଇଥିଲେ । ୨ ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ଜଣେ ଯବାନ...
ଆକ୍ସନ ମୁଡରେ ଯୋଗୀ ସରକାର: ଅରୈଆ ଜିଲାପାଳ ନିଲମ୍ବିତ
ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ ଅଛନ୍ତି। ବର୍ତ୍ତମାନ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଅରୈୟା ଜିଲାପାଳ ସୁନୀଲ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଲମ୍ବିତ କରିଥିବା...
‘ଲାଉଡ୍ସ୍ପିକରକୁ ମସ୍ଜିଦ ଭିତର ଲଗାଅ’
ବେଙ୍ଗାଲୁରୁ,୪।୪: ମସ୍ଜିଦରେ ଲାଉଡ୍ସ୍ପିକରର ବ୍ୟବହାରକୁ କିଛି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସମାଧାନ ଲାଗି ଏକ ଉପାୟ ଦେଇଛନ୍ତି କର୍ନାଟକର ବରିଷ୍ଠ ମନ୍ତ୍ରୀ କେ ଏସ୍ ଇଶାଓ୍ବାରାପ୍ପା। ଗତ ସପ୍ତାହରେ ମସ୍ଜିଦରୁ ଲାଉଡ୍ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ରର...
ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଏଏପିରେ ସାମିଲ
ଚଣ୍ଡିଗଡ଼,୪ ।୪: ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ସେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ଏଏପିରେ ଯୋଗ ଦେଇଛନ୍ତି...
ରାଜ୍ୟ ସଭା ଯିବା ନେଇ ମୁହଁ ଖୋଲିଲେ ନୀତିଶ
ପାଟନା,୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟ ସଭାକୁ ଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏଭଳି ଖବର ପଢି ଆଶ୍ଚର୍ଯ୍ୟ। ଏମିତି ମିଥ୍ୟା ଖବର କିଏ ଭାଇରାଲ କରୁଛି ତାହା...
ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍
ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ତାଙ୍କଠାରୁ ଅସ୍ତ୍ର...
ଆମ ଆଦମୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ପୋଲିସ କମିଶନର
ନୂଆଦିଲ୍ଲୀ,୪।୪:ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ସୋମବାର ଦିଲ୍ଲୀର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାସ୍କର ରାଓଙ୍କୁ ଏଏପି ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଏହି ସମୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ...
ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା
ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧୦ ତୋଳା ଅଛି। ଏସବୁ ସେ ରାହୁଲଙ୍କ...
ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା
ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା ସ୍କୁଲ ଏବଂ କଲେଜ ଶିକ୍ଷୟତ୍ରୀମାନଙ୍କୁ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଡ୍ୟୁଟିିରେ ରଖାଯିବ ନାହିଁ।...
ଚମ୍ପାଓ୍ବତ୍ ଆସନରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଧାମି
ଡେରାଡୁନ୍,୪।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାଓ୍ବତ୍ ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେ ଦିଦିହାଟ ଆସନରୁ ଲଢ଼ିବା ନେଇ ଆଲୋଚନା ହେଉଥିଲା। ତେବେ ଉକ୍ତ ଆସନରୁ ବିଧାୟକ ଥିବା ବିଶନ ସିଂ ଚୁଫାଲଙ୍କ...
Archives


