Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା
ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ ।...
Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି
ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା...
Operation Sindoor: ମିଶନ ପାଇଁ କାହିଁକି ବଛାଗଲା ‘ଅପରେସନ ସିନ୍ଦୂର’ ନାମ, ପହଲଗାମ ପୀଡ଼ିତଙ୍କୁ ଏମିତି ମିଳିଲା ନ୍ୟାୟ
ନୂଆଦିଲ୍ଲୀ,୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ମହିଳା ସେମାନଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା...
ପ୍ରତିଶୋଧ ନେଲା ଭାରତ ‘ଅପରେସନ ସିନ୍ଦୂର’ ରେ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ...
“ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର ହେବ”: ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା
ନୂଆଦିଲ୍ଲୀ, ୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳ ଯୋଗାଣ ବନ୍ଦ କରିବାର ନିଷ୍ପତ୍ତି ପରିବର୍ତ୍ତନ ହେବ ନାହିଁ, ଏବଂ କହିଛନ୍ତି, “ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ...
India Pakistan War: କାଲି ହାଇଆଲର୍ଟ: ମୋଦି କଲେ ବଡ଼ ଘୋଷଣା, ଥରିଲା ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇିଛନ୍ତି। ଭାରତର ଜଳ କେବଳ ଭାରତର ସ୍ବାର୍ଥ ଓ ଉନ୍ନତି ପାଇଁ ବ୍ୟବହାର ହେବ। ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, “ଆମ...
ପାକିସ୍ତାନର ଗୋଟିଏ ମିସାଇଲ ମଧ୍ୟ ଭାରତର ମାଟି ଛୁଇଁ ପାରିବ ନାହିଁ… ଦେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଛି ଭାରତୀୟ Iron ଡୋମ୍
ନୂଆଦିଲ୍ଲୀ, ୬।୫: ଭାରତ ନିରନ୍ତର ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରୁଛି ଯାହା ପାକିସ୍ତାନ ଭଳି ପଡ଼ୋଶୀ ଦେଶମାନଙ୍କଠାରୁ ଉତ୍ପନ୍ନ ହେଉଥିବା ଆକାଶମାର୍ଗରେ ଆକ୍ରମଣର ବିପଦକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିପାରିବ। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ଉନ୍ନତ...
India Pakistan War: ଯୁଦ୍ଧ ନେଇ ଆସିଲା ବଡ଼ ଖବର: କାଲି ସୀମାରେ ହାଇଆଲର୍ଟ, ମୁହାଁମୁହିଁ ହେବେ…
ନୂଆଦିଲ୍ଲୀ,୬।୫: ଭାରତୀୟ ବାୟୁସେନା ଆସନ୍ତକାଲି ପାକିସ୍ତାନ ସହ ମୁହାଁମୁହଁ ହେବାକୁ ଯାଉଛି। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ...
ବଡ଼ ଖବର: ପହଲଗାମ ନରସଂହାର ସ୍ଥାନ ନିକଟରେ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧ ଗିରଫ
ନୂଆଦିଲ୍ଲୀ, ୬।୫: ବୈସାରଣ ଉପତ୍ୟକା ଆଖପାଖର ଜଙ୍ଗଲରେ ଏକ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ସମୟରେ, ସୁରକ୍ଷା ବାହିନୀ ସୋମବାର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛନ୍ତି। ସନ୍ଦିଗ୍ଧଙ୍କ ନିକଟରୁ ଏକ ବୁଲେଟପ୍ରୁଫ ଜ୍ୟାକେଟ୍ କଭର ମିଳିଥିଲା ବୋଲି ରିପୋର୍ଟରେ...
ଯୁଦ୍ଧ ଭିତରେ ବଡ଼ ଖବର, ପୃଥିବୀଆଡକୁ ମାଡି ଆସୁଛି ପରମାଣୁ ଭଳି ବଡ଼ ଉପଗ୍ରହ, ଏଇଠି ପିଟି ହେବ…
ନୂଆଦିଲ୍ଲୀ,୬।୫: ଯୁଦ୍ଧ ସ୍ଥିତି ଭିତରେ ଆସିଲା ବଡ଼ ଖବର। ୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀଆଡକୁ ମାଡି ଆସୁଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼...
ବହୁ ପ୍ରତିକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବ୍ରିଟେନ, ମୋଦି କହିଲେ…
ନୂଆଦିଲ୍ଲୀ, ୬।୫: ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି। ଯାହା ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ରଣନୀତିଗତ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି ଆଶା କରାଯାଉଛି।...
ହାତ ପାହାନ୍ତାରେ ରଖନ୍ତୁ ନଗଦ ଟଙ୍କା, ଟର୍ଚ୍ଚ, ଡାକ୍ତରୀ କିଟ୍: ଜାଣନ୍ତୁ ମକ୍ ଡ୍ରିଲ୍ ବେଳେ କାହା ଉପରେ ଧ୍ୟାନ ଦେବ
ନୂଆଦିଲ୍ଲୀ/ଭୁବନେଶ୍ୱର, ୬।୫: ୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମେ ୭ ତାରିଖରେ ଦେଶ ବ୍ୟାପି ଭାରତର ଜାତୀୟ ନାଗରିକ ପ୍ରତିରକ୍ଷା ଡ୍ରିଲ୍ ହେବାକୁ ଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପରେ ଏକ ସମ୍ଭାବ୍ୟ ଯୁଦ୍ଧ ପାଇଁ କେନ୍ଦ୍ର...
Archives


