ଜାତୀୟ

ଝାଡ଼ଖଣ୍ଡର ଦଳିତ, ଆଦିବାସୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା

ରାଞ୍ଚତ୍,୩୦ା୧୨(ପି.ଟି.): ଝାଡ଼ଖଣ୍ଡର ଆଦିବାସୀ ଏବଂ ଦଳିତମାନେ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ପେନ୍‌ସନ୍‌ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ସେମାନଙ୍କ ପାଇଁ ପେନ୍‌ସନ୍‌ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ସରକାରଙ୍କ ୪...

ବିଦେଶୀ ବ୍ୟାଙ୍କକୁ ପସନ୍ଦ ନୁହେଁ ଭାରତୀୟ ଧନୀଙ୍କ ଟଙ୍କା

ନୂଆଦିଲ୍ଲୀ,୩୦।୧୨: ଆନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ଆଉ ଭାରତୀୟ ଧନୀ ବ୍ୟକ୍ତିଙ୍କ ଟଙ୍କା ପସନ୍ଦ କରୁ ନାହାଁନ୍ତି। ଆରବିଆଇର ନୂତନ ନିୟମ ବିଦେଶରେ ଅଧିକ ଟଙ୍କା ପଠାଇବା ପାଇଁ ଭାରତୀୟ ଧନୀ ବ୍ୟକ୍ତିଙ୍କ ଉପରେ ନଜର କଡାକଡି କରିଛି। ଏହି କାରଣରୁ, ଯେଉଁ...

ସୋନିଆ ଯୋଗଦେବା ନେଇ ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ

ନୂଆଦିଲ୍ଲୀ,୩୦ା୧୨: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି। ତେବେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ...

ଭାଜପା କ’ଣ କେବଳ ହିନ୍ଦୁ ପ୍ରଦେଶର ଦଳ ଅଟେ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ସରିଥିବ ବିଧାନସଭା ନିର୍ବାଚନ ପରେ ଭାଜପା ଦକ୍ଷିଣର କୌଣସି ରାଜ୍ୟରେ କ୍ଷମତାରେ ନାହିଁ। ତେବେ କଣ ଭାଜପା କେବଳ ହିନ୍ଦୁ ପ୍ରଦେଶର ପାର୍ଟି ଅଟେ? ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ...

କେନ୍ଦ୍ର ସରାକରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୯ା୧୨: କେନ୍ଦ୍ର ସରାକର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଲାଗୁ କରିବା ନେଇ କାର୍ମିକ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି। ଜାତୀୟସ୍ତରରେ ୨୦୧୬ ଜୁନ୍‌ ୩୦ରୁ ଏହି ପଦୋନ୍ନତି ଯୋଗ୍ୟ...

ଭାଜପା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦେବାର ରାଜନୈତିକ ଷ୍ଟ୍ରାଟେଜି କ’ଣ? ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ୩ରାଜ୍ୟରେ ନିର୍ବାଚନ ଜିତି ସେଠାରେ ନୂଆ ଚେହାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସୁଯୋଗ ଦେଇ ଭାଜପା ରାଜେନୈତିକ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଯେବେ ଠୁ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହୋଇଛନ୍ତି ଭାଜପା ରାଜ୍ୟରେ ଏହିଭଳି ନୂଆ...

ମଣିପୁରର ଲୋକପ୍ରିୟ ଗାୟକ ଅଖୁ ଚିଙ୍ଗଙ୍ଗବାମଙ୍କୁ ଅପହରଣ

ଇମ୍ଫାଲ,୨୯।୧୨: ମଣିପୁରର ଗାୟକ ତଥା ଗୀତିକାର ଅଖୁ ଚିଙ୍ଗଙ୍ଗବାମଙ୍କ ଅପହରଣ। କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅପହରଣ କରି ନେଇଛନ୍ତି। ପୂର୍ବ ଇମ୍ଫାଲ ଖୁରାଇ ବାସିନ୍ଦା ଅଖୁ ଫୋକ୍‌ ରକ୍‌ ବ୍ୟାଣ୍ଡ ‘ଇମ୍ଫାଲ ଟକିସ୍‌’ର ସଂସ୍ଥାପକ ଅଟନ୍ତି। ସୂଚନା ଅନୁଯାୟୀ,...

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩...

ଆସାମରେ ଶେଷ ହେବ ଉଗ୍ରବାଦ! ୟୁଏଲଏଫଏ ସହିତ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯ା୧୨: ଶୁକ୍ରବାର ଭାରତ ସରକାର, ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଯୁଏଲଏଫଏ) ଏବଂ ଆସାମ ମଧ୍ୟରେ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 40 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଶସ୍ତ୍ର ସନ୍ତ୍ରାସବାଦୀ ସଂଗଠନ ଯୁଏଲଏଫଏ...

ନାସା କ୍ୟାମେରାରେ କ୍ୟାପଚର ହେଲା ସୂର୍ଯ୍ୟଙ୍କ ସବୁଠାରୁ ବଡ ଛାଇ, ଦେଖନ୍ତୁ ମହାକାଶର ଅଦ୍ଭୁତ ଦୃଶ୍ୟ

ନୂଆଦିଲ୍ଲୀ,୨୯।୧୨: ପ୍ରତ୍ୟେକ ଦିନ, ଆମେରିକୀୟ ସ୍ପେସ ଏଜେନ୍ସି ନାସା ସ୍ପେସର ଏଭଳି ଫଟୋ ଏବଂ ଭିଡିଓ ଶେୟାର କରିଥାଏ ଯାହାକୁ ଆପଣ ପୂର୍ବରୁ ଦେଖି ନଥିବେ। ନାସା ପୁଣିଥରେ ଏଭଳି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ସୂର୍ଯ୍ୟଙ୍କର ଲମ୍ବା...

ରାଜ୍ୟ ସଭାର ସଦସ୍ୟ ହେବେ ନାହିଁ ଏଏପି ନେତା ରାଘବ ଚଢା, ଖାରଜ ହେଲା ଅନୁରୋଧ

ନୂଆଦିଲ୍ଲୀ,୨୯।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସଂସଦର ଉପର ଗୃହରେ ଆମ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ନିଯୁକ୍ତ ହେବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ବିଭିନ୍ନ ସୂତ୍ରରୁ ଉଦ୍ଧୃତ...

ନୀତୀଶ କୁମାର ଜେଡିୟୁ ଦଳର ନୂଆ ସଭାପତି

ନୂଆଦିଲ୍ଲୀ,୨୯।୧୨: ଶୁକ୍ରବାର ବିହାର ରାଜନୀତିରେ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଜେଡିୟୁ ଦଳର ସଭାପତି ପଦରୁ ଲଲନ ସିଂ ଇସ୍ତଫା ଦେବା ପରେ ନୀତିଶ କୁମାରଙ୍କୁ ଏହି ଦାୟିତ୍ୱ ମିଳିଛି। ଦଳରେ ସାଂଗଠନିକ ପରିବର୍ତ୍ତନ ହେବା ନେଇ ଅନେକ ଦିନରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri