ଜାତୀୟ

ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୨।୧(ପି.ଟି.): ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି।...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ...

ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି। ବିଲ୍‌ ଉପରେ...

ଆଇଆଇଟି ଛାତ୍ରୀ ଗଣବଳାତ୍କାର ମାମଲା: ମଙ୍ଗଳବାର ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୧।୧: ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ...

ମଣିପୁରରେ ପୁଣି ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା, ଅନେକ ଜିଲାରେ କର୍ଫ୍ୟୁ

ଇମ୍ଫାଲ,୧।୧: ସୋମବାର ସାରେ ମଣିପୁରର ଥୌବାଲ ଜିଲାରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୫ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୁଣିଥରେ ରାଜ୍ୟର ପାଞ୍ଚଟି ଉପତ୍ୟକା ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି।...

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମୁମ୍ବାଇରେ ପାଳନ ହେବ ଦୀପାବଳି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ,୧।୧: ୨୨ ଜାନୁୟାରୀ ୨୦୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବଡ ଘୋଷଣା କରି କହିଛନ୍ତି, ଭଗବାନ ରାମଙ୍କ ପବିତ୍ର ଦିବସରେ ମୁମ୍ବାଇରେ ଦୀପାବଳି ପାଳନ...

ମା’ ହେବେ ସୀମା ହାଇଦର: ହାତରେଖା ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ,୧।୧: ଗତ ବର୍ଷ ଚର୍ଚ୍ଚାକୁ ଆସିଥିବା  ଅନେକ ପ୍ରେମକାହାଣୀ ମଧ୍ୟରୁ ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀ ଅନ୍ୟତମ। ତେବେ ନୂଆବର୍ଷରେ  ଏହି  ଯୋଡ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୀମା ମା’ ହେବାକୁ ଯାଉଛନ୍ତି। ଏକ ଗଣମାଧ୍ୟମରେ  ସାକ୍ଷାତ୍କାର...

୧୦ ରାଜ୍ୟରେ କାୟାବିସ୍ତାର କରିସାରିଲାଣି ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୧।୧: ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚିଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ...

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧।୧: ସୋମବାର କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାଶନାଲ ସହିତ...

ଜାନୁୟାରୀ ୨୨ପରେ ତ୍ରେତୟା ଯୁଗ କଥା ମନେପଡ଼ିଯିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୧:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆ ବର୍ଷର ପ୍ରଥମ ଦିନ ସୋମବାର ୟୁପିରେ ମଥୁରା ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନରେ ବାଳିକାମାନଙ୍କ ପାଇଁ...

ଭାରତ-ପାକିସ୍ତାନ ପରସ୍ପର ମଧ୍ୟରେ ଶେୟାର କଲେ ଏହି ଲିଷ୍ଟ: ୩୨ ବର୍ଷ ହେବ ଚାଲିଛି ପରମ୍ପରା

ନୂଆଦିଲ୍ଲୀ,୧।୧: ୩୨ ବର୍ଷ ପୁରୁଣା ପରମ୍ପରାକୁ ଜାରି ରଖି ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ନ୍ୟୁକ୍ଲିୟର୍‌ ଇନ୍‌ଷ୍ଟାଲେଶନର ତାଲିକା ଆଦାନପ୍ରଦାନ କରିଛନ୍ତି। ଏହି ଚୁକ୍ତି ଉଭୟ ପକ୍ଷକୁ ପରସ୍ପରର ଆଟମିକ୍‌ ଫାସିଲିଟିଜ୍‌ ଉପରେ ଆକ୍ରମଣ କରିବାକୁ ରୋକିଥାଏ।...

ଜାନୁୟାରୀ ୨୨ରେ ୧୧ଥର ଶ୍ରୀ ରାମ ଜପ କରିବାକୁ ମୁସଲମାନମାନଙ୍କୁ ଅପିଲ୍‌ କଲେ ଆର୍‌ଏସ୍‌ଏସ୍‌ ସଦସ୍ୟ

ନୂଆଦିଲ୍ଲୀ,୧।୧:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେଶର ମୁସଲମାନମାନଙ୍କୁ ଏକ ଅପିଲ୍‌ କରିଛନ୍ତି। ସେ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିନ ଅର୍ଥାତ୍‌ ୨୨ ଜାନୁୟାରୀରେ ମସଜିଦ୍‌, ଦରଘା ଏବଂ ମଦରସାରେ ଶ୍ରୀ ରାମ, ଜୟ ରାମ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri