ଜାତୀୟ

ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍‌କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ...

କର୍‌ନି ସେନା ଅଧ୍ୟକ୍ଷଙ୍କୁ ଘରେ ପଶି ହତ୍ୟା ଘଟଣା: ଧରାପଡ଼ିଲେ ୨ ଶୁଟର୍‌ ସମେତ ୩ ଅଭିଯୁକ୍ତ

ଜୟପୁର,୧୦।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗମେଦିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଦିଲ୍ଲୀ ଏବଂ ରାଜସ୍ଥାନ ପୋଲିସ ଚଣ୍ଡିଗଡ଼ର ଏକ ହୋଟେଲରୁ ୨ଜଣ ଶୁଟର୍‌ଙ୍କ ସମେତ ୩ ଜଣଙ୍କୁ...

ଓଡ଼ିଶାରେ ୧୧,୯୪୦ ପୋକ୍ସୋ ମାମଲା

ନୂଆଦିଲ୍ଲୀ,୧୦ା୧୨: ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ଦୃଢ଼ ନୀତି ପ୍ରଣୟନ କରାଯିବା ସହ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଉଥିବା ନେଇ କେନ୍ଦ୍ର ସରକାର ଦାବି କରିଆସୁଥିବାବେଳେ କ୍ୱଚିତ ପିଲାଙ୍କୁ ଛାଡ଼ିଦେଲେ ଲକ୍ଷ ଲକ୍ଷ ପିଲା ନ୍ୟାୟ ପାଇବାରୁ ବଞ୍ଚିତ...

୨୦୨୪ ଲୋକସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ମିଳିବ ୪୦୦ରୁ ଅଧିକ ଆସନ…

ରାଞ୍ଚି,୯।୧୨ : ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ନେତା ଚିରାଗ ପାସୱାନ ଶନିବାର ଦାବି କରିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ୪୦୦ରୁ ଅଧିକ ଆସନରେ ଜିତିବ।...

ବୈବାହିକ ବଳାତ୍କାର ନୁହେଁ ଅପରାଧ, ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ…

ପ୍ରୟାଗରାଜ,୯।୧୨ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ। ସ୍ତ୍ରୀଙ୍କ ବିରୋଧରେ ଅପ୍ରାକୃତିକ ଅପରାଧ କରିଥିବା ସ୍ବାମୀଙ୍କୁ...

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ପାଇଛ କି, ଛାତ୍ରୀ କହିଲେ ନା, ଭିଡିଓ ଭାଇରାଲ…

ରାଞ୍ଚି,୯।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେତେବେଳେ ସିଏମ ସ୍କୁଲ ଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଛନ୍ତି।...

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ପୋଲିସ ଅଧିକାରୀ ଗୁରୁତର ଆହତ

ନୂଆଦିଲ୍ଲୀ, ୯ା୧୨: ଶନିବାର ଶ୍ରୀନଗରରେ ଆତଙ୍କବାଦୀ ମାନଙ୍କ ସହିତ ଗୁଳିମାଡରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ତୁରନ୍ତ ମହମ୍ମଦ ହାଫିଜ ଚାଡଙ୍କୁ ଜମ୍ମୁ କଶ୍ମୀର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପୋଲିସ ଏବଂ ସେନା ପକ୍ଷରୁ...

ବିବାହିତା ମହିଳା ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ଚାକିରି ପାଇଁ ହକଦାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଲକାତା,୯।୧୨ : କଲିକତା ହାଇକୋର୍ଟ କହିଛନ୍ତି ବିବାହିତା ମହିଳାମାନେ ମଧ୍ୟ ତାଙ୍କ ପିତୃ ପରିବାରର ସଦସ୍ୟ ହୋଇ ଅନୁକମ୍ପାମୂଳକ ରାଜ୍ୟ ସରକାରଙ୍କ ଚାକିରି ପାଇବାକୁ ହକଦାର ହେବେ। ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଶବର ରଶିଦିଙ୍କ ଏକ ଡିଭିଜନ ବେଞ୍ଚ...

ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ରାଜରାସ୍ତାରେ କାନ୍ଦି କାନ୍ଦି ଲଣ୍ଡା ହେଲେ ମହିଳା,ଭିଡିଓ ଭାଇରାଲ…

କୋଲକାତା,୯।୧୨ : ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଶନିବାର ଅପରାହ୍ନରେ ଜଣେ ମହିଳା ଏନେଇ କୋଲକାତା ସେଣ୍ଟ୍ରାଲ ରାଜରାସ୍ତାରେ ଲଣ୍ଡା...

”ନିର୍ବାଚନ ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ପାଖରେ ପହଞ୍ଚି ଜିତିବାକୁ ପଡିବ”; ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୯ା୧୨: ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ବିରୋଧୀଙ୍କୁ ପ୍ରତ୍ୟାଖାନ ଜନସାଧାରଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁକରି ସେମାନେ ସରକାରଙ୍କ ଯୋଜନାକୁ ବିରୋଧ କରି ସୋସିଆଲ ମିଡିଆରେ ନିର୍ବାଚନ ଜିତି ପାରିବେ ନାହିଁ, ଏଥିପାଇଁ...

ବିଇଡି ଡିଗ୍ରୀ ଧାରକ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବାକୁ ଯୋଗ୍ୟ ନୁହନ୍ତି: ହାଇକୋର୍ଟ…

ପାଟନା,୯।୧୨ : ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ରାଜୀବ ରାୟଙ୍କୁ ନେଇ ହାଇକୋର୍ଟର...

ଜଣେ ମନ୍ତ୍ରୀଙ୍କ ପାଖରେ ୧୩ ବିଭାଗ,ଏବେ ଆଇନ ବି ପକେଟରେ…

ନୂଆଦିଲ୍ଲୀ,୯।୧୨ : ଉପରାଜ୍ୟପାଳ ଭି.କେ ସାକ୍ସେନା ଆଇନ ବିଭାଗ ସହ ଜଡିତ ଫାଇଲଗୁଡ଼ିକୁ ମନ୍ତ୍ରୀଙ୍କ ଅନୁମୋଦନ ବିଳମ୍ବରେ ଦର୍ଶାଇ ପ୍ରତ୍ୟାହାର କରିବାର  ଦିନକ ପରେ ଦିଲ୍ଲୀ ମନ୍ତ୍ରୀ କୈଲାଶ ଗେହଲଟଙ୍କଠାରୁ ଆଇନ ବିଭାଗକୁ ଫେରାଇ ନିଆଯାଇଛି ଏବଂ ଆଇନ ବିଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri