ଜାତୀୟ

ଜେଲରୁ ବାହାରକୁ ଆସିଲେ ସଞ୍ଜୟ ସିଂ, ରାଜ୍ୟ ସଭା ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ,୮।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟ ସଭା ପାଇଁ ପ୍ରାଥିପତ୍ର ଦାଖଲ କରିବାକୁ ଜେଲରୁ ବାହାରିଥିଲେ। ସେ ପୋଲିସ ଭ୍ୟାନରେ ସିଭିଲ ଲାଇନରେ ପହଞ୍ଚି ତାଙ୍କ...

ଡାଲ ହ୍ରଦ ପାଲଟିଲା ବରଫ: ଭିଡ଼ିଓ ଭାଇରାଲ…

ଶ୍ରୀନଗର,୮।୧ : ପ୍ରବଳ ଶୀତ ଯୋଗୁ ଜମ୍ମୁ-କଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ସମସ୍ତ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ରହିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି...

ଯଦି ଆମ ପାଖରେ ଲାକ୍ଷାଦ୍ୱୀପ ଆଉ ଆଣ୍ଡାମାନ ଅଛି, ତେବେ ମାଲଦ୍ୱୀପ କାହିଁକ ଯିବା, ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିଜନେସ ଲିଡର୍ସ

ନୂଆଦିଲ୍ଲୀ,୮।୧: ମାଲଦ୍ୱୀପ ସରକାର ରବିବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ପୋଷ୍ଟ କରିଥିବାରୁ ଏହାର ତିନିଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନୁମୋଦନ କରିବା ପରେ ମାଲଦ୍ୱୀପ ସରକାରଙ୍କ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ପ୍ରସବ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି ଗର୍ଭବତୀ ମହିଳା…

କାନପୁର,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର କାର୍ଯ୍ୟକ୍ରମ ବିଷୟରେ ସବୁଠାରେ ଉତ୍ସାହ ଦେଖିବାକୁ ମିଳୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଶୁଭ ସମୟରେ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା, ଯେଉଁମାନଙ୍କର ପ୍ରସବ...

ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ

ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି...

ଗୋଧ୍ରାର ପ୍ରତିଶୋଧ ନେବାକୁ ଗୁଜରାଟକୁ ଦୋହଲାଇ ଦେବାକୁ ପ୍ରୟାସ, ଆଇଏସ ଆତଙ୍କବାଦୀ ଶାହନବାଜଙ୍କ ବଡ ବୟାନ

ନୂଆଦିଲ୍ଲୀ,୮।୧: ଦିଲ୍ଲୀ ପୋଲିସର ହେପାଜତରେ ଥିବା ଇସଲାମିକ ଷ୍ଟେଟ ଆତଙ୍କବାଦୀ ଶାହନବାଜ ଆଲାମ ଏକ ବଡ଼ ବୟାନ ଦେଇଛନ୍ତି। ପୋଲିସର ପଚରାଉଚରା ବେଳେ ଆତଙ୍କବାଦୀ ଶାହନବାଜ କହିଛନ୍ତି ଯେ ଗୁଜରାଟରେ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ (ଆଇଏସ)...

ଦୋଷୀ ଯିବେ ଜେଲ: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ…

ନୂଆଦିଲ୍ଲୀ,୮।୧ : ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଦେଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ଦୋଷୀ ଜେଲ ଯିବେ। ବିଲକିସ ବାନୋ ଗଣବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ...

ସୋନିଆ-ରାହୁଲ ଅଡୁଆରେ: ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୧ : ନ୍ୟାଶନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଉତ୍ତରପ୍ରଦେଶର ପ୍ରୟାଗର ଆନନ୍ଦ ଭବନ କମ୍ପ୍ଲେକ୍ସରେ ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତିକୁ କଡ଼ା...

ମୋଦି ଭାଇଜାନଙ୍କ ଉପରେ କରନ୍ତୁ ବିଶ୍ୱାସ: ମୁସଲମାନଙ୍କୁ ଅପିଲ୍‌ କଲେ ଶାହନୱାଜ

ନୂଆଦିଲ୍ଲୀ,୮।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଶାହନୱାଜ ହୁସେନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଅଧୀନରେ ଦେଶରେ ମୁସଲମାନ ସବୁ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅସଉଦ୍ଦିନ ଓଓ୍ବାଇସି କହିଛନ୍ତି ମସଜିଦ ବିପଦରେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ

ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ...

୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ...

ଭାରତ ଝିଅ, ଯିଏ କି ୧୪୦ ଭାଷାରେ ଗୀତ ଗାଇ ସୃଷ୍ଟି କଲେ ଗିନିଜ୍‌ ରେକର୍ଡ

ଥିରୁଭାନନ୍ତପୁରମ୍‌,୮ା୧: ଝିଅମାନେ କାହାଠାରୁ କିମ୍ବା କୌଣସିଥିରେ କମ୍‌ ନୁହନ୍ତି, ଏହା ଭାରତର ଝିଅ ସୁଚେତା ସତୀଶଙ୍କ ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri