୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍ କରିବ ଇସ୍ରୋ
କୋଲ୍କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ...
ବିହାର ଏନ୍ଡିଏରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ
ନୂଆଦିଲ୍ଲୀ,୧୭ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ୨୦୨ ଆସନରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବା ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍ଦାର ଚାଲିଛି। ମେଣ୍ଟ ସହଯୋଗୀଙ୍କ...
କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ରାଜ୍ୟପାଳ
କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍ଲି...
ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍ଏମ୍ ଗୁଳି
ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୦୦୮...
ବିହାରରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ: ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ
ପାଟନା,୧୬ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି...
ଦିଲ୍ଲୀ କାର୍ ବିସ୍ଫୋରଣ: କାର୍ ଯୋଗାଇଥିବା ସହଯୋଗୀ ଗିରଫ
ନୂଆଦିଲ୍ଲୀ,୧୬ା୧୧: ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ରେଡ୍ ଫୋର୍ଟ ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କାର୍ ଯୋଗାଇବାରେ ସାହାଯ୍ୟ କରିଥିବା ଜଣେ କାଶ୍ମୀରୀ ଯୁବକଙ୍କୁ...
ବିହାର ନିର୍ବାଚନ ପରେ ଲାଲୁ ପରିବାରରେ ମହାଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ ଭିତିରି କାହାଣୀ
ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ...
ପାଟନା ଛାଡିଲେ ଲାଲୁଙ୍କ ୩ ଝିଅ, ସିଙ୍ଗାପୁର ଚାଲିଗଲେ ରୋହିଣୀ
ପାଟନା,୧୬।୧୧: ଲାଲୁ ପ୍ରସାଦ ଯାଦବ ପରିବାର ମଧ୍ୟରେ ଉତ୍ତେଜନା ପରେ, ଲାଲୁ ପ୍ରସାଦଙ୍କ ତିନି ଝିଅ ପାଟନା ଛାଡିଛନ୍ତି। ସେମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି। ରାଗିଣୀ, ରାଜଲକ୍ଷ୍ମୀ ଏବଂ ଚନ୍ଦା ଯାଦବ ଦିଲ୍ଲୀ...
ବିହାର ନିର୍ବାଚନ ପରେ ପୁଣି ଆକ୍ଟିଭ ହେଲେଣି ନୀତୀଶଙ୍କ ପୁଅ!
ପାଟନା,୧୬।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିସ୍ମୟକର ସଫଳତା ପରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ନିଶାନ୍ତ କୁମାର ରାଜନୈତିକ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିଲେ।...
ଭାରତୀୟ ମସଲା, ଚା’ ରପ୍ତାନୀକାରୀଙ୍କୁ ଆମେରିକାର ଆଶ୍ୱସ୍ତି
ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ...
‘ଭଗବାନ ଭଳି ପିତାଙ୍କୁ କିଡ୍ନୀ ଦେଇ ବଡ଼ ଭୁଲ ହୋଇଗଲା’, କାହିଁକି ଏମିତି କହିଲେ ଲାଲୁଙ୍କ ଝିଅ?, ଜାଣନ୍ତୁ ଏହା ପଛର ବଡ଼ କାରଣ
ପାଟନା,୧୬।୧୧: ବିହାର ନିର୍ବାଚନ ଫଳାଫଳ ପରେ ଲାଲୁଙ୍କ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆହୁରି ବଢ଼ିବାରେ ଲାଗିଛି। ପରିବାର ଛାଡିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ଭାଇ ତେଜସ୍ବୀ ଯାଦବଙ୍କ ଉପରେ ଏକ କଡ଼ା ଆକ୍ରମଣ କରିଥିଲେ।...
ମୋ’ ଭଉଣୀକୁ କେହି ଅପମାନିତ କଲେ ବୁଲିବ ସୁଦର୍ଶନ ଚକ୍ର, ଜାଣନ୍ତୁ କାହିଁକି ଏମିତି କହିଲେ ଭାଇ ତେଜପ୍ରତାପ
ପାଟ୍ନା,୧୬ା୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଘର ଏବଂ ଦଳ ଛାଡ଼ିବା ବିଷୟରେ ବୟାନ ପରେ ଭାଇ ତେଜପ୍ରତାପ ଯାଦବ ଏବେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ ପ୍ରଚଣ୍ଡ ରାଗିଯାଇଛନ୍ତି। ସେ କହିଛନ୍ତି ଯେ,...
Archives


