ଜାତୀୟ

ଓଲଟିଲା ଛାତ୍ରଙ୍କୁ ନେଇ ଯାଉଥିବା ଡଙ୍ଗା, ୬ ମୃତ ଉଦ୍ଧାର କାର୍ଯ୍ୟ ଜାରି

ଭଦୋଦରା,୧୮।୧: ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଏବେ ପର୍ଯ୍ୟନ୍ତ...

କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ମନା

ନୂଆଦିଲ୍ଲୀ,୧୮ା୧: ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ...

ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଅଜବ ଘଟଣା ଘଟିଛି। ଜୀବିତ ଥିବାବେଳେ ତାଙ୍କର ଶେଷ ରୀତିନୀତି କରିଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଛି। ହାକିମ ସିଂ ନାମକ ବୃଦ୍ଧ ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଇଥିଲେ। ଏହି...

ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି)...

ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେନି କେଜ୍‌ରିୱାଲ: କହିଲେ, ଏହା ବେଆଇନ

ନୂଆଦିଲ୍ଲୀ,୧୮।୧: ଅବକାରୀ ନୀତି ସହ ଜଡିତ ଏକ ପ୍ରସଙ୍ଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପଠାଇଥିବା ସମନ ଉପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲ ହାଜର ହୋଇନାହାଁନ୍ତି। କେଜ୍‌ରିୱାଲ ଏହି ସମନକୁ ବେଆଇନ ଆଖ୍ୟା ଦେଇଛନ୍ତି। ଦୁଇ ବର୍ଷ ଧରି ଏହି ମାମଲାରେ...

ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ

ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି...

ଏଏପିରୁ ଇସ୍ତଫା ଦେଲେ ଅଶୋକ ତନୱାର

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି। ତନୱାର କହିଛନ୍ତି, ଦେଶର ଜଣେ...

ପ୍ରଥମେ ସନାତନ ଧର୍ମକୁ କହିଲେ ଡେଙ୍ଗୁ, ମ୍ୟାଲେରିଆ, ଏବେ ରାମ ମନ୍ଦିରକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୮।୧: ସନାତନ ଧର୍ମ ବିରୁଦ୍ଧରେ ବୟାନ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ପୁଣି ଥରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉଦୟାନିଧି କହିଛନ୍ତି ଯେ ଆମେ ମସଜିଦ...

ପ୍ରେସକ୍ରିପସନ ବିନା ମିଳିବ ନାହିଁ ଆଣ୍ଟି ବାୟୋଟିକ୍‌!

ନୂଆଦିଲ୍ଲୀ,୧୮।୧: ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ୟୁନିଟ...

ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ

ନୂଆଦିଲ୍ଲୀ,୧୮।୧: ପୂର୍ବତନ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍‌ପି ମହୁଆ ମୋଇତ୍ରା ପୁଣିଥରେ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୪ ଜାନୁଆରୀ ୧୬ରେ ସେ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ପାଇଥିଲେ। ନ୍ୟୁଜ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୧୮।୧: ରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ଜୋସୋରରେ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଗୁରୁବାର (ଜାନୁଆରୀ ୧୮) ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା...

ଭଜନ ଗାଇଲେ ଫାରୁକ ଅବଦୁଲ୍ଲା, ରାମ ମନ୍ଦିରକୁ ବିରୋଧ କରୁଥିବା କପିଲ ସିବଲ ହେଲେ ରାମମୟ

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସମଗ୍ର ଦେଶ ଅପେକ୍ଷା କରିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଦେଶରେ ରାଜନୀତି ମଧ୍ୟ ଶିଖରରେ ପହଞ୍ଚିଛି। ଗୁରୁବାର ରାଜ୍ୟ ସଭା ଏମପି କପିଲ ସିବଲ ଏବଂ ଜମ୍ମୁ-କଶ୍ମୀରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri