ଜାତୀୟ

ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେଶନ୍‌ ଅଜୟ’ ଆରମ୍ଭ: ଆଜି ଯିବ ପ୍ରଥମ ଫ୍ଲାଇଟ୍‌

ନୂଆଦିଲ୍ଲୀ,୧୨।୧୦: ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ୍‌ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ଅନ୍ୟ ବ୍ୟବସ୍ଥା…

ଚନ୍ଦ୍ରାବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ,୧୨।୧୦: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଧାରଣ ସମ୍ପାଦକ ନାରା ଲୋକେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଜେଲରେ ତାଙ୍କ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ…

୫ ହଜାର ବର୍ଷ ଧରି ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ଭାରତ: ମୋହନ ଭାଗବତ

ନୂଆଦିଲ୍ଲୀ,୧୨।୧୦: ୫ ହଜାର ବର୍ଷ ଧରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତ। ଲୋକମାନଙ୍କୁ ଏକଜୁଟ ରହିବାକୁ ଏବଂ ମାନବ ଆଚରଣର ସର୍ବଶ୍ରେଷ୍ଠ ଉଦାହରଣ ବିଶ୍ୱକୁ ଉପସ୍ଥାପନ…

ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍‌ ସାହେବ,ଆବେଦନ ଖାରଜ…

ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ…

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପାଟନା,୧୨।୧୦: ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ ବିହାର…

ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରଖଣ୍ଡ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟରେ ପିଥୋରାଗଡର ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗ୍ରାମକୁ ଯିବେ, ଯେଉଁଠାରେ ସେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ ଭେଟିବେ।…

ଡିସି ଜୈନ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୧୨।୧୦ : କ୍ୟାବିନେଟର ନିଯୁକ୍ତି କମିଟି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ସେଣ୍ଟ୍ରାଲ ଇନଭେଷ୍ଟିଗେସଶନ ବ୍ୟୁରୋ (ସିବିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଡିସି ଜୈନଙ୍କୁ ନିଯୁକ୍ତି ଦେବା ପାଇଁ କର୍ମଚାରୀ ଏବଂ କାର୍ମିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ନୁହେଁ ହାଜତ ନିର୍ଯାତନା: ହାଇକୋର୍ଟରେ କହିଲେ ପୋଲିସ ଅଧିକାରୀ…

ଭୋପାଳ,୧୨।୧୦ : ଗତ ବର୍ଷ ଗୁଜରାଟର ଖେଡା ଜିଲାର ଚାରିଜଣ ସଂଖ୍ୟାଲଘୁଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ୪ ପୋଲିସ ଅଧିକାରୀ ହାଇକୋର୍ଟଙ୍କୁ କହିଛନ୍ତି ଅଭିଯୁକ୍ତଙ୍କ ପିଠିକୁ ଲାଠିରେ ପିଟିବା ହାଜତ ନିର୍ଯାତନା ଭାବେ ବିଚାର କରାଯିବା ଉଚିତ ନୁହେଁ। ଅଭିଯୁକ୍ତଙ୍କ…

ବିହାରରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୫ ମୃତ, ୩୫ ଆହତ

ବକ୍ସାର,୧୨ା୧୦ : ବିହାରର ବକ୍ସାର ଜିଲାରେ ବୁଧବାର ରାତି ୯ଟା ୩୫ରେ ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ର ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଆହତ ହୋଇଛନ୍ତି। ଦେଶରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟି ଜୀବନ…

ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର ୧%…

ରାମ ମନ୍ଦିର ପୁରୋହିତ, କର୍ମଚାରୀଙ୍କ ବଢିଲା ଦରମା

ଆଯୋଧ୍ୟା,୧୧।୧୦: ଅଯୋଧ୍ୟା ରାମ ମନ୍ଦିରର ପୁରୋହିତ ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେମ୍ରର ଟ୍ରଷ୍ଟ ରାମ ମନ୍ଦିରର ପୁରୋହିତମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ…

ଇସ୍ରାଏଲ-ପାଲେଷ୍ଟାଇନ୍‌ରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ରକେଟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ରହୁଥିବା ଲୋକଙ୍କୁ ଚିନ୍ତାରେ ପକାଇଛି। ଅନେକ ଏଠାରୁ ସ୍ଥାନାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?