ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର...
ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି
ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଚେଷ୍ଟା କରିଥିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।...
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୩ା୭: ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଉଜ୍ଜ୍ୱଳ ଦେବରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ୪ ଜଣଙ୍କୁ...
ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ହାଇଦ୍ରାବାଦ,୧୩।୭: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ...
ଚାଇନାକୁ ଲାଗିବ ଜବରଦସ୍ତ ଝଟକା! ଲଦାଖ ପହଞ୍ଚିଲେ ଦଲାଇ ଲାମା
ନୂଆଦିଲ୍ଲୀ/ବେଜିଂ,୧୨।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିବାଦରେ ରାଗି ଥିବା ଚାଇନା, ଲଦାଖରେ ହୋଇଥିବା ଏକ ନୂଆ ଘଟଣାକୁ ନେଇ ପୁଣି ରାଗିଯାଇପାରେ। ଦଲାଇ ଲାମା ଏକ ମାସ ଧରି ଲଦାଖରେ ରହିବା ପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରୁ ଭାରତୀୟ ବାୟୁସେନାର...
ପାଗ ଠିକ୍ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ
ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୨ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୧୮ ଦିନ ରହିବା ପରେ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩...
ମୋହନ-ମୋଦିଙ୍କୁ ଏବର୍ଷ ହେବ ୭୫, ଶାହଙ୍କୁ ନେଇ ବଢିଲା ଚର୍ଚ୍ଚା!
ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ 75 ବର୍ଷ ବୟସରେ ନେତାମାନେ ଅବସର ନେଇ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ...
ନଡ୍ଡାଙ୍କ ସ୍ଥାନ ନେବେ ମନୋହର ଲାଲ ଖଟ୍ଟର! ଜାଣନ୍ତୁ କ’ଣ ଦେଲେ ଜବାବ
ନୂଆଦିଲ୍ଲୀ,୧୨।୭: ଶନିବାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭାଜପାର ଆଗାମୀ ଅଧ୍ୟକ୍ଷ ବିଷୟରେ ବୟାନ ଦେବା ପରେ କରନାଲ ରାଜନୈତିକ ପରିବେଶ ଆହୁରି ଉଷ୍ମ ହୋଇଗଲା, ଯାହା ଦିଲ୍ଲୀର ଦଳୀୟ ମୁଖ୍ୟାଳୟରୁ...
କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ…
ନୂଆଦିଲ୍ଲୀ,୧୨।୭: ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ...
ଭାଜପା ନେତାଙ୍କ ଶ୍ମଶାନ ଘାଟ ପ୍ରେମ! କାର ଭିତରେ ମହିଳାଙ୍କ ସହ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ, ଭିଡିଓ ଭାଇରାଲ
ବୁଲନ୍ଦସହର,୧୨।୭: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲାର ଶିକାରପୁର ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଭାରତୀୟ ଜନତା ପାର୍ଟି (ଭାଜପା)ର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା...
‘ଜାଣିଶୁଣି ବିମାନକୁ ଖସାଇ ଦିଆଯାଇଛି!’,…ଅହମଦାବାଦ ବିମାନ ଦୁର୍ଘଟଣା ରିପୋର୍ଟ ଦେଖିବା ପରେ ବଡ଼ ଦାବି କଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୧୨।୭: ଅହମଦାବାଦ ବିମାନ ଦୁର୍ଘଟଣାର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି। ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ, ଏବେ ଅନୁମାନ କରାଯାଉଛି ଯେ ହୁଏତ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ କୌଣସି ପାଇଲଟଙ୍କ ଭୁଲ...
ଅହମଦାବାଦ ବିମାନ ଦୁର୍ଘଟଣା ଯାଞ୍ଚ ରିପୋର୍ଟକୁ ନେଇ ଏତେ ବଡ଼ ଆପତ୍ତି ଉଠାଇଲା ପାଇଲଟ ଆସୋସିଏଶନ, ସମସ୍ତେ ଚକିତ!
ନୂଆଦିଲ୍ଲୀ,୧୨।୭: ଗତ ମାସରେ ଅହମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି, ଯାହା ଉପରେ ଏୟାରଲାଇନ ପାଇଲଟ୍ସ ଆସୋସିଏସନ (ALPA) ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଶନିବାର (ଜୁଲାଇ ୧୨,...
Archives


