ଅଷ୍ଟମ ବେତନ କମିଶନକୁ କ୍ୟାବିନେଟ୍ ମଞ୍ଜୁରୀ: ଏତେ ବଢିଯିବ ଦରମା
ନୂଆଦିଲ୍ଲୀ,୨୯।୧୦: ଅଷ୍ଟମ ବେତନ କମିଶନ୍ର ସନ୍ଦର୍ଭ ସର୍ତ୍ତାବଳୀକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ଦେଇଛି। ଅନେକ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନ୍ସନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ…
ମୋଦି-ଜିନପିଙ୍ଗ ଭିତରେ ବଡ଼ ଡିଲ୍, ଚମକିପଡିଲା ପାକିସ୍ତାନ
ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଚାଇନା ସୀମା ବିବାଦ ଉପରେ ପୁଣି ଥରେ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ବୁଧବାର, ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳର ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ପର୍କରେ ଖୋଲା…
ଏୟାର ଇଣ୍ଡିଆ ବିମାନ ନିକଟରେ ବସ୍ ଜଳିଗଲା, ଆଉ ତା’ପରେ…
ନୂଆଦିଲ୍ଲୀ,୨୯ା୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବିମାନଠାରୁ ମାତ୍ର କେଇ ମିଟର ଦୂରରେ ଏକ ବସ୍ରେ ନିଆଁ ଲାଗିଯାଇଛି। ତୁରନ୍ତ ଉକ୍ତ ବସ୍କୁ ବେ’ ୩୨ରୁ ହଟାଇ ଦିଆଯାଇଥିଲା। ଏସ୍ଏଟିଏସ୍ ଏୟାରପୋର୍ଟ ସର୍ଭିସେସ୍…
ଭୀଷଣ ବାତ୍ୟା ମୋନ୍ଥାର ଆରମ୍ଭ ହେଲା ଲ୍ୟାଣ୍ଡଫଲ୍, ମାଡ଼ ହେଉ ହେଉ ବୁଲିଗଲା…
ଭୁବନେଶ୍ୱର,୨୮।୧୦:ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବଡ଼ ଅପଡେଟ୍ । ବାତ୍ୟା ମୋନ୍ଥାକୁ ନେଇ ସବୁଠୁ ବଡ଼ ଅପଡେଟ୍ । ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା…
ହାର୍ଡ ଡିସ୍କ ପାଇଁ ବଏଫ୍ରେଣ୍ଡର ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ ମହିଳା, ଥିଲା 15 ଜଣଙ୍କର ନଗ୍ନ ଫଟୋ
ନୂଆଦିଲ୍ଲୀ: ହାର୍ଡଡିସ୍କରେ ଅନ୍ତତଃ ୧୫ ଜଣ ମହିଳାଙ୍କ ବ୍ୟକ୍ତିଗତ ନଗ୍ନ ଭିଡିଓ ରଖିଥିବାରୁ ୩୨ ବର୍ଷୀୟ ସିଭିଲ ସର୍ଭିସ ଆଶାୟୀ ରାମ କେଶ ମୀନାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଅମୃତା ଚୌହାନ (୨୧) ଷଡ଼ଯନ୍ତ୍ର କରି ହତ୍ୟା କରାଇଥିଲେ। ଅକ୍ଟୋବର ୬ରେ…
ମୋନ୍ଥାର ଭୟଙ୍କର ରୂପ: ନାବାଳକକୁ ଭିଡିନେଲା ସମୁଦ୍ର! ଗର୍ଜନ କରି…
କାକିନାଡା,୨୮।୧୦: ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ ହେବାପୂର୍ବରୁ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡା ସମୁଦ୍ରରେ ବୁଡି ଜଣେ ନାବାଳକ ନିଖୋଜ ହୋଇଛି । ୧୦ ବର୍ଷର ନାବାଳକ ନିଜ ମାମୁଙ୍କ ସହ ଏକ ବାଇକରେ ଯିବା ବେଳେ…
ରାଫେଲ ବିମାନରେ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅମ୍ବାଲା ବାୟୁସେନା ଘାଟିରୁ…
ନୂଆଦିଲ୍ଲୀ,୨୮।୧୦: ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ…
ଡାକ୍ତରଙ୍କ କୋଭିଡ୍ କ୍ଷତିପୂରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: “ସମାଜ ଆମକୁ କ୍ଷମା କରିବ ନାହିଁ”
ନୂଆଦିଲ୍ଲୀ,୨୮।୧୦: କୋଭିଡ୍ରେ ମୃତ ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଦାବି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାକ୍ତରଙ୍କ ପାଇଁ ଠିଆ ନହେଲେ ସମାଜ ବିଚାରବିଭାଗକୁ କ୍ଷମା କରିବ ନାହିଁ। ଘରୋଇ ଡାକ୍ତରଙ୍କୁ ଲାଭ ଉଦ୍ଦେଶ୍ୟରେ…
ବଡ଼ ଖବର: ୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଏହି ଦିନଠୁ ଲାଗୁ ହେବ…
ନୂଆଦିଲ୍ଲୀ,୨୮।୧୦: ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ…
VIDEO: ରିଲ୍ସ ନିଶାରେ ସିଧା ଯମୁନା ନଦୀରେ ବୁଡିଗଲେ ଭାଜପା ବିଧାୟକ!
ନୂଆଦିଲ୍ଲୀ,୨୮।୧୦: ରାଜଧାନୀ ଦିଲ୍ଲୀରେ ଛଠ ପର୍ବ ମଧ୍ୟରେ, ଜଣେ ଭାଜପା ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ, ଭାଜପା ବିଧାୟକ ରବି ନେଗି ଯମୁନା ନଦୀ କୂଳରେ ଏକ ରିଲ ସୁଟିଂ କରୁଥିଲେ, ସେତେବେଳେ ସେ…
ଏକରୁ ଅଧିକ ବିବାହ କଲେ ହେବ ୭ ବର୍ଷ ଜେଲଦଣ୍ଡ
ଗୁଆହାଟୀ,୨୮।୧୦: ଆସାମ ସରକାର ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ସୋମବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ବହୁବିବାହକୁ ନିଷିଦ୍ଧ କରିଛନ୍ତି। ନୂତନ ଆଇନରେ ଏକାଧିକ ବିବାହ କରୁଥିବା…
ହଠାତ୍ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍: ଆଉ ତା’ପରେ..
ଜୟପୁର,୨୮।୧୦: ରାଜସ୍ଥାନର ଜୟପୁରରେ ଆଉ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ହଠାତ୍ ନିଆଁ ଲାଗିଗଲା। ହାଇ-ଟେନସନ ତାର ଛୁଇଁବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୧୨…
Archives


