ଜାତୀୟ

ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ବୁଡ଼ିଲା ରନ୍‌ଓ୍ବେ, ଭାସିଲା କାର୍‌

ଚେନ୍ନାଇ,୧୨।୪: ବାତ୍ୟା ମିଗଜୋମ୍‌ର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି। ଏନେଇ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପାଣିରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇର…

୩ ରାଜ୍ୟର ଫଳାଫଳ ୨୦୨୪ ପାଇଁ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ,୪ା୧୨: ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାଜପା ବିଜୟର ସ୍ପଷ୍ଟ ପ୍ରଭାବ ରହିଛି। ବର୍ତ୍ତମାନ ୨୦୨୪ ଲୋକ ସଭା ନିର୍ବାଚନରେ ଦଳ ନିଶ୍ଚିତ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ସହିତ ଇଣ୍ଡିଆ ବ୍ଲକର ଯୋଜନା ବିଫଳ ହୋଇପାରେ। ଜାତିସଂଘ ଜନଗଣନାର…

ଫେରିଲା ଏଏପି ନେତା ରାଘବ ଚଢାଙ୍କ ସଦସ୍ୟତା

ନୂଆଦିଲ୍ଲୀ,୪।୧୨: ରାଜ୍ୟ ସଭାରୁ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ନିଲମ୍ବନ ସମ୍ପର୍କରେ ଏକ ବଡ଼ ଖବର ରହିଛି। ପ୍ରକାଶ ଯେ, ରାଜ୍ୟ ସଭା ଅଧ୍ୟକ୍ଷ ତାଙ୍କର ସଦସ୍ୟତା ପଦ ଫେରାଇ ଦେଇଛନ୍ତି। ଏହି ନିଷ୍ପତ୍ତି ରାଘବ ଚଢାଙ୍କ ରାଜନୈତିକ…

୪ ରାଜ୍ୟରୁ ହାରିବା ପରେ ବଢିଲା କଂଗ୍ରେସର ଚିନ୍ତା, ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିବ ବୈଠକ

ନୂଆଦିଲ୍ଲୀ,୪।୧୨: ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସରେ ଏକ ଚିନ୍ତାର ପରିସ୍ଥିତି ଉପୁଜିଛି। କେବଳ ତେଲଙ୍ଗାନାରେ ସରକାର ଗଠନ କରିବାରେ କଂଗ୍ରେସ ସଫଳ ହୋଇଥିବା ବେଳେ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡିଛି। ନିର୍ବାଚନ…

ପ୍ରବଳ ବର୍ଷା: ରାସ୍ତାରେ ଭାସୁଛି କାର୍‌, ବୁଲୁଛନ୍ତି କୁମ୍ଭୀର,ଦେଖନ୍ତୁ ଭିଡିଓ…

ହାଇଦ୍ରାବାଦ,୪ା୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଶେଷକରି ଚେନ୍ନାଇରେ ଏହି ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଜଳବନ୍ଦୀ ହୋଇ ରହିଥିବା ବେଳେ ଏବଂ…

ଏହା ଭାଜପା ନୁହେଁ, ମୋଦିଙ୍କ ବିଜୟ: କଂଗ୍ରେସ ନେତା ଅଧୀର ରଂଜନ

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପାର ବମ୍ପର ବିଜୟ ପରେ କଂଗ୍ରେସ ନେତା ଅଧୀର ରଂଜନ ନିଜ ପ୍ରତିକ୍ରିୟା ଦେଇଛନ୍ତି। ୩ଟି ରାଜ୍ୟରେ ପରାଜୟ ପରେ ଅଧୀର ରଂଜନ କହିଛନ୍ତି, ଏହା ଭାଜପା ନୁହେଁ, ମୋଦିଙ୍କ ବିଜୟ। କିଛି ଦିନ…

ଦିନେ ଥିଲେ ଚର୍ଚ୍ଚିତ ଆଇପିଏସ, ଏବେ ହେବେ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ

ଆଇଜଲ,୪।୧୨: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ରାଜ୍ୟରେ ଏକ ବଡ ବିଜୟ ଆଡକୁ ଗତି କରୁଛି। ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ୪୦ଟି ସିଟ ମଧ୍ୟରୁ ୨୬ଟିରେ…

ବୟସ ବଢୁଛି, ସମୟ ବିତୁଛି, କ’ଣ କରିବେ ଏସବୁ ୫ ନେତା…

ନୂଆଦିଲ୍ଲୀ,୪।୧୨ : ରାଜସ୍ଥାନରୁ ତେଲେଙ୍ଗାନା ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଅନେକ ନେତାଙ୍କ ପାଇଁ ଭବିଷ୍ୟତ ପାଇଁ ଏକ ନୂଆ ରାସ୍ତା ଦେଖାଇଥିବାବେଳେ କେତେକଙ୍କ ପାଇଁ ଏହା ଏକ ଶେଷ ପରିସ୍ଥିତିରେ ପରିଣତ ହୋଇଛି। ଏହି ନେତାଙ୍କ ବୟସ ପ୍ରାୟ ୭୦ ରହିଛି।…

କୈଳାଶ ବିଜୟବର୍ଗିୟଙ୍କ ଭବିଷ୍ୟବାଣୀ: ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବ ଭାଜପା

ଇନ୍ଦୋର,୪।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ଚମତ୍କାର ବିଜୟ ପରେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି,ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ରୁ ଅଧିକ ଆସନ…

ହାରିବା ପରେ ‘ଆଘାତ’ ବୋଲି କହି ରାଜନୀତିରୁ ବିରତି ନେଲେ ସତିଶ ପୁନିଆ

ଜୟପୁର,୪।୧୨: ରାଜସ୍ଥାନର ନିର୍ବାଚନ ଯୁଦ୍ଧରେ ଭାରତୀୟ ଜନତା ପାର୍ଟି (ଭାଜପା)ପରମ୍ପରାକୁ ବଜାୟ ରଖି କଂଗ୍ରେସକୁ ପରାସ୍ତ କରି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲା। କିନ୍ତୁ ସେଠାରେ ଅନେକ ଆସନ ଥିଲା ଯେଉଁଠାରେ ଭାଜପାର ବରିଷ୍ଠ ନେତାଙ୍କୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲା।…

ମିଜୋରାମ ବିଧାନସଭା ନିର୍ବାଚନ: ୮ ଆସନରେ ଜେଡପିଏମ ବିଜୟୀ

ଆଇଜଲ,୪।୧୨: ମିଜୋରାମରେ ଜେଡପିଏମ ୮ଟି ଆସନରେ ଜିତିଥିବାବେଳେ ଏହା ୧୯ଟି ଆସନରେ ଆଗୁଆ ରହିଛି। ଏଥି ସହ ଭାଜପା ମଧ୍ୟ ତା’ର ଖାତା ଖୋଲିଛି। ସେ ଗୋଟିଏ ଆସନ ଜିତିଥିବାବେଳେ ସେ ଅନ୍ୟ ଗୋଟିଏ ଆସନରେ ଆଗୁଆ ଅଛି। କଂଗ୍ରେସ ଏବଂ…

ଟ୍ରେନର ଏୟାରକାଫ୍ଟ ଦୁର୍ଘଟଣା: ୨ ପାଇଲଟ ମୃତ, ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ……

ହାଇଦ୍ରାବାଦ,୪।୧୨ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?