ଅନ୍ଧବିଶ୍ୱାସ: ଭୂତ ଛଡ଼ାଇବାକୁ ଯୁବତୀଙ୍କୁ ଜବରଦସ୍ତି ମଦ, ବିଡ଼ି ପିଆଇଲେ
କୋଟ୍ଟାୟମ୍,୯ା୧୧:ଦେହରେ ଭୂତ ସବାର ହୋଇଛି କହି ତାକୁ ଘଉଡ଼ାଇବା ପାଇଁ ଯୁବତୀଙ୍କୁ ଜୋର୍ଜବରଦସ୍ତ ମଦ ଓ ବିଡ଼ି ପିଆଇଛନ୍ତି ଗ୍ରାମବାସୀ। ଏପରି କି କଳାଯାଦୁ ନାମରେ ତାଙ୍କୁ ଅନେକ ଘଣ୍ଟା ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। କେରଳର କୋଟ୍ଟାୟମ…
ରିଚା ଘୋଷ୍ଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ
କୋଲ୍କାତା,୮ା୧୧- ବିଶ୍ୱକପ୍ ବିଜୟୀ ଭାରତୀୟ ମହିଳା ଦଳର ଉଇକେଟ୍କିପର ବ୍ୟାଟର ରିଚା ଘୋଷ୍ଙ୍କୁ ଶନିବାର ଇଡେନ୍ ଗାର୍ଡେନ୍ସଠାରେ ଆୟୋଜିତ ଏକ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁଠୁ ବଡ଼ ସମ୍ମାନ ବଙ୍ଗ ଭୂଷଣ ପୁରସ୍କାର ଦିଆଯିବା…
ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨
ନୂଆଦିଲ୍ଲୀ,୮ା୧୧: ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍ ପଠାଇଲାଣି। ମିଶନର ଡୁଆଲ୍ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍ ଆପେର୍ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା…
RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet
ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ ପେମେଣ୍ଟ ହୋଇପାରୁଛି। ଏହି ଡିଜିଟାଲ ଗତିକୁ ଆହୁରି ସୁରକ୍ଷିତ କରିବା ପାଇଁ, ଭାରତୀୟ ରିଜର୍ଭ…
‘ନ୍ୟାୟର ଭାଷା ଏପରି ହେବା ଉଚିତ ଯାହା ନ୍ୟାୟ ଚାହୁଁଥିବା ବ୍ୟକ୍ତି ବୁଝିପାରିବେ’: ମୋଦି
ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ନ୍ୟାୟ ଖୋଜୁଥିବା ବ୍ୟକ୍ତି ନ୍ୟାୟର ଭାଷା ବୁଝିବା ଉଚିତ। ସେ କହିଛନ୍ତି ଯେ ଆଇନ ପ୍ରସ୍ତୁତ କରିବା ସମୟରେ ଏହା ମନେ ରଖିବା ଉଚିତ। ସେ ୮୦,୦୦୦ ରୁ ଅଧିକ ରାୟକୁ…
ଟ୍ରେନ୍ ଟିକେଟ ବୁକିଂ ପାଇଁ IRCTCର ନୂଆ ନିୟମ: ଜାଣି ରଖନ୍ତୁ ନଚେତ…
ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ ପାଇଁ ଆଧାର ଯାଞ୍ଚ (ଭେରିଫିକେସନ) ବାଧ୍ୟତାମୂଳକ କରାଯାଇଛି। ଏହା IRCTC ୱେବସାଇଟ କିମ୍ବା ମୋବାଇଲ…
ହଠାତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ କାହିଁକି ପହଞ୍ଚିଲେ ମୋଦି? ଜାଣନ୍ତୁ…
ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଏବଂ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଶନିବାର ତାଙ୍କର ୯୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ପୁଷ୍ପ…
‘ସେମାନେ ପିଲାମାନଙ୍କୁ ବନ୍ଧୁକ ଦେଉଥିଲେ, ଆମେ ଲାପଟପ୍ ଦେଉଛୁ’, ଆରଜେଡିକୁ ପୁଣି ଟାର୍ଗେଟ କଲେ ମୋଦି
ପାଟନା,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିହାରର ସୀତାମାଢ଼ି ଏବଂ ବେଟିଆରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ରାଲି ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଉପରେ କଡା ଟାର୍ଗେଟ କରିଥିଲେ, ସେମାନେ ରାଜ୍ୟର ଯୁବକମାନଙ୍କୁ ଅପରାଧୀ କରିବାରେ…
କାହିଁକି ଲାଲୁଙ୍କ ପରିବାରକୁ ସିଧାସଳଖ ଟାର୍ଗେଟ କଲେ ଚିରାଗ ପାସଓ୍ବାନ? ଜାଣନ୍ତୁ ଏହା ପଛର ରହସ୍ୟ
ପାଟନା,୮।୧୧: କେନ୍ଦ୍ର ମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଶନିବାର (ନଭେମ୍ବର ୮, ୨୦୨୫) ବିରୋଧୀ ମହାମେଣ୍ଟକୁ ଟାର୍ଗେଟ କରିଥିଲେ। ସେ ସିଧାସଳଖ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରିଥିଲେ,…
ମହିଳାଙ୍କ ସହ ଅସଭ୍ୟ ବ୍ୟବହାର କଲେ ରାପିଡୋ କ୍ୟାପଟେନ! ଇନଷ୍ଟା ପୋଷ୍ଟରେ ପ୍ରତିକ୍ରିୟା ରଖିଲା କମ୍ପାନୀ
ବେଙ୍ଗାଲୁରୁ,୮।୧୧: ବେଙ୍ଗାଲୁରୁର ଜଣେ ମହିଳା ଯାତ୍ରୀ ରାପିଡୋ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯାତ୍ରା ସମୟରେ ଆରୋହୀ ତାଙ୍କ ଗୋଡ଼ ଧରିବାକୁ ଚେଷ୍ଟା କରିଥିଲେ। ମହିଳା…
ଲଣ୍ଡନ ଯିବାର ଥିଲା ବିମାନ, ହୋଇଗଲା ୭ ଘଣ୍ଟା ବିଳମ୍ବ, ଆଉ ତା’ ପରେ…
ମୁମ୍ବାଇ,୮ା୧୧: ଶନିବାର ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏୟାର ଇଣ୍ଡିଆର ମୁମ୍ବାଇ-ଲଣ୍ଡନ ବିମାନ AI-୧୨୯ ପ୍ରାୟ ୭ ଘଣ୍ଟା ବିଳମ୍ବ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୬.୩୦ର ଉଡ଼ାଣ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ଅପରାହ୍ନ…
ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୮।୧୧: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଏକ୍ସରେ…
Archives


