ଭାରତ-ବ୍ରିଟେନ ଡିଲ୍କୁ ନେଇ ମଦ୍ୟପଙ୍କ ପାଇଁ ଖୁସି ଖବର, କପଡା-ଜୋତା ବି ହେବ ଶସ୍ତା, ଜାଣନ୍ତୁ FTAର କ’ଣ ପ୍ରଭାବ ପଡ଼ିବ
ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁକ୍ତରାଜ୍ୟ (ୟୁକେ) ଗସ୍ତ ସମୟରେ, ଭାରତ ଗୁରୁବାର (ଜୁଲାଇ ୨୪, ୨୦୨୫) ଦିନ ବ୍ରିଟେନ ସହିତ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷର କରିଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଚେକର୍ସ...
ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଯାଉଛି ୬ରୁ ଅଧିକ ଜୀବନ: ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କଲେ ନୀତିନ ଗଡ଼କରୀ
ନୂଆଦିଲ୍ଲୀ,୨୪।୭:କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସଭାରେ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି,୨୦୨୫ ବର୍ଷର ପ୍ରଥମ ୬ ମାସ (ଜାନୁଆରୀରୁ ଜୁନ) ମଧ୍ୟରେ, ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦...
ହାତରେ ବର୍ଥ ନମ୍ବର ଲେଖି କୁଆଡେ ଯାଉଥିଲେ ୫୬ ଯୁବତୀ, ଜଣାପଡିଲା କାରଣ
ନୂଆଦିଲ୍ଲୀ,୨୪।୭: ସୋମବାର (୨୧ ଜୁଲାଇ ୨୦୨୫) ଦିନ ନ୍ୟୁ ଜଲପାଇଗୁଡ଼ି ଷ୍ଟେଶନରେ ମିଳିତ ଅଭିଯାନରେ ରେଳ ସୁରକ୍ଷା ବଳ (RPF) ଏବଂ GRP ଏକ ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି। ଏହି ଦଳ ଅପରେଶନ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ...
ଅହମଦାବାଦ ବିମାନ ଦୁର୍ଘଟଣାର ୪ ଦିନ ପରେ ହଠାତ୍ କାହିଁକି ଅସୁସ୍ଥ ହୋଇପଡିଥିଲେ ୧୧୨ ପାଇଲଟ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୪।୭: ଜୁନ ୧୨ରେ ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା କେବଳ ଯାତ୍ରୀମାନଙ୍କୁ ପ୍ରଭାବିତ କରିନଥିଲା ବରଂ ବିମାନ କର୍ମଚାରୀମାନଙ୍କୁ, ବିଶେଷକରି ପାଇଲଟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟମାନଙ୍କ ମଧ୍ୟରେ ମାନସିକ...
ଛୋଟ ଦୋକାନୀମାନେ UPI ଛାଡ଼ି ନଗଦ ପସନ୍ଦ କରୁଛନ୍ତି: ଭାରତର କ୍ୟାସଲେସ ଅର୍ଥନୀତି ସ୍ବପ୍ନ ସାମ୍ନାରେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୪।୭: ଭାରତର ନଗଦହୀନ(କ୍ୟାସଲେସ) ଅର୍ଥନୀତି ଆଡ଼କୁ ଯାତ୍ରା ଏକ ବାସ୍ତବତାର ସମ୍ମୁଖୀନ ହେଉଛି। ଛୋଟ ଦୋକାନୀମାନେ UPI ପେମେଣ୍ଟ ଛାଡ଼ି ନଗଦ ପସନ୍ଦ କରୁଛନ୍ତି। ଆର୍ଥିକ ବିଶେଷଜ୍ଞ ଏହି ପରିବର୍ତ୍ତନର କାରଣ ଭାବେ ବୃଦ୍ଧି ପାଉଥିବା ନିୟମ ପାଳନ ଖର୍ଚ୍ଚ,...
ଅଭିନେତାଙ୍କୁ ଜାମିନ ମିଳିବାକୁ ନେଇ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ: ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ,୨୪।୭: ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ନାଟକ ହାଇକୋର୍ଟ ଯେଉଁଭଳି ଭାବରେ ଜାମିନ ପ୍ରଦାନ କରିଛନ୍ତି, ତାହା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାର ହାଇକୋର୍ଟର ପ୍ରକ୍ରିୟା...
ଭୋଟର ଲିଷ୍ଟରେ ନାମ ନ ଥିଲେ ନିର୍ବାଚନ କମିଶନ ଦେବେ ଆଉ ଏକ ସୁଯୋଗ, ମିଳିବ ୩୦ ଦିନ ସମୟ
ପାଟନା,୨୪।୭: ବିହାରରେ ସଘନ ସଂଶୋଧନ ଅଭିଯାନ (SIR) ଚାଲିଛି। ନିର୍ବାଚନ କମିଶନ ଏ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଯଦି କୌଣସି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଏ, ତେବେ ତାଙ୍କୁ ପୁନର୍ବାର ଯୋଡିବାର ସୁଯୋଗ ମିଳିବ।...
ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି: ବାର୍ଷିକ ୩୪ ବିଲିୟନ ଡଲାରର ବ୍ୟବସାୟ ବୃଦ୍ଧି ଆଶା
ଲଣ୍ଡନ,୨୪।୭: ଭାରତ ଏବଂ ବ୍ରିଟେନ ଗୁରୁବାର ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ୨୦୨୦ରେ ବ୍ରିଟେନ ଇଉରୋପୀୟ ସଂଘ...
ନିର୍ବାଚନ ବର୍ଜନ କରିବାକୁ ଧମକ ଦେଲେ ତେଜସ୍ବୀ ଯାଦବ
ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳ ବିହାରରେ ଚାଲିଥିବା SIRକୁ ଦୃଢ଼ ବିରୋଧ କରୁଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବର୍ଜନ ଘୋଷଣା କରିଛନ୍ତି। ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ଆମେ...
ସ୍ବାମୀଙ୍କ ଜିଭ କାଟି ଗିଳିଦେଲେ ସ୍ତ୍ରୀ: ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପୋଲିସ ବି ତାଜୁବ
ପାଟନା,୨୪।୭: ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ।...
‘କୋଟିଏ ଟଙ୍କା ଦିଅ, ନହେଲେ ମୁଁ ଯିବି ନାହିଁ’, ହେପାଜତ ନେବା ପାଇଁ ବାପାଙ୍କୁ ଏପରି କହିଲା ଝିଅ, ମାଆଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୭: ଏକ ଶିଶୁ ହେପାଜତ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ବିଆର ଗାଭାଇ ଜଣେ ୧୨ ବର୍ଷୀୟା ନାବାଳିକାର ମାଆଙ୍କୁ ତାଙ୍କ ବୁଦ୍ଧିକୁ “ଖରାପ କରୁଥିବା” ଅଭିଯୋଗରେ ଚେତାବନୀ ଦେଇଛନ୍ତି। ଏହି ବାଳିକା ତାଙ୍କ ବାପାଙ୍କ...
ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି
ନୂଆଦିଲ୍ଲୀ,୨୪।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ...
Archives


