ଜାତୀୟ

ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବେ ନାହିଁ ପ୍ରଭୁ ଶ୍ରୀରାମ: ତେଜପ୍ରତାପ ଯାଦବଙ୍କୁ ହେଲା ସ୍ବପ୍ନାଦେଶ

ପାଟନା,୧୪।୧: ରାଷ୍ଟ୍ରୀୟ ଜନତା ଦଳ ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ରାଜ୍ୟ ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ପୁଣି ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ…

ଦିଲ୍ଲୀକୁ ଫେରିଲା ପୁଣି କଟକଣା

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ନିକୃଷ୍ଟତର ହେବା ପରେ ପୁଣି ଥରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪…

ରୋଷେଇ ନ ଆସିବାରୁ ଦିଅର କଲେ ଅଭିଯୋଗ ମହିଳା ପହଞ୍ଚିଲେ କୋର୍ଟ, ଏବେ ଆସିଲା ଏହି ରାୟ

ମୁମ୍ବାଇ,୧୪।୧: ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ‘କିପରି ରାନ୍ଧିବା ଜାଣେ ନାହିଁ’ ଉପରେ ଦିଆଯାଇଥିବା ମନ୍ତବ୍ୟ ଆଇପିସିର ଧାରା 498A ଅନୁଯାୟୀ କ୍ରୁରତା ନୁହେଁ। ବାସ୍ତବରେ ଜଣେ ମହିଳା ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏଫଆଇଆର ଦାଖଲ…

ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଯୋଧ୍ୟାରେ ରାମାୟଣ ଉପରେ ଆଧାରିତ ନୃତ୍ୟ ଉପସ୍ଥାପନ କରିବେ ହେମା ମାଳିନୀ

ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏହି ତାଲିକାରେ ହେମା ମାଳିନୀ ମଧ୍ୟ ରହିଛନ୍ତି। ଭେଟେରାନ ଅଭିନେତ୍ରୀ ତଥା ରାଜନେତା ଘୋଷଣା କରିଛନ୍ତି ଯେ ସେ ନୂତନ…

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ହେବ ସବୁଠାରୁ ବଡ ଦଳ: ଥରୁର

ନୂଆଦିଲ୍ଲୀ,୧୪।୧: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ସବୁଠୁ ବଡ ଦଳ ହେବ ବୋଲି କଂଗ୍ରେସ ଏମପି ଶଶି ଥରୁର ପୂର୍ବାନୁମାନ କରିଛନ୍ତି। ଗତଥର ତୁଳନାରେ ଭାଜପା କମ ଆସନ ପାଇବ ବୋଲି ସେ ଦାବି କରିଛନ୍ତି,…

ଭାରତ ଯୋଡୋ ନ୍ୟାୟ ଯାତ୍ରା ମଞ୍ଚରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରବିବାର ମଣିପୁରର ଥୋବାଲରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଆରମ୍ଭ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ମଞ୍ଚକୁ ଯାଇ ସେଠାରେ…

ତୁମ ମଫଲର ମୋର ହୋଇଗଲା, ଭାଇରାଲ ହେଉଛି ମଲ୍ଲିକାର୍ଜୁନଙ୍କ ମଫଲର ଷ୍ଟାଇଲ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ସିଟ ବାଣ୍ଟିବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ତେବେ…

ଭାଙ୍ଗିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଟିମ୍: ୨୦୧୯ରୁ ଏପର୍ଯ୍ୟନ୍ତ ହାତ ଛାଡ଼ିଲେଣି ୧୧ ବଡ଼ ନେତା

ନୂଆଦିଲ୍ଲୀ,୧୪।୧: ମିଲିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଦଳକୁ ଏକ ବଡ଼ ଝଟକା ଲାଗିଛି। କାରଣ ଲୋକସଭା ନିର୍ବାଚନ ବର୍ତ୍ତମାନଠାରୁ ମାତ୍ର କିଛି ମାସ ପୂର୍ବରୁ ମିଲିନ୍ଦ କଂଗ୍ରେସ ଛାଡ଼ି ଭାଜପାର ସହଯୋଗୀ…

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ପୂର୍ବରୁ ବିଭିନ୍ନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବା ଅଭିଯାନ ଆରମ୍ଭ ହୋଇଛି।…

ପୁଣି ଏକ ନୂଆ ସ୍ବପ୍ନ ଦେଖାଇଲେ ନିତିନ ଗଡକରୀ

ନୂଆଦିଲ୍ଲୀ,୧୪।୧: ଦେଶକୁ ଉତ୍କୃଷ୍ଟ ରାଜପଥ ଏବଂ ଏକ୍ସପ୍ରେସୱେ ଦେଇଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବର୍ତ୍ତମାନ ଜନସାଧାରଣଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି। ଭବିଷ୍ୟତରେ ଲୋକଙ୍କୁ ଡ୍ରୋନ ଦେଇ ଯାତ୍ରା କରୁଥିବା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସେ ଡ୍ରୋନ…

୪୭ ଆସନରେ ବିଜୟୀ ହେବାକୁ ମୋଦି କରିବେ ମହାରାଲି

ନୂଆଦିଲ୍ଲୀ,୧୪।୧: ଆଦିବାସୀ ସମ୍ପ୍ରଦାୟ ପାଇଁ ଲୋକ ସଭାରେ ୪୭ ଟି ଆସନ ସଂରକ୍ଷିତ ରହିଛି, ଯାହା ଦେଶର ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ ଅଟେ। ୨୦୧୪ରେ ଭାଜପା ଏଥିରୁ ୨୭ଟି ଆସନରେ ଜିତିଥିଲା। ୨୦୧୯ ନିର୍ବାଚନରେ ଏହି ସଂଖ୍ୟା ୩୧କୁ ବୃଦ୍ଧି…

ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ନିଜ ଘରେ ଘାସ ଖୁଆଇଛନ୍ତି। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତି ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହି ସମୟରେ ଗୁଡି ଉଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ। ଏହାସହ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?