ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ସେପ୍ଟେମ୍ବର ଆଗରୁ ନେବାକୁ ପଡ଼ିବ ଏହି ନିଷ୍ପତ୍ତି
ନୂଆଦିଲ୍ଲୀ,୨୯।୯: କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ)ରେ ରହିବା କିମ୍ବା ଯୁକ୍ତ ପେନସନ ବ୍ୟବସ୍ଥା (ୟୁପିଏସ)କୁ ବାଛିବା ପାଇଁ ୩୦ ସେପ୍ଟେମ୍ବର ୨୦୨୫ ଶେଷ ତାରିଖ ରହିଛି। ୟୁପିଏସ ନିଶ୍ଚିତ ଓ ମୁଦ୍ରାସ୍ଫୀତି ସହ ସମନ୍ୱିତ ପେନସନ ପ୍ରଦାନ…
ବିଜୟଙ୍କ ରାଲି ବେଳେ ଦଳାଚକଟା: ଚାଲିଗଲା ୪୧ ଜଣଙ୍କ ଜୀବନ, ପୋଲିସ କହିଲା…
ନୂଆଦିଲ୍ଲୀ,୨୯।୯: ତାମିଲନାଡୁର କରୁରରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲି ସମୟରେ ଏହି ଘଟଣା ଘଟିଥିଲା। ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ ‘ଜାଣିଶୁଣି…
Bihar Election 2025: ବିହାରରେ ବଡ଼ ନିଷ୍ପତ୍ତି ନେଲା ଭାଜପା, ଗଠନ କଲା ୧୯ ଜଣିଆ ସ୍ବତନ୍ତ୍ର ଦଳ
ପାଟନା,୨୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ବିହାର ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଇସ୍ତାହାର କମିଟି ଗଠନ ପରେ, ଭାଜପା ଏବେ ଏକ ରାଜ୍ୟ ନିର୍ବାଚନ କମିଟି ପ୍ରତିଷ୍ଠା କରିଛି। ଏହି କମିଟିରେ ଜଣେ ପଦାଧିକାରୀ ସଦସ୍ୟ ଏବଂ…
ଦୋକାନ, ରାସ୍ତା, ଇଣ୍ଟରନେଟ ସବୁ ବନ୍ଦ! କାହିଁକି ପାକିସ୍ତାନ ସରକାରଙ୍କ ଉପରେ ରାଗିଲେ ପିଓକେର ଲୋକେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି। ଅନେକ ଅଞ୍ଚଳ ବନ୍ଦ ଆୟୋଜନ କରିଛି ଏବଂ ରାସ୍ତା ଅବରୋଧ କରିଛି। ପାକିସ୍ତାନ…
ପ୍ରିନ୍ସପାଲଙ୍କ ସଇତାନ ରୂପ! ପିଲାଙ୍କ ଗୋଡ଼ ବାନ୍ଧି ଝରକାରେ ଓଲଟା ଟାଙ୍ଗି ଦେଲେ, ଆଉ ତା’ପରେ…
ପାନିପତ,୨୯।୯: ହରିୟାଣା ପାନିପତର ଏକ ଘରୋଇ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଟିର ଏକମାତ୍ର ଦୋଷ ଥିଲା ଯେ ସେ ତା’ର ହୋମ ଓ୍ବାର୍କ କରିନଥିଲା। ତା’ପରେ ଶିକ୍ଷକ ତାକୁ ନିର୍ଯାତନା…
‘ଦଳାଚକଟା ପଛରେ ଷଡ଼ଯନ୍ତ୍ର’
ଚେନ୍ନାଇ,୨୯ା୯(ପି.ଟି.): ତାମିଲନାଡୁର କରୁରଠାରେ ଶନିବାର ତାମିଲାଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ ଶତାଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦଳାଚକଟା ପଛରେ ଷଡ଼ଯନ୍ତ୍ର ଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଟିଭିକେ…
ମେଲୋନିଙ୍କ ଆତ୍ମଜୀବନୀକୁ ନେଇ ‘ମନ୍ କି ବାତ୍’ରେ ମୋଦି କଲେ ଏମିତି ପ୍ରଶଂସା, କହିଲେ ତାଙ୍କ ସହ ମୋର…
ନୂଆଦିଲ୍ଲୀ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ – ମାଇ ରୁଟ୍ସ, ମାଇ ପ୍ରିନ୍ସିପଲ୍ସ’ର ମୁଖବନ୍ଧ ଲେଖିଛନ୍ତି। ସେ ପୁସ୍ତକଟିକୁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଶୀର୍ଷକ ଦ୍ୱାରା ଅନୁପ୍ରାଣିତ…
ଚମକାଇଲା BSNL ପ୍ଲାନ, ମାତ୍ର ୨୨୫ ଟଙ୍କାରେ…
ନୂଆଦିଲ୍ଲୀ,୨୮।୯: ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା…
୨୦୨୫ରେ ଭାରତର ଏହି ରାଜ୍ୟରେ ବିକ୍ରି ହେଲା ସବୁଠୁ ଅଧିକ ମଦ, ଓଡ଼ିଶାରେ ଆଖିଦୃଶିଆ ଅଭିବୃଦ୍ଧି
ମୁମ୍ବାଇ,୨୮ା୯: ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ…
ଝିଅଙ୍କ ପାଇଁ ଖୁସିଖବର, ଅକ୍ଟୋବର ୧ରୁ ଆକାଉଣ୍ଟକୁ ଆସିବ ଟଙ୍କା, ତେବେ ଜାଣନ୍ତୁ କେଉଁମାନେ ପାଇବେ…
ନୂଆଦିଲ୍ଲୀ,୨୮ା୯: ଝିଅମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ‘ଲାଡଲି ଯୋଜନାର’ ପ୍ରାୟ ୪୦୦୦୦ ହିତାଧିକାରୀ ଅକ୍ଟୋବର ୧ରେ ଆକାଉଣ୍ଟକୁ ଟଙ୍କା ଆସିବ। ତାଳକଟୋରା ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ରାଶି ବଣ୍ଟନ…
ଭାରତର ଏହି ତିନି ରାଜ୍ୟର ଲୋକେ ସପୂର୍ଣ୍ଣ ଶିକ୍ଷିତ, ଜାଣନ୍ତୁ କିପରି ହାସଲ କଲେ ଏହି ସଫଳତା
ନୂଆଦିଲ୍ଲୀ,୨୮।୯: ମିଜୋରାମ, ଗୋଆ ଓ ତ୍ରିପୁରା ଦୀର୍ଘ ବର୍ଷର ସରକାରୀ ଉଦ୍ୟମ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ଆଧୁନିକ ଟେକ୍ନୋଲୋଜି-ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ସାକ୍ଷରତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS) ଏହି…
LPG ସିଲିଣ୍ଡର-ରେଲଓ୍ବେ ଟିକେଟରୁ ପେନସନ ଯାଏ, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ଲାଗିବ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୮।୯: ମାସ ଆରମ୍ଭରୁ ବଦଳିଯିବ ସବୁକିଛି, ଗ୍ରାହକଙ୍କ ପକେଟକୁ ଲାଗିବ ବଡ଼ ଝଟ୍କା! ପ୍ରତି ମାସର ପ୍ରଥମ ତାରିଖରେ କିଛି ନା କିଛି ପରିବର୍ତ୍ତନ ହୋଥାଏ। କେବେ କିଛି ମହଙ୍ଗା ହୋଇଯାଏ ତ କେବେ ଶସ୍ତା। ତେବେ ଆଉ ୨ଦିନ ପରେ…
Archives


