ଆଇଏନ୍ଏଲ୍ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ
ଚଣ୍ଡିଗଡ଼,୨୭।୨: ଇଣ୍ଡିଆନ୍ ନ୍ୟାଶନାଲ ଲୋକ ଦଳ (ଆଇଏନ୍ଏଲ୍ଡି)ର ହରିୟାଣା ସଭାପତି ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ରବିବାର ସନ୍ଧ୍ୟାରେ ଝାଜ୍ଜର ଜିଲାର ବାହାଦୁରଗଡ଼ ସହରରେ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ଏହା…
ଚର୍ଚ୍ଚାରେ ପୀୟୁଷ ଗୋୟଲ, ଲଢିବେ କି ଲୋକ ସଭା ନିର୍ବାଚନ
ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଲୋକ ସଭା ନିର୍ବାଚନ ଲଢିବେ କି? ଏ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ତୀବ୍ର ହୋଇଛି। ବାସ୍ତବରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ବୈଠକର ପ୍ରଥମ ଦୁଇ ଦିନରେ ବାଣିଜ୍ୟ ଓ ଉଦ୍ୟୋଗ…
ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ
ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ହଁ, ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ…
ମିଶନ ଗଗନଯାନ: ସସ୍ପେନ୍ସ ଶେଷ, ଜାଣନ୍ତୁ କିଏ ସେହି ଭାରତର ୪ ମହାକାଶଚାରୀ ଯିଏ ମହାକାଶକୁ ଯିବେ
ନୂଆଦିଲ୍ଲୀ,୨୭।୨: ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଭାରତ ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ। ବାସ୍ତବରେ, ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହାର ଗଗନଯାନ ମିଶନ ଉପରେ କାମ କରୁଛି। ଚନ୍ଦ୍ରୟାନ ଏବଂ ଆଦିତ୍ୟ ଏଲ୍-୧ର ସଫଳତା ପରେ…
ଦେଶର ବୟୋଜ୍ୟେଷ୍ଠ ଏମପି ଶଫିକୁର ରହମାନଙ୍କ ପରଲୋକ
ସଂଭଲ,୨୭।୨: ଏସପିର ଏମପି ଡା. ଶଫିକୁର ରହେମାନଙ୍କ ପରଲୋକ ହୋଇଛି। ସେ କିଛିଦିନ ହେବ ମୁରାଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏମପିଙ୍କ ନାତି ଜିଆଉର ରହେମାନ ବୁର୍କ କହିଛନ୍ତି ଯେ ତାଙ୍କର ୯୩ ବର୍ଷ ବୟସ୍କା ଦାଦାଙ୍କ ସ୍ବାସ୍ଥ୍ୟ…
Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ
ଭୋପାଳ,୨୭।୨: ଇନ୍ଦୋରର ଲସୁଡିଆ ପୋଲିସ ଷ୍ଟେଶନ ପରିସରରେ ପେଟିଏମ କମ୍ପାନୀର ଫିଲ୍ଡ ମ୍ୟାନେଜର ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମୂଳତଃ ଗୱାଲିଅରର ବାସିନ୍ଦା ଥିଲେ । ପୋଲିସର ସୂଚନାନୁସାରେ, ମୃତକଙ୍କ ନାମ ଗୌରବ ଗୁପ୍ତା। ପ୍ରାଥମିକ ଅନୁସନ୍ଧାନରୁ…
ରାଜ୍ୟ ସଭା ନିର୍ବାଚନ ଚାଲିଥିବାବେଳେ ଅଖିଳେଶଙ୍କୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୭।୨: ରାଜ୍ୟ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ଆଉ ଏକ ବଡ଼ ଝଟ୍କା ଲାଗିଛି। ଏସପି ବିଧାୟକ ମନୋଜ ପାଣ୍ଡେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି।…
୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି
ହାଇଦ୍ରାବାଦ୍,୨୭।୨: ଆନ୍ଧ୍ରପ୍ରଦେଶରେ ବିଧାନସଭା ବାଚସ୍ପତି ତାମିନେନି ସୀତାରାମ ଦଳବଦଳ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଆଠ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଶାସକ ଦଳ – ଯୁବଜନ ଶ୍ରମିକା…
ଉତ୍ତର ପ୍ରଦେଶରେ ଜିତିବ ଭାଜପା, ରାଜ୍ୟ ସଭା ନିର୍ବାଚନକୁ ନେଇ ମତ ରଖିଳେ ରାଜା ଭୈୟା
ନୂଆଦିଲ୍ଲୀ,୨୭।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ୧୫ ଟି ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ନିର୍ବାଚନରେ ୫୬ ଟି ରାଜ୍ୟ ସଭା ଆସନରେ ନୂତନ ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୪୧ଜଣ ବିନା ନିର୍ବାଚନରେ…
ହ୍ବିପ୍ ଜାରି କଲା ଭାଜପା: ଏନ୍ଡିଏକୁ ସମର୍ଥନ ଦେବେ ରାଜା ଭାୟା
ଲକ୍ଷ୍ନୌ,୨୭।୨: ୧୦ଟି ରାଜ୍ୟ ସଭା ଆସନ ପାଇଁ ମଙ୍ଗଳବାର ଭାଜପା ଏବଂ ଏସପିଙ୍କ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ହେବାକୁ ଯାଉଛି। ଭାଜପା ନିଜର ଅଷ୍ଟମ ପ୍ରାର୍ଥୀ ଏବଂ ଏସପି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏଥିରେ କୌଣସି…
ଚାଷୀଙ୍କ ପାଇଁ ଖୁସି ଖବର: ବୁଧବାର ଆସିବ ୧୬ ତମ କିସ୍ତି, ଆପଣଙ୍କୁ ମିଳିବ କି ନାହିଁ ଏପରି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ,୨୭।୨: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ ଧରି ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକମାନେ ଶୀଘ୍ର ସେମାନଙ୍କ ଆକାଉଣ୍ଟରେ…
ମହିଳାମାନେ ଯାହା ପିନ୍ଧିବାକୁ ଚାହୁଁଛନ୍ତି ସେମାନେ ତାହା ସ୍ଥିର କରନ୍ତୁ, ହିଜାବ ବିବାଦକୁ ନେଇ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୨୭।୨: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ଗସ୍ତ ସମୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଭେଟିଥିଲେ। ଏହି ସମୟରେ ରାହୁଲ ଛାତ୍ରୀମାନଙ୍କ…

