ବୁଲା କୁକୁରଙ୍କୁ ତୁରନ୍ତ ଧରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବାଧା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ
ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ବେଆଇନ କୁକୁରଙ୍କୁ ତୁରନ୍ତ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନାଗରିକ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କଠୋର ନିର୍ଦ୍ଦେଶରେ...
ପୁଣି ତ୍ରୁଟି! ଲ୍ୟାଣ୍ଡିଂ ପରେ ବି ଘଣ୍ଟାଏ ପର୍ଯ୍ୟନ୍ତ ଓହ୍ଲାଇ ପାରିଲେନି ଯାତ୍ରୀ
ନୂଆଦିଲ୍ଲୀ,୧୧।୮: ଏୟାର ଇଣ୍ଡିଆ ବିମାନରେ ସମସ୍ୟାର ଅଭିଯୋଗ କମିବା ନାଁ ଧରୁନାହିଁ। ଏବେ ଖବର ଆସିଛି ଯେ ଦିଲ୍ଲୀରୁ ରାୟପୁର ପହଞ୍ଚିଥିବା ଏୟାର ଇଣ୍ଡିଆ ବିମାନର ଦ୍ୱାର ଖୋଲିନଥିଲା, ଯାହା ଫଳରେ ଯାତ୍ରୀମାନେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବିମାନ ଭିତରେ...
ଅହମଦାବାଦ ବିମାନ ଦୁର୍ଘଟଣାର ୨ ମାସ ପରେ କାହିଁକି ଏମିତି କହିଲେ ପୀଡ଼ିତ? ଜାଣନ୍ତୁ କ’ଣ ତାଙ୍କର ଦୁଃଖ
ନୂଆଦିଲ୍ଲୀ,୧୧।୮: ଜୁନ ୨ ତାରିଖରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଦୁଇ ମାସ ବିତିଗଲାଣି, କିନ୍ତୁ ପୀଡିତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନାହାଁନ୍ତି। ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆମେରିକୀୟ ଓକିଲ ଆଣ୍ଡ୍ରୁଜ କହିଛନ୍ତି ଯେ ଯଦି ରତନ...
ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ଆଗତ: ସାଧାରଣ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ୨୦୨୫ ଆଗତ କରିଛନ୍ତି। ସୀତାରମଣ ସୋମବାର ଲୋକସଭାରେ ଇନ୍କମ୍ ଟ୍ୟାକ୍ସ ବିଲ୍ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି। ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ...
ବେହୋସ ହୋଇପଡ଼ିଲେ ମହିଳା ଏମ୍ପି: ସମ୍ଭାଳିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୧।୮: ଇଣ୍ଡିଆ ଆଲାଏନ୍ସ ନିର୍ବାଚନ କମିଶନଙ୍କ ଉପରେ ଭୋଟ ତାଲିକାରେ ହେରଫେର ଅଭିଯୋଗ କରୁଛି। ଏହି ସମୟରେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନ ଭବନ ପର୍ଯ୍ୟନ୍ତ ଇଣ୍ଡିଆ ବ୍ଲକ ପ୍ରତିବାଦରେ ନାଟକୀୟ ଦୃଶ୍ୟ ଦେଖାଦେଇଛି। ଏଥିରେ ସମାଜବାଦୀ ପାର୍ଟି...
ରାହୁଲ-ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୧।୮: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଆଜି ବିରୋଧୀ ଦଳର ଏମ୍ପିମାନେ ସଂସଦର...
ଏମିତି ଲୋକଙ୍କ ଉପରେ ଦୋଷ ଲଦିଲେ ରବର୍ଟ ଭଦ୍ରା ସମସ୍ତେ ଆଶ୍ଚର୍ଯ୍ୟ, ଇଡିକୁ ଦେଲେ ଏଡାଇଯିବା ଭଳି ଉତ୍ତର
ନୂଆଦିଲ୍ଲୀ,୧୧।୮: ୨୦୦୮ ମସିହାରେ ହରିୟାଣାର ଗୁରୁଗ୍ରାମର ଶିକୋହପୁର ଗ୍ରାମରେ ହୋଇଥିବା ‘ହେରଫେର’ ଜମି କାରବାର ମାମଲାରେ ପଚରାଉଚରା ସମୟରେ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ବ୍ୟବସାୟୀ ରବର୍ଟ ଭଦ୍ରା ‘ଏଡ଼ାଇବା ଭଳି’ ଉତ୍ତର ଦେଇଥିଲେ ଏବଂ ତାଙ୍କର...
୧୫ ମାସର ଝିଅକୁ ତଳେ ପକାଇ ପିଟିଲେ, କାମୁଡ଼ିଲେ: ପଦାରେ ପଡ଼ିଲା ଡେ କେୟାର ସେଣ୍ଟରର ବର୍ବରତା
ନୋଏଡା,୧୧।୮: ଉତ୍ତର ପ୍ରଦେଶର ନୋଏଡାରେ ଜଣେ ୧୫ ମାସର ଝିଅ ଉପରେ ଆକ୍ରମଣର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡେ କେୟାର ସେଣ୍ଟରରେ ମେଡ୍ ଝିଅଟିକୁ ଚାପୁଡ଼ା ମାରି ତଳେ ପକାଇ ଦେଇଥିଲେ। ଚାକରାଣୀଙ୍କ ଏହି କାର୍ଯ୍ୟ...
କୁଆଡ଼େ ଗଲେ ଜଗଦୀପ ଧନକର: ମିଳୁନି ଖୋଜଖବର, ହୋଇପାରୁନି ସମ୍ପର୍କ
ନୂଆଦିଲ୍ଲୀ,୧୧।୮: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ଏହି ଇସ୍ତଫା ପଛରେ ସ୍ବାସ୍ଥ୍ୟ କାରଣ ଦର୍ଶାଇଥିଲେ। ତଥାପି, ଇସ୍ତଫା ପରେ କେହି ତାଙ୍କୁ ଦେଖିନାହାଁନ୍ତି କିମ୍ବା ସେ କୌଣସି କାର୍ଯ୍ୟକ୍ରମରେ...
ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ
ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା...
ଅବତରଣ ପାଇଁ ବିମାନକୁ ମିଳିଲାନି ଅନୁମତି, ୨ ଘଣ୍ଟା ପବନରେ ଝୁଲି ରହିଲା, ଏଥିରେ ଥିଲେ ଏସବୁ ନେତା…
ହାଇଦ୍ରାବାଦ,୧୧ା୮: ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନ ପ୍ରାୟ ଦୁଇ ଘଣ୍ଟା ପବନରେ ଝୁଲି ରହିବା ପରେ ଜରୁରୀ ଅବତରଣ କରିଛି। ଥିରୁଭାନନ୍ତପୁରମ୍ରୁ ଦିଲ୍ଲୀ ଯାଉଥିବା ବିମାନଟି ଜରୁରୀ ଅବତରଣ କରିଛି। ତେବେ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁ...
ଜାଳେଣି କାଠ ପାଇଁ ଯାଇଥିଲେ ୮ ବର୍ଷୀୟା ନାବାଳିକା, ଏକୁଟିଆ ପାଇ ପ୍ରଥମେ ବଳାତ୍କାର କଲେ ଯୁବକ, ଆଉ ତା’ପରେ ଘଟିଗଲା…
ଦିବ୍ରୁଗଡ଼, ୧୧ା୮ (ପି.ଟି.):ଆସାମର ଦିବ୍ରୁଗଡ଼ ଜିଲାସ୍ଥିତ କଚାରିପଠାରଠାରେ ଥିବା ଏକ ଚା’ ବଗିଚାରେ ଜଣେ ୮ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ବାଳିକା ଜଣକ ଜାଳେଣି କାଠ ସଂଗ୍ରହ କରିବାକୁ ଉକ୍ତ ବଗିଚାକୁ ଯାଇଥିଲେ। ଅଭିଯୁକ୍ତ...
Archives


