ଜାତୀୟ

ବାଦଲଫଟା ବର୍ଷାରେ ୪୬ ମୃତ: ୧୬୭ ଉଦ୍ଧାର, ଅନେକ ନିଖୋଜ

ଜମ୍ମୁ,୧୫ା୮: ମଚାଇଲ ମାତା ମନ୍ଦିରକୁ ଯିବାକୁ ହେଲେ କିସ୍ତଓ୍ବାର ସହରରୁ ୯୦ କି.ମି. ଦୂର ଚଶୋତି ଗ୍ରାମ ପର୍ଯ୍ୟନ୍ତ ଗାଡ଼ିରେ ଯିବାକୁ ପଡ଼ିଥାଏ। ୯,୫୦୦ ଫୁଟ୍‌ ଉଚ୍ଚତାରେ ଥିବା ମଚାଇଲ ମାତା ପୀଠକୁ ୮.୫ କି.ମି. ବ୍ୟାପୀ ଟ୍ରେକିଂ ଏଇଠୁ...

Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍‌ ଯୁବକ…

ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା...

ଜୁଲାଇରେ ହ୍ରାସ ପାଇଲା ହୋଲସେଲ ମୂଲ୍ୟବୃଦ୍ଧି: ବିଯୁକ୍ତ ୦.୫୮%ରେ ପହଞ୍ଚିଲା ଦରଦାମ୍

ନୂଆଦିଲ୍ଲୀ,୧୪।୮: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୂଲ୍ୟବୃଦ୍ଧି ହାର ଜୁଲାଇ ୨୦୨୫ରେ ହ୍ରାସ ପାଇ ଦୁଇ ବର୍ଷର ନିମ୍ନତମ ସ୍ତର -୦.୫୮%ରେ ପହଞ୍ଚିଛି। ଜୁନ ମାସରେ ଏହା -୦.୧୩% ଥିଲା। ଖାଦ୍ୟ ପଦାର୍ଥ, ମିନେରାଲ ଅଏଲ, ଅଶୋଧିତ...

ଭାରତର କଡ଼ା ଚେତାବନୀ: ପାକିସ୍ତାନର ଯେକୌଣସି ଅଭିସନ୍ଧିରେ ହେବ ଗୁରୁତର ପରିଣାମ

ନୂଆଦିଲ୍ଲୀ,୧୪।୮: ଭାରତ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ଭାରତ ବିରୋଧୀ ବୟାନକୁ ତୀବ୍ର ନିନ୍ଦା କରିଛି। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ପାକିସ୍ତାନୀ ନେତୃତ୍ୱରୁ ଭାରତ ବିରୋଧୀ ବେପରୁଆ, ଯୁଦ୍ଧ ଉସକାଇବା ଓ...

ଜମ୍ମୁ ଓ କାଶ୍ମୀରରେ ବାଦଲଫଟା ବର୍ଷା: ୩୩ ମୃତ, ୨୨୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ,୧୪।୮: ଜମ୍ମୁ ଓ କାଶ୍ମୀରର କିଷ୍ଟୱାର ଜିଲାର ଚୋସିତି ଗାଁରେ ଗୁରୁବାର ଏକ ଭୟଙ୍କର ବାଦଲଫଟା ବର୍ଷା ହେତୁ ସୃଷ୍ଟ ଆକସ୍ମିକ ବନ୍ୟା ଓ ବିପର୍ଯ୍ୟୟରେ ଅତି କମରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨ ଜଣ ସିଆଇଏସଏଫ...

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ, ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ,୧୪ା୮: ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ...

ସ୍ୱାଧୀନତା ଦିବସରେ ୧୦୯୦ ପୋଲିସ କର୍ମଚାରୀଙ୍କୁ ସମ୍ମାନ, ଓଡ଼ିଶାରୁ ୩୧ ଜଣ

କଟକ,୧୪ା୮: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା...

ଆମେରିକାର ଭାରତକୁ ଚେତାବନୀ: ଟ୍ରମ୍ପ-ପୁଟିନ୍ ଆଲୋଚନା ବିଫଳ ହେଲେ ଲାଗିବ ଅଧିକ ଟାରିଫ୍

ନୂଆଦିଲ୍ଲୀ,୧୪ା୮: ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଂଟ୍ ଚେତାବନୀ ଦେଇଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ଫଳପ୍ରଦ ନହେଲେ ଭାରତ ଉପରେ ଅଧିକ ଦ୍ୱିତୀୟକ ଟାରିଫ୍...

ଶିକ୍ଷକଙ୍କ ସହ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ, ପୀଡ଼ିତା କହିଲେ ଚମକିପଡିବା ଭଳି କାହାଣୀ

ଜୟନଗର,୧୪।୮: ବିହାରର ମଧୁବନୀ ଜିଲାର ଜୟନଗରରେ ଏକ ଘରୋଇ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ମାମଲାରେ ପୋଲିସ କଠୋର ଥିବା ଦେଖାଯାଉଛି। ପୀଡିତାଙ୍କ ବୟାନ ଉପରେ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଡ଼ିଲା ମହଙ୍ଗା: ଦଳରୁ ବିଦା ହେଲେ ବିଧାୟିକା

ଲକ୍ଷ୍ନୌ,୧୪।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ବିଦ୍ରୋହୀ ବିଧାୟକ ପୂଜା ପାଲଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏହି ସୂଚନା ଏକ ଚିଠିରେ ଦିଆଯାଇଛି। କୌଶାମ୍ବିର ଚୈଲ ବିଧାୟକ ପୂଜା ପାଲଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ବହିଷ୍କୃତ...

ଫାଟିଲା ବାଦଲ: ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା

ଶ୍ରୀନଗର,୧୪।୮: ଜମ୍ମୁର କିସ୍ତୱାରର ଚାଶୋଟି ଅଞ୍ଚଳରେ ବାଦଲ ଫାଟିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରବଳ କ୍ଷତି ହେବାର ସମ୍ଭାବନା ରହିଛି। ଉଦ୍ଧାର ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଗଠନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri