ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କଲେ ମୋଦି
ନୂଆଦିଲ୍ଲୀ,୭।୬: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକରେ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏ ଦଳର ନେତା ଚୟନ କରାଯାଇଛି। ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ…
ମୋଦି ଧନ୍ୟବାଦ ଦେବାରୁ ଚାଇନାକୁ ଲାଗିଲା ଝଟ୍କା
ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସାରା ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଆସୁଛି। ଏହି ସମୟରେ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଯାହାକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି … ଏହି…
ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ!
ମୁମ଼୍ବାଇ, ୭ା୬: ଲୋକସଭା ନିର୍ବାଚନ ଫଳ ଆସିବା ପରେ ମହାରାଷ୍ଟ୍ରର ରାନଜନୈତିକ ସ୍ଥିତି ସରଗରମ ହୋଇଛି। ବର୍ତ୍ତମାନର ଶାସନରେ ଥିବା ଶିନ୍ଦେ ଦଳକୁ ହାର୍ର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ଶିନ୍ଦେ ଗୋଷ୍ଠୀ ଅଧୀନରେ ରହିଥିବା ଆସନ ମଧ୍ୟ ଚଳିତ ନିର୍ବାଚନରେ…
ଏନଇଇଟି(ୟୁଜି) ପରୀକ୍ଷା ଅନିୟମିତତା ଅଭିଯୋଗ ଉପରେ ଏନଟିଏର ପ୍ରତିକ୍ରିୟା ଲୋଡିଲେ କଲିକତା ହାଇକୋର୍ଟ
ନୂଆଦିଲ୍ଲୀ,୭।୬: ୨୦୨୪ NEET (UG) ପରୀକ୍ଷା ପରିଚାଳନା କରୁଥିବା ବେଳେ ଅନିୟମିତତା ହୋଇଥିବା ପ୍ରଶ୍ନ ଉପରେ କଲିକତା ହାଇକୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ରୁ ଜବାବ ମାଗିଛନ୍ତି। ଜଷ୍ଟିସ ଅପୂର୍ବ ସିହ୍ନା ରାୟ ଏବଂ କୌସିକ ଚନ୍ଦାଙ୍କ ଏକ ଡିଭିଜନ…
ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ
ନୂଆଦିଲ୍ଲୀ,୬।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଅନେକ ବରିଷ୍ଠ ନେତା ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ରାର୍ଥୀଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ନିର୍ବାଚନ ପୂର୍ବରୁ…
କଙ୍ଗନାଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମହିଳା କନଷ୍ଟେବଳ
ନୂଆଦିଲ୍ଲୀ, ୭ା୬: ନୂଆକରି ଏମ୍ପି ହୋଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ର କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ଼୍ବନ କରାଇଯାଇଥିଲା। କୃଷକ ମାନଙ୍କ ବିରୋଧରେ…
‘ଅଯୋଧ୍ୟାରେ ପରାଜୟ ଯନ୍ତ୍ରଣାଦାୟକ’
ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଭାଜପାକୁ ସବୁଠାରୁ ବଡ ଝଟକା ଦେଇଛି। ସବୁଠାରୁ ଅଧିକ ଧକ୍କ୍ା ସେତେବେଳେ ଲାଗିଛି ଯେତେବେଳେ ଦଳ ଅଯୋଧ୍ୟାରୁ ଶୋଚନୀୟ ଭାବେ ହାରିଛି। ରାମ ମନ୍ଦିର ଏପରି ଏକ ପ୍ରସଙ୍ଗ ଥିଲା, ଯେଉଁ କାରଣରୁ…
ମୋଦିଙ୍କ ପାଦ ଛୁଇଁଲେ ନୀତୀଶ
ନୂଆଦିଲ୍ଲୀ, ୭।୬: ଶୁକ୍ରବାର ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେଡିୟୁ ନେତା ନୀତୀଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏବଂ ଏମ୍ପି ଯୋଗ ଦେଇଥିଲେ।…
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ଲୋଡିଲେ ମୋଦି
ନୂଆଦିଲ୍ଲୀ,୭।୬: ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲେ।…
ମୋଦିଙ୍କ ୩.୦ ଶପଥ ଗ୍ରହଣ ଉତ୍ସବ ହେବ ଐତିହାସିକ!
ନୂଆଦିଲ୍ଲୀ,୭।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ଏବେ ସମସ୍ତେ ତୃତୀୟ ଥର ପାଇଁ ମୋଦି ସରକାରଙ୍କ ଗଠନକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହାର ସମୟ ମଧ୍ୟ ପାଖେଇ ଆସିଛି। ବିଶେଷ କଥା ହେଉଛି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…
ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ୩୦ ଲକ୍ଷ କୋଟି ସ଼୍ବାହା କରିଦେଲେ
ନୂଆଦିଲ୍ଲୀ, ୭ା୬: ସେୟାର ବଜାରରେ ଲୋକସଭା ନିର୍ବାଚନ ଭୋଟ ଗଣତି ଦିନ ଅର୍ଥାତ ଜୁନ୍ ୪ରେ ହୋଇଥିବା ବଡ଼ କ୍ରାସ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦିନ ଲୋକେ ୩୦…
ନୀତୀଶଙ୍କ କଥା ଶୁଣି ଭାବପ୍ରବଣ ହେଲେ ମୋଦି
ନୂଆଦିଲ୍ଲୀ, ୭।୬: ଶୁକ୍ରବାର ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର ସଂସଦୀୟ ଦଳ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଆପଣ ବହୁତ ସେବା କରିଛନ୍ତି, ଏହି ଲୋକମାନେ ତ ଅଳ୍ପ କାମ କରିଛନ୍ତି। ଏହି…
Archives


