ଜାତୀୟ

କୃଷକଙ୍କ ପାଇଁ ଖୁସିଖବର: ୬ ହଜାର ବଦଳରେ ଏବେ ମିଳିବ ୧୦ ହଜାର!

ନୂଆଦିଲ୍ଲୀ,୫।୭: କେନ୍ଦ୍ରରେ ନୂତନ ସରକାର ଗଠନ ପରେ ସମସ୍ତେ ଉତ୍ସାହର ସହିତ ବଜେଟକୁ ଅପେକ୍ଷା କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ’ଣ ଘୋଷଣା କରିବେ ତାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଅନ୍ୟ ସମସ୍ତଙ୍କ…

ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା

ନୂଆଦିଲ୍ଲୀ,୫।୭: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେବ ବୋଲି…

ଅଧା ରାତିରେ ଦଳ ବଦଳାଇଲେ ୬ ବିଧାୟକ, କଂଗ୍ରେସ କରୁଛି…

ହାଇଦ୍ରାବାଦ,୫।୭: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ ଦଳ ଛାଡି କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ତେଲଙ୍ଗାନାରେ ଶାସକ ଦଳରେ ବିଆରଏସର ୬ ଜଣ ଏମଏଲସି ଯୋଗ ଦେଇଥିଲେ। ଏହି ସମସ୍ତ ୬ ଏମଏଲସି…

ମୁଁ ଆତଙ୍କବାଦୀ ନୁହେଁ…ହାଇକୋର୍ଟରେ କାହିଁକି ଏମିତି କହିଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୫।୭: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଆବେଦନରେ କେଜ୍‌ରିୱାଲଙ୍କ ଗିରଫଦାରୀକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସିବିଆଇକୁ…

ଅମରନାଥ ଯାତ୍ରା ପରେ ଜମ୍ମୁ-କଶ୍ମିରରେ ହେବ ବିଧାନସଭା ନିର୍ବାଚନ: ରିପୋର୍ଟ

ନୂଆଦିଲ୍ଲୀ,୫।୭: ଅମରନାଥ ଯାତ୍ରା ପରେ ପରେ ଜମ୍ମୁ-କଶ୍ମିରରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଅଗଷ୍ଟ ୨୯ ତାରିଖରେ ଅମରନାଥ ଯାତ୍ରା ଶେଷ ହେଉଥିଲା ବେଳେ ଭାଜପା ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ବାଚନ ପାଇଁ…

ଅଗ୍ନିବୀରଙ୍କ ଆତ୍ମହତ୍ୟା

ଆଗ୍ରା,୫।୭: ଆଗ୍ରା ବାୟୁସେନା ଷ୍ଟେଶନ କମ୍ପ୍ଲେକ୍ସରେ ପୋଷ୍ଟ ହୋଇଥିବା ଅଗ୍ନିବୀର ଶ୍ରୀକାନ୍ତ ଚୌଧୁରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ସକାଳ ୭ଟାରେ ବାୟୁସେନା ଷ୍ଟେଶନରୁ…

ମଲ୍‌ରେ ଲାଗିଲା ନିଆଁ

ଲକ୍ଷ୍ନୌ,୫ା୭: ଶୁକ୍ରବାର ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗରର ସେକ୍ଟର ୩୪ରେ ଥିବା ଲଜିକ୍ସ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାନୁଯାୟୀ, ଏକ ପୋଷାକ ଶୋ’ ରୁମ୍‌ରେ ନିଆଁ ଲାଗିଯାଇଥିଲା। ମଲ୍‌କୁ…

କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା…

ନୂଆଦିଲ୍ଲୀ,୫।୭: ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ଶୁକ୍ରବାର ସୁପ୍ରିମକୋର୍ଟରେ ବିଚାରାଧୀନ ବିବାଦର ସମାଧାନ ପାଇଁ ନାଗରିକମାନଙ୍କୁ ସ୍ବତନ୍ତ୍ର ଲୋକ ଅଦାଲତରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ୨୯ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟରେ…

ବ୍ରିଟେନରେ ବଦଳିଲା ସରକାର; ଜାଣନ୍ତୁ ଭାରତ ସହିତ ସମ୍ପର୍କରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୫।୭: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଲେବର ପାର୍ଟି। ଦଳର ନେତା କିର୍ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପୂର୍ବ ସରକାରରେ ଦୁଇ ଦେଶ ତଥା ପ୍ରଧାନମନ୍ତ୍ରୀ ଋଷି ସୁନକ…

ହାଥରସ୍‌ ମାମଲା: ଯୋଗୀଙ୍କୁ ଏସ୍‌ଆଇଟି ରିପୋର୍ଟ, ଏଥିରେ ରହିଛି…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଦଳଚକଟା ମାମଲା ସମ୍ପର୍କରେ ଏସ୍‌ଆଇଟି ରିପୋର୍ଟ ପହଞ୍ଚିଛି। ୟୁପି ଡିଜି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ସଚିବ ମନୋଜ କୁମାର ସିଂ ଶୁକ୍ରବାର ୫- କାଳୀଦାସ ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ…

ମୋଦିଙ୍କୁ କଥା ଦେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଜୁଲାଇ ୨୬ରେ ପ୍ୟାରିସ ଅଲିମ୍ପିକରେ ମୁଁ ସ୍ବର୍ଣ୍ଣ ପଦକ ଜିତିବି।…

ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ

ଗୁହାହାଟି,୫।୭: ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ୨୯ଟି ଜିଲାର ୨୧.୧୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ପ୍ରମୁଖ ନଦୀରେ ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ରହିଛି। ସୋନିତପୁର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?