ଜାତୀୟ

ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦାନ କରିବାକୁ ଚାହୁଁଛନ୍ତି ଏହି ମୁସଲମାନ ବ୍ୟକ୍ତି: ବାବା ଦେଲେ ଏମିତି ପ୍ରତିକ୍ରିୟା

ଭୋପାଳ,୨୭/୮:ମଧ୍ୟ ପ୍ରଦେଶର ଇଟାରସୀରେ ରହୁଥିବା ଆରିଫ ବୃନ୍ଦାବନର ସନ୍ତ ପ୍ରେମାନନ୍ଦ ମହାରାଜଙ୍କୁ ନିଜ କିଡନୀ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ସେ ଜିଲା କଲେକ୍ଟରଙ୍କୁ ଚିଠି ଦେଇ ନିଜର ମନସ୍କାମନା ପ୍ରକାଶ କରିଛନ୍ତି। ଆରିଫ ଖାନ କହିଛନ୍ତି,ସେ ମହାରାଜଙ୍କର...

ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍‌ କଲେ ପୁଟିନ୍‌, ଭାରତକୁ ଜୋରଦାର ଝଟ୍‌କା

ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ କରିଥିଲେ ଏବଂ ଆମେରିକା ବଜାରକୁ ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ 50%...

ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି। ସେ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲି, ୫ ଘଣ୍ଟାରେ ଖେଳ ଶେଷ: ଏମିତି କାହିିଁକି କହିଲେ ଟ୍ରମ୍ପ, ପଛରେ ରହିଛି…

ୱାଶିଂଟନ/ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଏପରି ବୟାନ ଦେଇଛନ୍ତି ଯାହା ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ...

ମଝି ରାସ୍ତାରେ ସ୍ବାମୀଙ୍କ ଶର୍ଟ ଚିରି ପିଟିଲେ ସ୍ତ୍ରୀ: କାରଣ ଜାଣିଲେ…

ମୁରାଦାବାଦ,୨୭।୮: ଉତ୍ତର ପ୍ରଦେଶର ମୁରାଦାବାଦ ଜିଲାର ପକବାରା ଥାନା ଅଞ୍ଚଳର ଡିଙ୍ଗାରପୁର ରାସ୍ତାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସର୍ବସମ୍ମୁଖରେ ପିଟିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ମହିଳା ଜଣକ କହିଛନ୍ତି, ତାଙ୍କ ସ୍ବାମୀ...

ବଡ଼ ଅପଡେଟ୍‌: ପାଖରେ ଆୟୁଷ୍ମାନ କାର୍ଡ ଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍‌…

ନୂଆଦିଲ୍ଲୀ,୨୭।୮: ସାଧାରଣତଃ ଲୋକମାନେ ଅବାଞ୍ଛିତ ରୋଗରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବୀମା ନିଅନ୍ତି। କିନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା ନେବାକୁ ଯଥେଷ୍ଟ ସକ୍ଷମ ନୁହଁନ୍ତି। ସେଥିପାଇଁ ଭାରତ ସରକାର ଆୟୁଷ୍ମାନ ଭାରତ ଯୋଜନା ଚଳାଇଛନ୍ତି। ଏହା...

ସେପ୍ଟେମ୍ବର ୧ରୁ ବଦଳିବ ଏହି ୫ ବଡ଼ ନିୟମ, ମଧ୍ୟବିତ୍ତଙ୍କ ଉପରେ ପକାଇବ ସିଧାସଳଖ ପ୍ରଭାବ, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧ରୁ ଆପଣଙ୍କ ଟଙ୍କା ଏବଂ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ, ଆପଣ ରୂପା କିଣିବେ କି SBI କାର୍ଡ...

ମୋଦିଙ୍କୁ ନେଇ ବଡ଼ କଥା କହିଦେଲେ ଟ୍ରମ୍ପ, ପିଏମଙ୍କ ଚାଇନା ଗସ୍ତ ପୂର୍ବରୁ…

ଓ୍‌ବାଶିଂଟନ୍‌,୨୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ମୁକାବିଲା ସମୟରେ ସେ ଶାନ୍ତି ପ୍ରତିଷ୍ଠାରେ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ହସ୍ତକ୍ଷେପ...

ଗଣେଶ ମନ୍ଦିର ପାଖରେ ଭୁଶୁଡ଼ିଲା ୪ ମହଲା କୋଠା: ୨୦ ଜଣ ଫସି ରହିଥିବା ଆଶଙ୍କା

ପୁଣେ,୨୭।୮: ମହାରାଷ୍ଟ୍ରର ଭାସାଇ-ଭିରାରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ବିଳମ୍ବିତ ରାତି ପ୍ରାୟ ୧.୦୦ ଟା ସମୟରେ ଭୁଶୁଡ଼ି ପଡ଼ିଥିବା ଏହି...

ଟାରିଫ୍‌ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍‌ ଡଲାରର ଡିଲ୍‌ ସାଇନ୍‌ କରିବ ଭାରତ

ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍‌ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍‌ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍‌ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍‌ ସାଇନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା...

ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍‌ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍‌ ମାଧ୍ୟମରେ...

RSS ସଂଘ ମୁଖ୍ୟ ମୋହନ ଭାଗବତ ଦେଲେ ବଡ଼ ବୟାନ, କହିଲେ ସରକାର ଦାୟୀ…

ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ଆୟୋଜିତ ‘ସଂଘ ଯାତ୍ରାର ୧୦୦ ବର୍ଷ: ନୟେ କ୍ଷିତିଜ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ହିନ୍ଦୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri