ଜାତୀୟ

ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!

ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି। ଖୁବ ଶୀଘ୍ର ଏନେଇ ଘୋଷଣା…

ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ହୋସୁର,୨୮ା୯: ତାମିଲନାଡୁର କ୍ରିଷ୍ଣାଗିରି ଜିଲାରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃର ଇଲେକ୍ଟ୍ରୋନିକ ଉପକରଣ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। କାରଖାନା ପରିସରରେ ଥିବା ରାସାୟନିକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ…

କୋଲକାତାରେ ପୁଣି ଲଜ୍ଜ୍ୟା: ବନ୍ଧୁକ ମୁନରେ ଆଇଏଏସଙ୍କ ସ୍ତ୍ରୀଙ୍କୁ ବଳାତ୍କାର, ପୋଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କୋଲକାତା,୨୮।୯: ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠି ସାରିଛି। ତେବେ ଏହି ଘଟଣା ପରେ ପୁଣି ଏପରି ଛାତିଥରା ଘଟଣା କୋଲକାତାରେ ଦେଖିବାକୁ ମିଳିଛି। ବର୍ତ୍ତମାନ…

୫ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କଲେ ପଞ୍ଜାବ ସରକାର, ଘର ଖାଲି କରିବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୮।୯: ପଞ୍ଜାବ ସରକାର ୫ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ ଜାରି କରିଛନ୍ତି। ଏଥିରେ ସେହି ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ନିକଟରେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ମନ୍ତ୍ରୀମାନଙ୍କୁ ୧୫ ଦିନ ମଧ୍ୟରେ…

କୋଲକାତା ବଳାତ୍କାର ହତ୍ୟା ମାମଲା: ଭୁଲ ଥିଲା ମହିଳା ଡାକ୍ତରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ? ସନ୍ଦୀପ ଘୋଷ କରିଥିଲେ…

କୋଲକାତା,୨୮।୯: ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜୁନିଅର ମହିଳା ଡାକ୍ତରଙ୍କ ଶରୀରର ପୋଷ୍ଟମର୍ଟମ ପ୍ରକ୍ରିୟା ତାଙ୍କ ବିଶ୍ୱସ୍ତ ଡାକ୍ତରଙ୍କ ଜରିଆରେ ହସ୍ପିଟାଲର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଦ୍ୱାରା ସଂପୂର୍ଣ୍ଣ ଭାବେ…

ଏ ହେଉଛି ନୂଆ ଭାରତ, ଘରେ ପଶି ମାରେ:ପାକିସ୍ତାନକୁ ମୋଦିଙ୍କ ଚେତାବନୀ

ଶ୍ରୀନଗର,୨୮।୯: ଜମ୍ମୁ କଶ୍ମୀରର ଏମ ଷ୍ଟାଡିୟମରେ ବିଜୟ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,ଏହି ନିର୍ବାଚନ ଜମ୍ମୁ କଶ୍ମୀରର ଭବିଷ୍ୟତ ବାଛିବା। ଆଜି ମଧ୍ୟ ଶହୀଦ ବୀର ସର୍ଦ୍ଦାର ଭଗତ ସିଂଙ୍କ ଜନ୍ମ ବାର୍ଷିକୀ।…

ତିରୁପତି ଲଡୁ ବିବାଦ ପଛରେ ରହିଛି ପାକିସ୍ତାନର ହାତ? ଏହି ମାମଲାକୁ ନେଇ ବଡ କଥା କହିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ନୂଆଦିଲ୍ଲୀ,୨୮।୯: ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶୁକ୍ରବାର ଦେଶରେ ବିକ୍ରି ହେଉଥିବା ତେଲ ଏବଂ ଘିଅର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇ ତଦନ୍ତ ଦାବି କରିଛନ୍ତି। ତିରୁପତି ପ୍ରସାଦରେ ଅପମିଶ୍ରଣ ସମେତ ଅନେକ ପ୍ରସଙ୍ଗରେ…

ମୁଖ୍ୟମନ୍ତ୍ରୀ ଆବାସ ଖୁବଶୀଘ୍ର ଛାଡିବେ କେଜ୍‌ରିଓ୍ବାଲ, ଏବେ ନୂଆ ଘର ସନ୍ଧାନରେ, ଜାଣନ୍ତୁ କେଉଁଠି ରହିବେ ପୂର୍ବତନ ସିଏମ

ନୂଆଦିଲ୍ଲୀ,୨୮।୯: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ସିଏମ ପଦରୁ ଇସ୍ତଫା ଦେବା ପରେ ଆତିଶୀ ବର୍ତ୍ତମାନ ଜାତୀୟ ରାଜଧାନୀର ନୂତନ ସିଏମ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ସିଏମ ପାଇଁ ଦିଲ୍ଲୀରେ ବାସଭବନ…

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ ବିନା କିଛି କାର୍ଯ୍ୟ କରିପାରିବ ନାହିଁ। ଏହି କାରଣରୁ ସେ ଖୁବ ଶୀଘ୍ର ଦିଲ୍ଲୀ…

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏଠାରେ ପହଞ୍ଚି ଜୋରଦାର ପ୍ରଚାର କରୁଛନ୍ତି।…

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ କରିମ ଏଏ ଖାନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ…

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ ରିପ୍ଲାଏ ସମୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଭାରତୀୟ କୂଟନୀତିଜ୍ଞ ଭାବିକା ମଙ୍ଗଲାନନ୍ଦ ଭର୍ସନା କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?