ସରକାରଙ୍କ ନୂଆ ଯୋଜନା: ମହିଳାଙ୍କୁ ମିଳିବ ୧୦୦୦୦ ଲେଖାଏ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ଦିଶପୁର,୮ା୧: ଦେଶରେ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିରନ୍ତର ନୂତନ ଯୋଜନା ପ୍ରଣୟନ କରୁଛନ୍ତି। ବିହାର ବିଧାନସଭା ନିର୍ବାନ ପୂର୍ବରୁ ନୀତିଶ କୁମାର ସରକାର ମହିଳାମାନଙ୍କ ପାଇଁ ୧୦୦୦୦ ଟଙ୍କିଆ ଯୋଜନା ଆରମ୍ଭ କରିଥିଲେ,…
‘ହୋଟେଲ ରୁମକୁ ଜବରଦସ୍ତି ନେଇଗଲେ…’ ଟିମ୍ କୋଚଙ୍କ ନାମରେ ବଳାତ୍କାର ଅଭିଯୋଗ
ନୂଆଦିଲ୍ଲୀ,୮।୧: ହରିୟାଣା ପୋଲିସ ଜଣେ ସୁଟିଂ ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି । ବଳାତ୍କାର ପୀଡିତା ଜଣେ ନାବାଳିକା ହୋଇଥିବା ବେଳେ ସେ ଜଣେ ଜାତୀୟ ସ୍ତରର ସୁଟର । ବର୍ତ୍ତମାନ…
ସବୁ ସୀମା ପାର୍ କଲେ ଟ୍ରମ୍ପ: ଭାରତ ଉପରେ ୫୦୦% ଟାରିଫ୍ ଲାଗୁ କରିବାକୁ…
ଓ୍ବାଶିଂଟନ୍,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍ରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ…
ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…
ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା ସେବା ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିଜା ସେବା ଜାରି ରହିବ।…
GDPକୁ ବିଦା କରି NDP ଆଣିବେ ମୋଦି ସରକାର, କିନ୍ତୁ ଏହା କ’ଣ?
ନୂଆଦିଲ୍ଲୀ,୭।୧: ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ କରିବାର ମୂଳ ମାପକରେ ପରିବର୍ତ୍ତନ ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ବିଚାର କରୁଥିବା ଜଣାପଡ଼ିଛି।…
ପ୍ରଥମେ CBI, ପରେ ହାଇକୋର୍ଟ ଝଟକା; ଘୁଞ୍ଚିଲା ବିଜୟଙ୍କ ଶେଷ ଫିଲ୍ମ ରିଲିଜ୍
ଚେନ୍ନାଇ,୭।୧: ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜାନା ନାୟଗାନ୍’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁଁ ଏବଂ ମାଡ୍ରାସ ହାଇକୋର୍ଟରେ ଏହାର ରାୟ ସଂରକ୍ଷିତ ଥିବା ସମୟରେ…
kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…
ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ ନାଲା ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଥିବା ଜଣାପଡ଼ିଛି । ପୋଲିସକୁ ଏହି ଅଞ୍ଚଳରେ ଆତଙ୍କବାଦୀ…
ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…
ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ବିଶେଷ କରି…
ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ, ଉପହାସ କଲେ ପ୍ରଶଂସକ
ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବିୟ। ଏକ ପ୍ରେସ୍ କନଫରେନ୍ସରେ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍ର ନାମ ଭୁଲ୍ ଉଚ୍ଚାରଣ କରିବା ପରେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଦେଖିବାକୁ ମିଳିଛି।…
“କୁକୁଡ଼ା, ଛେଳିଙ୍କର କ’ଣ ଜୀବନ ନାହିଁ?” ବୁଲା କୁକୁର ପ୍ରେମୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୭ା୧: ବୁଲା କୁକୁର ସମସ୍ୟା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। କେବଳ କୁକୁରମାନଙ୍କ ଉପରେ କାହିଁକି ତର୍କ କରାଯାଉଛି ବୋଲି ପ୍ରଶ୍ନ କରି କୋର୍ଟ କହିଛନ୍ତି, “ଅନ୍ୟ ପଶୁମାନଙ୍କ ଜୀବନର କ’ଣ ହେବ? କୁକୁଡ଼ା…
ପ୍ରଭାବହୀନ ଟ୍ରମ୍ପ୍ଙ୍କ ‘ଟାରିଫ୍’, ଦୁଇବର୍ଷରେ ସର୍ବାଧିକ ରହିବ ଭାରତର ଜିଡିପି ଅଭିବୃଦ୍ଧି
ନୂଆଦିଲ୍ଲୀ,୭।୧: ବିଶ୍ୱର ସମସ୍ତ ଦେଶ ଉପରେ ଆମେରିକାର ଟାରିଫ୍ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଟାରିଫ୍ ଚାପ ସତ୍ତ୍ୱେ, ୨୦୨୫-୨୬ ପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ…
ମହାରାଷ୍ଟ୍ରର ଏହି ଆସନରେ ଐତିହାସିକ ଖେଳ, ବିଜେପି-କଂଗ୍ରେସ କୋଳାକୋଳି
ମୁମ୍ବାଇ,୭ା୧:ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟରେ ଏପରି ଏକ ରାଜନୈତିକ ମୋଡ଼ ଦେଖାଗଲା ଯାହା ସମସ୍ତ ଦଳ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଥାନେର ଅମ୍ବରନାଥ ପୌର ପରିଷଦରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ୨୭ଟି ଆସନ ଜିତି ଏକକ ବୃହତ ଦଳ…
Archives


