ଜାତୀୟ

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ ଆସିଥିବା ସଂଖ୍ୟା ସହ ସମାନ ହୋଇଯିବ ତେବେ ଜମ୍ମୁ-କଶ୍ମୀରରେ ବଡ଼ ରାଜନୈତିକ ସମୀକରଣ ଦେଖାଯିବ।…

କିମ୍‌ ଜୋଙ୍ଗ୍‌ ଉନ୍‌ ନା ଜର୍ଜ ସୋରୋସ୍‌ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…

ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି। ଜୟଶଙ୍କରଙ୍କୁ ପଚରାଯାଇଥିଲା ସେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌…

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍‌ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ…

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଇଣ୍ଟର୍ନ, ହାଉସ ଷ୍ଟାଫ ଏବଂ ବରିଷ୍ଠ ରେଜିଡେଣ୍ଟ ଅନ୍ତର୍ଭୁକ୍ତ। ସୂତ୍ରରୁ…

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ପ୍ରକୃତ ଫଳାଫଳ ପାଇଁ ସମସ୍ତଙ୍କୁ ଅକ୍ଟୋବର ୮କୁ ଅପେକ୍ଷା କରିବା…

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି ଯାଇଥିଲା। ଅଧିକାରୀମାନେ ଏହି ଘଟଣା ନେଇ ସୂଚନା ଦେଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ…

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ ଭାଜପାକୁ ପୋଛି ଦିଆଯାଇଥିଲା। ଏଭଳି ସ୍ଥିତିରେ, ଯଦି ଆମେ ଏକଜିଟ ପୋଲ୍‌ର ଫଳାଫଳକୁ ବିଶ୍ୱାସ…

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ ହରିୟାଣାରେ କଂଗ୍ରେସ ସରକାର ଗଠନ କରିପାରେ। ଯେତେବେଳେ କି ଜମ୍ମୁ କଶ୍ମୀରରେ ଝୁଲା ବିଧାନସଭାର…

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର ସାରେ ପୁଣିଥରେ ଆମରଣ ଅନଶନରେ ବସିଛନ୍ତି। ପଶ୍ଚିମବଙ୍ଗ ସରକାର ସେମାନଙ୍କ ଦାବି ପୂରଣ କରିନାହାଁନ୍ତି…

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ ଜଣେ ଭକ୍ତ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଜଣେ ଭକ୍ତ ଏବେ ଦାବି କରିଛନ୍ତି…

ମଣିଷଖିଆ ଗଧିଆକୁ ମାରିଦେଲେ…..

ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ ଉତ୍ତରପ୍ରଦେଶର ବାହରିଚ୍‌ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ ପିଟିପିଟି ମାରିଥିବା ବେଳେ ବନ ବିଭାଗ ମୃତଦେହ ଜବତ କରିଛି। ୬ଷ୍ଠ ତଥା ଶେଷ…

ହରିୟାଣାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ରେସ୍‌ରେ ରହିଛି ଏହିମାନଙ୍କ ନାମ…

ଚଣ୍ଡିଗଡ଼,୬ା୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ରାଜ୍ୟରେ କିଏ ସରକାର ଗଠନ କରିବ ସେନେଇ ଏକଜିଟ୍‌ ପୋଲ୍‌ ମଧ୍ୟ ଆସିଛି। ପ୍ରାୟ ସମସ୍ତ ଏକଜିଟ୍‌ ପୋଲ୍‌ରେ କଂଗ୍ରେସ ଆଗରେ ରହିଛି। ଇଣ୍ଡିଆ ଟୁଡେ ଆକ୍ସି ମାଇ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?