ଜାତୀୟ

ବିଧାନସଭାରେ ଠେଲାପେଲା: ବିଧାୟକଙ୍କୁ ଘୋଷାଡି ନେଲେ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଫେରାଇ ଆଣିବା ପାଇଁ କେନ୍ଦ୍ରଶାଶସିତ ଅଞ୍ଚଳର ବିଧାନସଭାରେ ସଂକଳ୍ପନାମା ପାରିତ ହେବାର ଦିନକ ପରେ ଗୃହରେ ହାଇଡ୍ରାମା ଦେଖିବାକୁ ମିଳିଛି। ଆଜି ଗୃହରେ ପୁଣି ଥରେ ଏକ ବଡ଼…

ସଲମାନଙ୍କୁ ପୁଣି ହତ୍ୟା ଧମକ, ସାହସ ଅଛି ତ ବଞ୍ଚାଅ

ମୁମ୍ବାଇ,୮ା୧୧: ବଲିଉଡ୍‌ ଅଭିନେତା ତଥା ମୋଷ୍ଟ ବ୍ୟାଚଲର ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପୁଣି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ମୁମ୍ବାଇ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏନେଇ ଓ୍ବାର୍ଲି…

ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା

ନୂଆଦିଲ୍ଲୀ,୮ା୧୧: ପୀଡ଼ିତା ଓ ଅଭିଯୁକ୍ତ ଆପୋଶ ବୁଝାମଣା ଜରିଆରେ ଏକ ଯୌନ ଉତ୍ପୀଡ଼ନ ମାମଲାକୁ ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜସ୍ଥାନର ଜଣେ ଶିକ୍ଷକଙ୍କ ବିରୋଧରେ ନିଜ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ…

ଟି-ଶାର୍ଟରେ ଲରେନ୍ସଙ୍କ ଫଟୋ: ଫ୍ଲିପ୍‌କାର୍ଟ ବିରୋଧରେ ମାମଲା

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରର ସାଇବର ବିଭାଗ ଗୁରୁବାର ଫ୍ଲିପ୍‌କାର୍ଟ, ଅଲି ଏକ୍ସପ୍ରେସ, ଟିଶ୍‌ପର, ଏଟସି ଇଣ୍ଡିଆ ଆଦି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଦାଉଦ ଇବ୍ରାହିମର ଫଟୋ ଥିବା ଟି-ଶାର୍ଟ…

ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି

ମୁମ୍ବାଇ, ୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶିବସେନା(ୟୁବିଟି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ବାସଭବନ ମତୋଶ୍ରୀରେ ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି। ତାଙ୍କ ଦଳ ସରକାରକୁ ଆସିଲେ ଧାରାବି ପ୍ରକଳ୍ପକୁ…

ବିକ୍ରି ହେବ ଜେଟ୍‌ ଏୟାରଓ୍ବେଜ୍‌ର ସମ୍ପତ୍ତି

ନୂଆଦିଲ୍ଲୀ, ୭।୧୧:ଏୟାର ଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିଛି। ବନ୍ଦ ପଡ଼ି ରହିଥିବା ଏହି ଏୟାରଲାଇନ୍‌ର ସମ୍ପତିକୁ ବିକ୍ରି କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଜେଟ୍‌ ଏୟାରଓ୍ବେଜ୍‌ ଏୟାରଲାଇନ୍‌ ଆଉ କେବେ ମଧ୍ୟ ଉଡ଼ାଣ…

ଦେବେନ୍ଦ୍ର ଫଡ଼ନଭିସ ଦେଖାଇଲେ ଏମିତି ଫାଇଲ ଡରିଗଲେ ଅଜିତ ପାଓ୍ବାର

ମୁମ୍ବାଇ,୭।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ଅଛି ବେଶ୍‌ ସରଗରମ। ଏବେ ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କ ଉପରେ ଅଭିଯୋଗ କରୁଛନ୍ତି। ଏହି ସମୟରେ ଏନସିପି (ଶରଦ ପାୱାର) ନେତା ସୁପ୍ରିୟା ସୁଲେ ତାଙ୍କ…

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି । ବର୍ତ୍ତମାନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜେ ଏହାର ଉତ୍ତର…

ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓକିଲଙ୍କ ଉତ୍ତରରେ ସେ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏହି କଥାବାର୍ତ୍ତା ଜାତୀୟ ନ୍ୟାୟିକ…

୧୫ ମିନିଟ Vs ୧୫ ସେକେଣ୍ଡ, ମହାରାଷ୍ଟ୍ର ରାଜନୀତିରେ ଟାଇମିଂର ଏଣ୍ଟ୍ରି

ମୁମ୍ବାଇ,୭।୧୧: ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ଟାଇମିଂର ଏଣ୍ଟ୍ରି ହୋଇଛି। ଏଆଇଏମଆଇଏମ ନେତା ତଥା ତେଲଙ୍ଗାନା ବିଧାୟକ ଆକବରଉଦ୍ଦିନ ଓୱାଇସି ତାଙ୍କ ବିବୃତ୍ତିରେ ପୁଣି ବିବାଦ ସୃଷ୍ଟି କରିଛନ୍ତି। ମଙ୍ଗଳବାର…

ଚାହୁଁ ଚାହୁଁ ମରିଗଲେ ୭୦୦ ପକ୍ଷୀ!

ଜୟପୁର,୭।୧୧: ରାଜସ୍ଥାନରେ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି କରିଥିବା ମହାମାରୀ ପୁଣି ଥରେ ଫେରି ଆସିଛି। ପ୍ରାୟ ୪ ବର୍ଷ ପରେ ପୁଣି ଥରେ ସାମ୍ଭର ହ୍ରଦରେ ପକ୍ଷୀମାନଙ୍କର ମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦିନ ମଧ୍ୟରେ ୭ଶହରୁ ଅଧିକ…

ମୁଥ ମରାମରି ହେଲେ ସାଧୁସନ୍ଥ: ପରସ୍ପର ଉପରେ ଚାପୁଡ଼ା ବର୍ଷା

ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍‌ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା ସହିତ ଜଡିତ ସାଧୁମାନେ ପରସ୍ପରକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ, ସେମାନେ ପରସ୍ପରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?