ଜାତୀୟ

 ଏନଟିଆର୍‌ ଥିଲେ ବାହୁବଳୀ; ମାତ୍ର ଚନ୍ଦ୍ରାବାବୁ କଟପ୍ପା: ସୁନୀଲ୍‌ ଦେଓଘର

ହାଇଦ୍ରାବାଦ୍‌,୩୧।୭: ତେଲୁଗୁ ଦେଶମ୍‌ ପାର୍ଟିର ସଂସ୍ଥାପକ ଏନ୍‌ଟିଆର୍‌ ବାହୁବଳୀ ଥିଲେ। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ହେଉଛନ୍ତି କଟପ୍ପା। ପ୍ରକୃତ ପକ୍ଷେ ଚନ୍ଦ୍ରାବାବୁ ହେଉଛନ୍ତି ଚନ୍ଦାବାବୁ।…

7 years ago

କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ବିଶେଶ୍ୱର ହେଗଡେ

ବେଙ୍ଗାଲୁର,୩୧।୭: କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ଭାଜପା ବିଧାୟକ ବିଶେଶ୍ୱର ହେଗଡେ କାଗେରୀ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବାଚସ୍ପତି ପାଇଁ ନାମାଙ୍କନ…

7 years ago

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା ଦିବସ…

7 years ago

ଭାରତର ପାକିସ୍ତାନ ଓ୍ବାଲି ଗଳିର ନାମ ପରିବର୍ତ୍ତନ ପାଇଁ ମୋଦିଙ୍କୁ ଚିଠି

ନୂଆଦିଲ୍ଲୀ,୩୧।୭: ଭାରତରେ ରହିଛି ପାକିସ୍ତାନ ଓ୍ବାଲି ଗଳି ନାମରେ ଏକ କଲୋନୀ। ଏହି କଲୋନୀ ଗ୍ରେଟର ନୋଏଡ଼ାଠାରେ ରହିଛି। ଏହାର ନାମ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନ…

7 years ago

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି।…

7 years ago

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି ସମାଜବାଦୀ…

7 years ago

ଭାଜପାରେ ଯୋଗଦେଲେ କଂଗ୍ରେସ-ଏନସିପି ବିଧାୟକ ଓ ବହୁ ସମର୍ଥକ

ମୁମ୍ବାଇ,୩୧।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ବୁଧବାର ସେମାନଙ୍କ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌, ଭାଜପା…

7 years ago

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ ଟିକ୍‌ଟକ୍‌…

7 years ago

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର ଦୁଇ…

7 years ago

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ ଅମିତ୍‌…

7 years ago