ଜାତୀୟ

ଲଭଲିନାଙ୍କୁ ରୌପ୍ୟ ପଦକ

ହାଙ୍ଗଝୋ,୪।୧୦: ୨୦୨୩ ଏସିଆନ୍‌ ଗେମ୍ସରେ ଆଜି ଭାରତ ୫ଟି ପଦକ ପାଇଛି। ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଥିଲେ। ଲଭଲିନା…

3 years ago

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…

ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ…

3 years ago

କେଜ୍‌ରିଓ୍ବାଲ୍‌ଙ୍କ ତତ୍ତ୍ୱାବଧାନରେ ମଦ ଦୁର୍ନୀତି ହୋଇଛି: ଗୌରବ ଭାଟ୍ଟିଆ

ନୂଆଦିଲ୍ଲୀ,୪।୧୦: ଆମ ଆଦ୍‌ମୀ ପାର୍ଟୀ(ଏଏପି) ନେତା ସଞ୍ଜୟ ସିଂ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। ଏହି ଚଢାଉ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ରହିଛି।…

3 years ago

ବିହାରରେ ନ୍ୟାୟିକ ବ୍ୟବସ୍ଥାରେ ମିଳିବ ୧୦ପ୍ରତିଶତ ସଂରକ୍ଷଣ: ନୀତୀଶ

ପାଟନା,୪।୧୦: ବିହାରରେ ନୀତୀଶଙ୍କ ସରକାର ସଂରକ୍ଷଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ନ୍ୟାୟିକ ସେବା ଏବଂ ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିବା ଅର୍ଥନୈତିକ ଦୁର୍ବଳ ବିଭାଗ(ଇଡବ୍ଲୁଏସ)ର ଲୋକମାନେ…

3 years ago

କଂଗ୍ରେସକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା: କୈଳାଶ ବିଜୟବର୍ଗୀୟ

ଭୋପାଳ,୪।୧୦: ମଧ୍ୟପ୍ରଦେଶର ଇନ୍ଦୋର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଭାଜପା ପ୍ରାର୍ଥୀ କୈଳାଶ ବିଜୟବର୍ଗୀୟ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି।…

3 years ago

ଅଭିଷେକ ବାନାର୍ଜୀଙ୍କୁ ଇଡିର ନୂଆ ସମନ

କୋଲକାତା,୪।୧୦: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଅକ୍ଟୋବର ୯ରେ ଯାଞ୍ଚ୍‌ରେ ସାମିଲ ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ନୂଆ ସମନ ଜାରି କରିଛି। ଶିକ୍ଷକ ନିଯୁକ୍ତି ମାମଲାରେ…

3 years ago

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିଡ଼ମ୍ବନା, ମଞ୍ଚରେ ଦେଉଛନ୍ତି ବିଦାୟ ଭାଷଣ: କମଳନାଥ

ଭୋପାଳ,୪।୧୦: ନିର୍ବାଚନ ସମୟରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। ଉଭୟ ପ୍ରମୁଖ ଦଳ ଭାଜପା ଏବଂ କଂଗ୍ରେସ କ୍ରମାଗତ ଭାବେ ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। ସେପଟେ ରାଜ୍ୟର…

3 years ago

ଇଡି, ସିବିଆଇ ମାଧ୍ୟମରେ ନିର୍ବାଚନ ଜିତିବାକୁ ଚାହୁଁଛି ଭାଜପା: ସଞ୍ଜୟ

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଭାଜପା ୨୦୨୪…

3 years ago

ବିଳାସପୂର୍ଣ୍ଣ ହେବ ଟ୍ରେନ ଯାତ୍ରା; ଆସୁଛି ବନ୍ଦେ ଭାରତ ସ୍ଲିପର କୋଚ୍‌

ନୂଆଦିଲ୍ଲୀ,୪।୧୦: ଦେଶର ବିଳାସପୂର୍ଣ୍ଣ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବର୍ତ୍ତମାନ ଅଧିକ ଆରାମଦାୟକ ହେବାକୁ ଯାଉଛି। ଯାତ୍ରୀମାନେ ଖୁବ ଶୀଘ୍ର ଏହି ଟ୍ରେନରେ ସ୍ଲିପର ଯାତ୍ରାକୁ…

3 years ago

ସଞ୍ଜୟ ସିଂଙ୍କ ଘରୁ ଟଙ୍କାଟିଏ ମିଳିଲା ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ବାସଭବନରେ ହୋଇଥିବା ଚଢାଉରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି…

3 years ago