ପୌର ନିର୍ବାଚନ

ଜୋର୍‌ଦାର ହେବ ଲଢ଼େଇ: ୨୯ ବର୍ଷ ପରେ ମହିଳାଙ୍କ ହାତକୁ ଯିବ ପଦବୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ସହର ରାଜନୀତି ସରଗରମ ହେଲାଣି। ପ୍ରାର୍ଥତ୍ପତ୍ର ଦାଖଲ ପ୍ରକି୍ରିୟା ଆରମ୍ଭ ହୋଇଥିବାରୁ ଭୁବନେଶ୍ୱର ୩ ବିଧାୟକଙ୍କ ବାସଭବନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅନେକ ଆଶାୟୀ…

ଆଜି ବି ୨ୟ ଦିନରେ ଜଣେ ହେଲେ ଦାଖଲ କଲେନାହିଁ ନାମାଙ୍କନପତ୍ର

ଗଞ୍ଜାମ,୩ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗରେ ସେତିକି ଉଷ୍ଣତା ବଢୁଛି। ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀ ଚୟନ ଚାଲିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି l ବିଜେଡିର ୧୨ ଟି ଓ୍ବାର୍ଡ ପାଇଁ…

ଆଶାୟୀଙ୍କ ଛାତି ଧଡ଼ଧଡ଼

ଢେଙ୍କାନାଳ ଅଫିସ୍‌, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢ଼ିଲେ ତାହାକୁ କିପରି ପ୍ରଶମିତ କରାଯିବ ଏଭଳି ଏକାଧିକ ପ୍ରଶ୍ନର…

ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା

ବାରିପଦା ଅଫିସ,୩ା୩: ମୟୂରଭଞ୍ଜ ଜିଲାରେ ପୌର ନିର୍ବାଚନ ଲାଗି ଉଷ୍ମତା ବଢ଼ି ଚାଲିଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଚୟନ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବାରିପଦା, ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ…

୩୦ ଓ୍ବାର୍ଡରେ ୮୭,୩୭୭ ଭୋଟର

ଭଦ୍ରକ ଅଫିସ, ୩ା୩: ଭଦ୍ରକ ପୌର ପରିଷଦ ନିର୍ବାଚନ ଲାଗି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ୩୦ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦର ମୋଟ ଭୋଟର ସଂଖ୍ୟା ୮୭ ହଜାର ୩୭୭। ସେଥି ମଧ୍ୟରେ ୪୪, ୫୭୭ ପୁରୁଷ,…

ଖୋର୍ଦ୍ଧା ପୌରାଧ୍ୟକ୍ଷା ଆସନ ଦୌଡ଼ରେ ୨ ବିଧାୟକଙ୍କ ସମ୍ପର୍କୀୟ

ଖୋର୍ଦ୍ଧା ଅଫିସ,୩ା୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ବର୍ଷ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଯାଇଥିବାରୁ…

ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଦୌଡ଼ରେ ଗିରିବାଳା, ରାଜଶ୍ରୀ

ଜଗତ୍‌ସିଂହପୁର ଅଫିସ, ୩ା୩: ପୌର ନିର୍ବାଚନ ନେଇ ବୁଧବାରଠାରୁ ନାମାଙ୍କନପତ୍ର ଆରମ୍ଭ ହୋଇଛି। ପ୍ରଥମ ଦିନ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। କାରଣ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ସମସ୍ତ…

ପୌରାଧ୍ୟକ୍ଷ ଆଶାୟୀ ତାଲିକା ବଢୁଛି

ପାରାଦୀପ,୩ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ହେଲେ ପାରାଦୀପ ପୌର ପରିଷଦରେ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି। କେବଳ ୯ଟି ଫର୍ମ କାଉନସିଲର ଆଶାୟୀ କିଣି ଥିବା ଜଣାପଡିଛି। ଅପରପକ୍ଷେ ପ୍ରମୁଖ ବିଜେଡି,…

ବାଜିଲା ପୌର ନିର୍ବାଚନ ବିଗୁଲ୍‌: ହିଞ୍ଜିଳିକାଟୁ ରାଜନୀତି ସରଗରମ

ହିଞ୍ଜିଳିକାଟୁ,୨ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଛି ଗାମ ଜିଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦ ରାଜନୀତି। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ୪ ପ୍ରାର୍ଥୀ ଫର୍ମ କିଣିଛନ୍ତି। ୨ଟି ଅଧ୍ୟକ୍ଷ ପଦ ଓ…

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା…

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବୁଧବାର ହେଉଛି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ l ଖବର ଶେଷ ସୁଦ୍ଧା…

ପୌର ଭୋଟ୍‌: ବୁଧବାରଠାରୁ ନାମାଙ୍କନ, ୭ ଯାଏ ଚାଲିବ

ଭୁବନେଶ୍ୱର, ୧ା୩(ବ୍ୟୁରୋ): ରାଜ୍ୟର ୧୦୬ ପୌରପାଳିକା ଓ ୩ ମହାନଗର ନିଗମ ନିର୍ବାଚନ ଲାଗି ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ତେବେ ବୁଧବାର ଠାରୁ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?