ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ୍ ଥେରାପି’
ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ ଥେରାପି’। ଏଥିପାଇଁ ଭୁବନେଶ୍ୱରସ୍ଥିତ ଜାମୁକୋଳିଠାରେ ନିର୍ମାଣ ହେବ ଆଉଏକ ବୃହତ୍ ଗୋଶାଳା। ଅତ୍ୟାଧୁନିକ ସୁବିଧା ସହ ଏଠାରେ ଏକ ସଙ୍ଗରେ ପ୍ରାୟ ୫ହଜାର ଗୋରୁ ରହିବା ପାଇଁ ବ୍ୟବସ୍ଥା କରାଯିବ। ତେବେ…
ସାଇକେଲରେ ୩ ଦେଶ ବୁଲିଲେଣି ରାମ ପ୍ରସାଦ
ଭୁବନେଶ୍ୱର,୧୬।୬(ଅଭିଜିତ ଦାସ): ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ସମସ୍ୟା ପାଲଟିଛି। ଏଥିପାଇଁ ଗୋଟିକ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ‘ପ୍ରଦୂଷଣମୁକ୍ତ ବିଶ୍ୱ ଓ ଜୀବନ ରକ୍ଷା’ ବାର୍ତ୍ତା…
ମୌସୁମୀ ଆସୁଛି, ସରୁନି ଡ୍ରେନ୍ କାମ
ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଡ୍ରେନ୍ କାମ ସରିପାରି ନାହିଁ। ତେଣୁ ଚଳିତବର୍ଷ…
ମହିମା ପୀଠ କାୟାକଳ୍ପ ବଦଳିବ
ଭୁବନେଶ୍ୱର/ଢେଙ୍କାନାଳ, ୧୬।୬(ଅନିଲ ଦାସ/ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ। ଏହାର ଉନ୍ନତୀକରଣ ସମ୍ପର୍କିତ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗତ…
କପିରେ ଧରାପଡ଼ିଥିବା ଯୁକ୍ତ୨ ଛାତ୍ରୀଛାତ୍ର ୨୯ ସୁଦ୍ଧା ପକ୍ଷ ରଖିବେ
ଭୁବନେଶ୍ୱର,୧୬ା୬ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କପି କରି ଧରାପଡ଼ିଥିବା ଛାତ୍ରୀଛାତ୍ର ନିଜ ପକ୍ଷ ରଖିବେ। ଆସନ୍ତା ୨୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଆକାରରେ ନିଜ…
ଜଣେ ଉଦାର, ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ
ଭୁବନେଶ୍ୱର, ୧୫।୬(ଅନୁରାଧା ମହାରଣା) ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ର କେବଳ ଜଣେ ଚିକିତ୍ସକ ନ ଥିଲେ ବରଂ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ ଓ ଉଦାର ବ୍ୟକ୍ତିତ୍ୱ। ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର…
ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବା ଆଳରେ ଠକେଇ
ଭୁବନେଶ୍ୱର ୧୪।୬, ସତ୍ୟଜିତ୍ ରାଉତ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବା ଆଳରେ ୧.୩୭ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣିରେ ରହୁଥିବା ଗଞ୍ଜାମ…
ଥାନା ସମ୍ମୁଖ ଝୁମ୍ପୁଡ଼ିରେ ଯୁବକଙ୍କ ମୃତଦେହ
ଭୁବନେଶ୍ୱର, ୧୫।୬, ସତ୍ୟଜିତ୍ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସାମ୍ନାରେ ବୁଧବାର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଥାନା ନିକଟରୁ ପ୍ରାୟ ୩୦ ମିଟର ଦୂର ରାସ୍ତା କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରୁ ପୋଲିସ ମୃତଦେହ…
କମ୍ପ୍ରୋମାଇଜ୍ ନ କଲେ କାମ ମିଳେନି: ରାଣୀ ପ୍ରିୟଦର୍ଶିନୀ
ଭୁବନେଶ୍ୱର, ୧୫।୬(ସତ୍ୟଜିତ୍ ରାଉତ) ଓଲିଉଡ୍ରେ କାଷ୍ଟିଂ କାଉଚ୍କୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣେ ଅଭିନେତ୍ରୀ କାଷ୍ଟିଂ କାଉଚ୍କୁ ନେଇ ମୁହଁ ଖୋଲୁଛନ୍ତି। ବୁଧବାର ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଏ ପ୍ରସଙ୍ଗରେ…
୨୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ
ଭୁବନେଶ୍ୱର, ୧୫।୬(ଅନିଲ ଦାସ) ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏ ନେଇ ପାଗ ଅନୁକୂଳ ହେଉଛି। ଗତ କିଛିଦିନ ଧରି ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା ବେଳେ…
ବାଧ୍ୟତାମୂଳକ ହେବ ବୋର୍ଓ୍ବେଲ ପଞ୍ଜୀକରଣ
ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର ଅନେକ…
ବାହାନଗା ଟ୍ରେନ୍ ଦୁର୍ଘଟଣା: ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା ସତ୍ସଙ୍ଗ
ଭୁବନେଶ୍ୱର,୧୪।୬: ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ଲୋକଙ୍କ ପରିବାର ଉଜୁଡି ଯାଇଛି। କେତେକ ଶିଶୁ ଅନାଥ ହୋଇ ଅସହାୟ ହୋଇପଡିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ସହାୟତାର ହାତ…
Archives


