ଟ୍ରଲିରେ ବୋହି ନେଇଥିଲେ ଚୋରି ସାମଗ୍ରୀ
ଭୁବନେଶ୍ୱର,୨୦।୬(ସତ୍ୟଜିତ୍ ରାଉତ): ଅବସରପ୍ରାପ୍ତ ବ୍ୟାଙ୍କ୍ ଜେନେରାଲ ମ୍ୟାନେଜର ରବୀନ୍ଦ୍ର ନାଥ ଦାସଙ୍କ ଘର ତାଲା ଭାଙ୍ଗି ୧.୧୫ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…
ନିମନ୍ତ୍ରଣରେ ସ୍ବତନ୍ତ୍ର ଶାକାହାରୀ ଥାଳି
ଭୁବନେଶ୍ୱର,୨୦।୬(ବନ୍ଦନା ସେଠୀ): ରଥଯାତ୍ରା ଅବସରରେ ଓଟିଡିସି ପକ୍ଷରୁ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ସାତ୍ତ୍ୱିକ ଓଡ଼ିଆ ଖାଦ୍ୟ ପ୍ଲେଟ୍ର ବ୍ୟବସ୍ଥା କରାଯାଇଛି। ୨୦ରୁ ୨୮ଜୁନ୍ ପର୍ଯ୍ୟନ୍ତ ଏଠାରେ ବିନା ପିଆଜ ରସୁଣରେ ଏହି ଖାଦ୍ୟ ଉପଲବ୍ଧ ହେବ। ଗୋଟିଏ ପ୍ଲେଟର ଦାମ୍ ୫୪୯ଟଙ୍କା…
ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୬: ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ରଥଯାତ୍ରା…
ରାଜଧାନୀରେ ୫୬ ରଥ, ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ
ଭୁବନେଶ୍ୱର, ୨୦।୬(ସତ୍ୟଜିତ୍ ରାଉତ): ରାଜଧାନୀରେ ୫୬ଟି ରଥ ଗଡ଼ିବ। ଏଥିପାଇଁ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ସୂଚନାନୁସାରେ, ରଥଯାତ୍ରା ପାଇଁ ସହରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।…
ଲୀଳାକ୍ଷେତ୍ର ଚିଲିକା
ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା କରିଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ୧୯ଥର ଲୀଳା କରିଥିଲେ। ଇତିହାସରୁ ଜଣାପଡ଼େ ଯେ, ୨୧ଥର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁସନ୍ଥ: ଯୋରନ୍ଦା ରୂପାନ୍ତର ପାଇଁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର,୧୯ା୭ (ଅନିଲଦାସ)- ଯୋରନ୍ଦା ପୀଠର ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ ଜଣାଇଛନ୍ତି। ଏଥି ପାଇଁ ଅର୍ଥ…
ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍ରେ ସେବା ବାତିଲ୍
ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ…
ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ
ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୪ ରାତି ୧୧ଟା…
ବାହାନଗା ଟ୍ରେନ୍ ଦୁର୍ଘଟଣା: ସିଗ୍ନାଲ ଜେଇଙ୍କ ଘର ସିଲ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘରକୁ ସୋମବାର ସିଲ୍ କରାଯାଇଛି। ସେଠାରେ ଥିବା ତାଙ୍କ ଭଡା ଘର ସିଲ୍ କରାଯାଇଛି। ତେବେ କିଏ ସିଲ୍ କରିଛିି ତା ଏଯାବତ…
୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶର,୧୯।୬(ଅନିଲ ଦାସ): ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ରୁ ପାଗ ବଦଳିବା ସହ ୨୧ ରୁ ପ୍ରାକ ମୌସୁମୀ ବର୍ଷା ହେବ । ଭୁବନେଶର ଆଞ୍ଚଳିକ…
ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ
ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା। ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ହୋଇଥାଏ । ଅକ୍ଷୟତୃତୀୟାଠାରୁ…
ଶିମିଳିପାଳ ଘଟଣା ପରେ ପାଟ୍ରୋଲିଂ ବନ୍ଦ: ଚିନ୍ତାରେ ବନ ବିଭାଗ
ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏକ ମାସ ମଧ୍ୟରେ ୨ ଜଣ ବନ କର୍ମଚାରୀଙ୍କ ହତ୍ୟାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବାକୁଯାଇ କର୍ତ୍ତବ୍ୟରତ ଜଣେ ଫରେଷ୍ଟଗାର୍ଡ ଏବଂ ଜଣେ ଡେପୁଟି ରେଞ୍ଜର ଶିକାରୀଙ୍କ…
Archives


