ହୋଟେଲ ଉପରକୁ ବୋମାମାଡ଼
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜଧାନୀରେ କିଛିଦିନର ନୀରବତା ପରେ ଗୁରୁବାର ବୋମାମାଡ଼ ଘଟଣା ସାମ୍ନାକୁ ଆସିଛି। ମଞ୍ଚେଶ୍ୱର ଥାନାଠାରୁ କିଛି ଦୂର ରସୁଲଗଡ଼ ଛକ ନିକଟରେ ଥିବା ଊର୍ମି ହୋଟେଲ୍କୁ ରାତି ପ୍ରାୟ ୮ଟା ୧୫ ବେଳେ ଦୁର୍ବୃତ୍ତମାନେ ୨ଟି ବୋମା ଫିଙ୍ଗିଛନ୍ତି।...
ପୂର୍ବତନ ଏମ୍ପି ତ୍ରିଲୋଚନ କାନୁନ୍ଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ଏମ୍ପି ତ୍ରିଲୋଚନ କାନୁନ୍ଗୋଙ୍କ ଶୁକ୍ରବାର ପରଲୋକ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ଏମ୍ପିଙ୍କ ପରଲୋକ ବିଷୟରେ ଜାଣି...
ଶହୀଦ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଛନ୍ତି। ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷାରେ...
ତାତିରୁ ନିସ୍ତାର, ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ପାରଦ ଖସିଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀରେ ଖରାର ପ୍ରକୋପ କମ୍ ରହିଛି। ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ...
ଆଜିଠାରୁ ଖରାଛୁଟି
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ଖରାଛୁଟି ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...
ପରଲୋକରେ ପୂର୍ବତନ ଏମ୍ପି ତ୍ରିଲୋଚନ କାନୁନଗୋ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ଜଗତସିଂହପୁରର ପୂର୍ବତନ ଏମ୍ପି ତଥା କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଓ ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ...
ଆଜିଠୁ ଭାଜପାର ‘ଓବିସି ଜନଜାଗରଣ ଯାତ୍ରା’
ଭୁବନେଶ୍ବର, ୨୧ା୪(ବ୍ୟୁରୋ): ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବାବେଳେ ଓଡ଼ିଶାରେ ଏହା ମିଳୁନାହିଁ। ବିଶେଷକରି ଶିକ୍ଷାନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ଆଦୌ ସଂରକ୍ଷଣ ମିଳୁନି। ରାଜ୍ୟରେ ଓବିସି ଜନସଂଖ୍ୟା ୫୪...
ଦିନକରେ ରାଜ୍ୟରେ ୩୮୭ ପଜିଟିଭ୍
ଭୁବନେଶ୍ୱର, ୨୧ା୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଲଗାତର ଭାବେ ବଢ଼ିଚାଲିଛି। ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି, ତଥାପି ଦୈନିକ ସଂକ୍ରମଣରେ କ୍ରମଶଃ ବୃଦ୍ଧି ଘଟିବା ଚିନ୍ତାଜନକ ବିଷୟ ପାଲଟିଛି। ଏବେ ସଂକ୍ରମଣ ୪ଶହ...
ରାଜଧାନୀର ୩ଶହ ସ୍ଥାନରେ ଜଳଛତ୍ର ଖୋଲିବ ବିଏମ୍ସି
ଭୁବନେଶ୍ୱର,୨୧।୪ (ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଶୁକ୍ରବାରଠାରୁ ମହାନଗର ନିଗମର ସମସ୍ତ ଓ୍ବାର୍ଡରେ ଜଳଛତ୍ର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ବିଏମ୍ସି...
ରୋଜଗାରର ବାଟ ଫିଟାଉଛି ବାଉଁଶ ଶିଳ୍ପ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ହସ୍ତଶିଳ୍ପର ଆଦର ସବୁବେଳେ ରହିଛି। ତା’ର ଚାହିଦା ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ହସ୍ତଶିଳ୍ପ କଥା ହେଉ କି ହସ୍ତତନ୍ତ ସବୁଥିରେ ନୂଆ କୌଶଳର ପ୍ରୟୋଗ ଫଳରେ ଏହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। କାରିଗରଙ୍କ କଳାର ଯାଦୁରେ...
ଜୋର୍ ଧରିଲା ରାଜନୀତି
ଭୁବନେଶ୍ବର, ୨୧ା୪(ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗକରି କିଛିଦିନ ତଳେ ଭାଜପା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ଏବଂ ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଉକ୍ତ ଘଟଣାରେ ଗିରଫ ହୋଇ...
ଓଡ଼ିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ
ନୂଆଦିଲ୍ଲୀ,୨୧।୪: ସାରା ବିଶ୍ୱରେ ଟିକାକରଣ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍ ଟିକାକରଣ ନୁହେଁ, ପିଲାଙ୍କ...
Archives


