ଏନ୍ଏଚ୍ଆର୍ସିରେ ମାମଲା: ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ବନ୍ଦ
କଟକ,୧୭।୯ (କାର୍ତ୍ତିକ ସାହୁ): ବିଭିନ୍ନ ଦାବି ନେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୯ ଦିନ ହେବ ବିଦ୍ୟାଳୟ ବନ୍ଦ କରି ଭୁବନେଶ୍ୱରଠାରେ ଧାରଣାରେ ବସିଛନ୍ତି। ଏଥିଯୋଗୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଥିବା ଅଭିଯୋଗ କରି ନ୍ୟାୟ…
ପ୍ରାଥମିକ ସ୍କୁଲରେ ମାଧ୍ୟମିକ ଶିକ୍ଷକ ପଢ଼ାଇବାକୁ ବିରୋଧ
ଭୁବନେଶ୍ୱର, ୧୭।୯(ଅସମାପିକା ସାହୁ): ରାଜ୍ୟରେ ପ୍ରାଥମିକ ଶିକ୍ଷକ କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଥିବାରୁ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। କେଉଁଠି ସ୍କୁଲରେ ପୂରା ତାଲା ପଡ଼ିଛି ତ’ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକ ପିଲାଙ୍କୁ ଜଗିବା ଭଳି…
ଗୀତା ମେହେଟ୍ଟାଙ୍କ ପରଲୋକ
ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା,…
କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଗିରଫ
ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ପୁଣି ଥରେ ଗିରଫ ହୋଇଛନ୍ତି। ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିସରରେ…
ରିଅଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲ୍ୟୁର ଜେରା
ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ଓ୍ବାନର ମାଲିକ ତପନ ମହାନ୍ତିଙ୍କୁ ଶନିବାର କାର୍ଯ୍ୟାଳୟକୁ ଡାକି ଜେରା କରିଛି। ଇଓଡବ୍ଲ୍ୟୁର ଜଣେ ମହିଳା ଡିଏସ୍ପି ରାଙ୍କର ଅଧିକାରୀଣୀ ତାଙ୍କୁ…
ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ,୧୬ା୯: କଟକରେ ନେତାଜୀ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍ ଟର୍ମିନାଲର ଆଜି ଶୁଭ…
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଇଆସି
ଭୁବନେଶ୍ୱର,୧୬।୯: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି। ଲଗାତର ଭାବେ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ମଧ୍ୟ…
ଘୁଞ୍ଚିଲା ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର,୧୬।୯: ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ନୂଆଁଖାଇକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ପାଇଁ ସରକାର ପୂର୍ବର ତାରିଖ ଘୋଷଣା କରିଥିଲେ। ତେବେ ଏହାକୁ ୨୨ ତାରିଖକୁ…
ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରୀଛାତ୍ରଙ୍କୁ ଠକେଇ
ଭୁବନେଶ୍ୱର,୧୬।୯ (ସତ୍ୟଜିତ୍ ରାଉତ): ୟୁକ୍ରେନ୍ ଫେରନ୍ତା ମେଡିକାଲ୍ ଛାତ୍ରୀଛାତ୍ରଙ୍କୁ ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଭୁବନେଶ୍ୱରସ୍ଥିତ ‘ଗ୍ଲୋବାଲ୍ ଫୋକସ୍ ଏଜୁକେଶନ୍ ପ୍ରାଇଭେଟ୍ ଲିଃ’ର ପୂର୍ବତନ ନିର୍ଦ୍ଦେଶକଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାରରେ ରହୁଥିବା…
ଚାକିରି ଆଳରେ ଠିକାଦାରଙ୍କୁ ୩.୬୦ ଲକ୍ଷ ଠକେଇ
ଭୁବନେଶ୍ୱର,୧୬ା୯(ସତ୍ୟଜିତ୍ ରାଉତ): ହନିଟ୍ରାପ୍ କୁଇନ୍ ଇରାନୀଙ୍କ ଗ୍ୟାଙ୍ଗ୍ ବିଷୟରେ ତମାଣ୍ଡୋ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଇରାନୀ କେବଳ ପ୍ରେମ ଜାଲରେ ଫସାଉ ନ ଥିଲେ, ସେ ଚାକିରି ଆଳରେ ମଧ୍ୟ ଏକାଧିକ ଲୋକଙ୍କୁ ଠକିଛନ୍ତି। ଶୁକ୍ରବାର ସ୍ଥାନୀୟ ଅଞ୍ଚଳର…
ବେଳାଭୂମି ସଫେଇରେ ସମର୍ପିତ ଦୁଇ ଯୁବକ
ଭୁବନେଶ୍ୱର, ୧୬ା୯(ଅସମାପିକା ସାହୁ): ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଶନିବାରକୁ ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ବେଳାଭୂମି ସହ ସମୁଦ୍ରକୁ ପ୍ରଦୂଷଣରୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ…
ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗିନ
ଭୁବନେଶ୍ୱର,୧୬ା୯(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଜ୍ୱର ହେଲେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଘରେ ଘରେ ଜ୍ୱର ବ୍ୟାପୁଥିବାବେଳେ ଡାକ୍ତରଖାନାରେ ଭିଡ଼ ଜମୁଛି। ଟିକେଟ କାଉଣ୍ଟରଠାରୁ ଆରମ୍ଭ କରି ଡାକ୍ତରଙ୍କ ଚାମ୍ବର ଓ…
Archives


