ମେଟ୍ରୋ

ହୋଲି ପରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୧।୩: ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି। ଏହାରି ଭିତରେ ଆଜି ଅଖିଳ ଭାରତୀୟ…

ଠିକ୍‌ ସମୟରେ ମିଳୁନି ବ୍ୟାଟେରି ଗାଡ଼ି

କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଠିକ୍‌ ସମୟରେ ବ୍ୟାଟେରି ଗାଡିର ସୁବିଧା ମିଳୁନାହିଁ। ଫଳରେ ରୋଗୀମାନେ ଗୋଟିଏ ୱାର୍ଡରୁ ଅନ୍ୟତ୍ର ଯିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି…

ଝାରପଡ଼ା ଜେଲ୍‌ରେ ନିଶା କାରବାର

ଭୁବନେଶ୍ୱର,୨୧।୩ (ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍‌ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍‌ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍‌ର ସଦସ୍ୟମାନେ…

କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌

ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌ ତିଆରି ହେଉଛି। ତା’ ପୁଣି ରିୟୁଜେବ୍‌ଲ। ଅର୍ଥାତ୍‌ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍‌ ବ୍ୟବହାର କରିହେବ।…

ବୃତ୍ତିଗତ ଉଦ୍ୟମରୁ ସଫଳ ଉଦ୍ୟୋଗୀ

କଳା, ସଂସ୍କୃତି ଓ ସାହିତ୍ୟ ପରିବେଶରେ ବାଲ୍ୟଜୀବନ ବିତିଥିଲା। ବିଦ୍ୟାଳୟ ଶିକ୍ଷା ଆରମ୍ଭରୁ ସଙ୍ଗୀତ ପ୍ରତି ବେଶ୍‌ ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ବିଦ୍ୟା(ଶିକ୍ଷା) ଓ ବୃତ୍ତି(ସଙ୍ଗୀତ) ସମତାଳରେ ଜାରି ରହିଲା। ପରିଶେଷରେ ଉଚ୍ଚ ଶିକ୍ଷା ସହ କଳା, ସଂସ୍କୃତି ଓ…

ସରିଲା ଯୁକ୍ତ୨ ପରୀକ୍ଷା: ଶୁକ୍ରବାରରୁ ମୂଲ୍ୟାୟନ

ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ପରୀକ୍ଷାରେ ମୋଟ ୬୪୯ ଛାତ୍ରୀଛାତ୍ର କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାରଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା…

ଓ୍ବାର୍‌ ରୁମ୍‌ କରି ବିଭିନ୍ନ ଯୋଜନାର ତଥ୍ୟ ନିଅ

ଭୁବନେଶ୍ୱର, ୨୧ା୩(ସୁନିତ୍‌ ମିଶ୍ର)ପୁରୀ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ନେଇ ନିକଟରେ ବିଜେଡି ଶୀର୍ଷ ନେତୃତ୍ୱ ନବୀନ ନିବାସରେ ସମୀକ୍ଷା କରିଥିବା ବେଳେ ବୁଧବାର ଆଉ ୨ ଲୋକ ସଭା ଆସନ ଅନ୍ତର୍ଗତ…

ପୋଷ୍ଟର, ପାମ୍ପଲେଟ୍‌ ମୁଦ୍ରଣ ଉପରେ କଟକଣା

କଟକ,୨୧ା୩ (କାର୍ତ୍ତିକ ସାହୁ)ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର କିମ୍ବା ପାମ୍ପଲେଟ୍‌ର…

‘ଏକାକୀ ଲଢ଼ିଲେ ସରକାର ଗଢ଼ିବା ଭଳି ଲଢ଼ିବୁ’

ଭୁବନେଶ୍ୱର,୨୧ା୩(ଅନିଲ ଦାସ): ରାଜ୍ୟରେ ସମ୍ଭାବ୍ୟ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରିରହିଛି। ଉଭୟ ଦଳ ଏ ନେଇ ସ୍ପଷ୍ଟ କରୁ ନ ଥିଲେ ମଧ୍ୟ ଆଗାମୀ ଦିନରେ ମେଣ୍ଟ ହେବାକୁ ଯାଉଥିବା କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ବରିଷ୍ଠ…

ପୁରୀ-କଟକରେ ଭାଙ୍ଗିଲା ଶହେ ବର୍ଷର ରେକର୍ଡ, ସମଗ୍ର ରାଜ୍ୟରେ ଖରା ଦିନରେ ପ୍ରବଳ ଶୀତ

ଭୁବନେଶ୍ୱର,୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ସମଗ୍ର ଓଡ଼ିଶାରେ କୋହଲା ପାଗ ଲାଗି ରହିଛି। ବୁଧବାର ପୁରୀ, କଟକ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ…

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ, ସମ୍ପତ୍ତି-ବ୍ୟାଙ୍କ ବାଲାନ୍ସ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୦।୩: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ…

ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ବିଧାୟିକା/ବିଧାୟକଙ୍କର କେତେ ସମ୍ପତ୍ତି

ଭୁବନେଶ୍ୱର,୨୦ା୩: ଆସୋସିଏଶନ ଫର୍‌ ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଏବଂ କେଉଁ ବିଧାୟକଙ୍କର କେତେ ସମ୍ପତ୍ତି ରହିଛି ତା’ର ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୬୩ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?