୪୪ ଲକ୍ଷ ୫୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଗଲା ୯୦୦ କୋଟି ଟଙ୍କାର କାଳିଆ ସହାୟତା
ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ନୂଆଖାଇ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି...
ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ
ଭୁବନେଶ୍ୱର,୨୦ା୯: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ବୁଧବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ପ୍ରମିଳା ଆସନ୍ତାକାଲି ପ୍ରାର୍ଥତ୍ପତ୍ର ଦାଖଲ କରିବେ। ୨୨ ତାରିଖ (ଶୁକ୍ରବାର) ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।...
ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ସହାୟତା
ଭୁବନେଶ୍ୱର,୨୦।୯(ସୁନିତ୍ ମିଶ୍ର): ରାଜ୍ୟ ସରକାର ୪୪ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ବୁଧବାର କାଳିଆ ସହାୟତା ପ୍ରଦାନ କରିବେ। ଏହି ଚାଷୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା...
୨୫ ସୁଦ୍ଧା ଶିକ୍ଷକ ତାଲିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୦।୯(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ଆସନ୍ତା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ପରୀକ୍ଷା ପରିଚାଳନା ପାଇଁ...
ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଙ୍କ ସୁରକ୍ଷା ବଢ଼ିବ
ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମରେ ସୁରକ୍ଷା ଦେବା ପାଇଁ ଏକ ଉତ୍ସର୍ଗୀକୃତ(ଡେଡିକେଟେଡ୍) ଟିମ୍ ରହିବ। ଏହି ଟିମ୍ରେ ଦୁଇଜଣ ଡେପୁଟି...
ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୦।୯(ଅନିଲ ଦାସ): ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାରୁ ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିଯୋଗୁ ଆସନ୍ତା...
ହୋଟେଲ, ଜାତୀୟ ରାଜପଥରେ ବନ୍ଧୁକଧାରୀଙ୍କ ଆତଙ୍କ
ବଲାଙ୍ଗୀର, ୨୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥର ଗିରିଗୋବର୍ଦ୍ଧନ ନିକଟରେ ଥିବା ଏକ ହୋଟେଲ ଏବଂ ଜାତୀୟ ରାଜପଥରେ ଜଣେ ଯୁବକ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ହୋଟେଲର କାଚ,...
ଲୋକ ସଭାରେ ଆଗତ ହେଲା ନୂଆ ବିଲ୍: ସମସ୍ତ ଶ୍ରେୟ ନବୀନଙ୍କର:ବିଜେଡି
ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେଡି ଲୋକ...
ଗ୍ରାମ୍ୟ ବ୍ୟାଙ୍କରେ ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ନାଁରେ ଋଣ
ଭୁବନେଶ୍ୱର,୨୦ା୯ (ସତ୍ୟଜିତ୍ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍ ସଂସ୍ଥା ଦ୍ୱାରା ପରିଚାଳିତ ଦୈନିକ ଖବରକାଗଜ ‘ସମ୍ବାଦ’ରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି।...
ଦୁଇ ଦିନିଆ ରିମାଣ୍ଡରେ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର
ଭୁବନେଶ୍ୱର,୧୯।୯: ହନିଟ୍ରାପ କୁଇନ ଇରାନୀ ଗ୍ୟାଙ୍ଗ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ତମାଣ୍ଡୋ ଥାନା ପୋଲିସ ନିଶିକାନ୍ତକୁ ମାରାଥନ ଜେରା କରିବ ।...
ବର୍ଷା ଲାଗି ୧୯ ଜିଲାକୁ ସତର୍କତା
ଭୁବନେଶ୍ୱର,୧୯।୯: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଓଡ଼ିଶାର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ମଙ୍ଗଳବାର ୧୯ ଜିଲାକୁ ସତର୍କତା...
ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ
ଭୁବନେଶ୍ୱର, ୧୯।୯: ଆଜି ଗଣେଶ ପୂଜା । ଏ ନେଇ ଗାଁଠୁ ସହରର ସବୁଠି ଚଳଚଞ୍ଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ଦେଖିବାକୁ ମିଳିଛି। ମେଢବୁଲିବାକୁ ଲୋକଙ୍କ ଭିଡ଼ ଖେିବାକୁ ମିଳୁଛି। ତାସହ ସ୍ଥାନେସ୍ଥାନେ...
Archives


