ଯୁକ୍ତ୩ ନାମଲେଖା: ଆଜି ତୃତୀୟ ମେଧା ତାଲିକା
ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ଛୁଟିଦିନ ବ୍ୟତୀତ ୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ।…
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୧୭ରୁ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ):ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କି.ମି. ଯାଏ ବ୍ୟାପିବା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଏଏସ୍ଓ: ମାଡ଼ଖାଇ ବଦଳି
ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିବା ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସଂସଦୀୟ ବ୍ୟାପାର ବିଭାଗର ଏଏସ୍ଓ ବୈକୁଣ୍ଠନାଥ ରାଜ୍ୟପାଳଙ୍କ ସେକ୍ରେଟେରିଏଟରେ ନିୟୋଜିତ ଥିବାବେଳେ ତାଙ୍କୁ ଗୃହ ବିଭାଗକୁ…
ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ଅଫିସରଙ୍କ ବଦଳି
ଭୁବନେଶ୍ୱର,୧୫।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି…
ଅଭିଯୋଗ ଶୁଣାଣିକୁ ନେଇ ମନମୋହନ କହିଲେ, ପ୍ରତି ସୋମବାର…
ଭୁବନେଶ୍ୱର,୧୫।୭: ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ତେବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ବାଗତ କରିଛନ୍ତି । ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି…
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଏବେ ଏହି ବିଭାଗରେ…
ଭୁବନେଶ୍ୱର,୧୫।୭: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସୋମବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆହୁଜାଙ୍କ ଓଡ଼ିଶା ଷ୍ଟେଟ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଚେୟାରମ୍ୟାନର ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସରମନୋଜ ଆହୁଜା ଜୁନ୍ ୩୦ରେ ଓଡ଼ିଶା ରାଜ୍ୟ…
ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର, ମିଳିଲା ଏହି ଦାୟିତ୍ୱ
ଭୁବନେଶ୍ୱର,୧୫।୭: ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା।…
ମାଉସୀ ମା’ ଘରେ ପୋଡ଼ ପିଠା ଖାଇଲେ ବଡ଼ ଠାକୁର
ପୁରୀ,୧୫।୭: ମାଉସୀ ମା’ ମନ୍ଦିର ପାଖରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପହଞ୍ଚିଛି। ପରେ ସେଠାରେ ବଡ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଛି। ବଡ଼ ଠାକୁରଙ୍କ ପଛରେ ଆସୁଛି କାଳିଆସାଆନ୍ତଙ୍କ ନନ୍ଦିଘୋଷ । ବଳଭଦ୍ରଙ୍କ ପରେ, ଦେବୀ ସୁଭଦ୍ରା ଓ ମହାପ୍ରଭୁ…
ପାଣ୍ଡିଆନଙ୍କ ଖାସ୍ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ
ଭୁବନେଶ୍ୱର,୧୫।୭: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ସେ କାର୍ତ୍ତିକ ପାଣ୍ଡିଆନଙ୍କ ଖାସ ଅନୁଗତ ଭାବେ ପରିଚିତ। ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା…
ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର,୧୫।୭: ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲାରେ ଶୀଘ୍ର ମଣ୍ଡି ଖୋଲିବ। ଏ ନେଇ ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, କୃଷକମାନେ ମଣ୍ଡିକୁ…
ସାବଧାନ! ଏହି ଗୋଟିଏ ଭୁଲ ଯୋଗୁ କଟିଯିବ ରାଶନ କାର୍ଡ, ଶୀଘ୍ର କରିନିଅନ୍ତୁ…
ଭୁବନେଶ୍ୱର,୧୫।୭: ଭାରତ ସରକାର ଗରିବ ଅଭାବୀ ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏହି ଯୋଜନାଗୁଡିକର ଅନେକ ଲାଭ ପାଇବାକୁ ଆପଣଙ୍କ ପାଖରେ ରାଶନ କାର୍ଡ ଥିବା ଆବଶ୍ୟକ। ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ଆଧାରରେ ଗରିବ ଓ ଅସହାୟ ଲୋକଙ୍କୁ…
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ଶୁଣାଣି ବେଳେ ଆସିଲା ବଡ଼ ବୟାନ
ଭୁବନେଶ୍ୱର,୧୫।୭: ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଅଭିଯୋଗ ଶୁଣିଛନ୍ତିି। ଆଜି ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍ଡିସିସ୍ତରରେ ଅଭିଯୋଗର…
Archives


