ମେଟ୍ରୋ

ଆଜି ଓଡ଼ିଶା ଆସିବେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର,୧୦ା୨ (ବନ୍ଦନା ସେଠୀ): ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମାନବ ଚାଲାଣର…

ଆଜିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ରାଜ୍ୟରେ ଗତ ୩ଦିନ ମଧ୍ୟରେ ୯ ଡିଗ୍ରୀ ଯାଏ ତାପମାତ୍ରା କମିଥିଲା। ତେବେ ସୋମବାରଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…

ଜନ୍ମମାଟିରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟର ୧ ନମ୍ବର ହେବ…

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଗତକାଲି ଯାଜପୁରରୁ ସଡ଼କ ପଥରେ ଆସି କେନ୍ଦୁଝରରେ ରହଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ପୂର୍ବାହ୍ନ ୧୧ଟାରେ ଧରଣୀଧର ମେଡିକାଲ କଲେଜରେ ପହଞ୍ଚି…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ବଢ଼ିବନି ରାଶନକାର୍ଡ E-KYC ଅବଧି, ଜାଣନ୍ତୁ ଶେଷ ତାରିଖ…

ଭୁବନେଶ୍ୱର,୯ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ E-KYC ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୫ ତାରିଖରେ ରାଶନ କାର୍ଡ E-KYC ଅବଧି ସରିବ। ଏହା ପରେ ଆଉ ତାରିଖ ବଢ଼ାଯିବ…

ଏସବୁ ଜିନିଷ କେବେ ରଖିବେନି ଘରେ, ରଖିଲେ ମାଡ଼ି ଆସିବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମେ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଅଦରକାରୀ ଜିନିଷ ଘରେ ଗଦାଇ ରଖିଥାଉ; ଯାହାର କୁପ୍ରଭାବ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି… * ଘରେ ଯଦି ପୁରୁଣା…

ଖଣ୍ଡଗିରି ମେଳାରେ ରାଣୀଙ୍କୁ ଘେରିଗଲେ ଯୁବକ, ତା’ ପରେ ଯାହା ହେଲା… ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,୯।୨: ରାଣୀଙ୍କୁ ଘେରିଗଲେ ଯୁବକ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡଗିରି ମେଳାରେ। ଖଣ୍ଡଗିରି ମେଲୋଡି ଦେଖିବା ପରେ ରାଣୀଙ୍କୁ ଘେରିଗଲେ ଯୁବକ। ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି କି ନାହିଁ ଦେଖିବାକୁ ରାଣୀ ଯାଇଥିଲେ। ଏହି ସମୟରେ ଏପରି ସ୍ଥିତି…

ଆହୁରି ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ରାଜ୍ୟରୁ ଗତ କିଛିଦିନ ହେଲା ଶୀତ ଉଭାନ ହୋଇଯାଇଥିଲା। ତାପମାତ୍ରା ବୃଦ୍ଧି ପାଇବା ସହ ଲୋକେ ଫେବୃଆରୀ ଆରମ୍ଭରୁ ଗ୍ରୀଷ୍ମ ଋତୁର ଅନୁଭବ କରିଥିଲେ। ହେଲେ ୨ଦିନ ହେଲା ପାରଦ ସାମାନ୍ୟ ତଳକୁ ଖସିବା ସହ ଖରାତାତି ପ୍ରକୋପ…

ବଦଳୁଛି ଉଦଳା ରାଜନୀତି

ଉଦଳା(ସନ୍ତୋଷ କୁମାର ବାଛିନି)/ ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ବଦଳିବାରେ ଲାଗିଲାଣି ଉଦଳା ରାଜନୀତିର ଗଣିତ। ଦିନକ ପୂର୍ବରୁ ଉଦଳା ବ୍ଲକ ଚେୟାରମ୍ୟାନ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବେଳେ ପୁଣି ଶନିବାର ବିଜେଡିର ହାତ ଛାଡିଛନ୍ତି ସରପଞ୍ଚ ଓ କର୍ମୀ। ଭୁବନେଶ୍ୱରସ୍ଥିତ ଭାଜପା…

ମେ’ ୪ରେ ନିଟ୍‌ ୟୁଜି ପ୍ରବେଶିକା

ଭୁବନେଶ୍ୱର,୯।୨(ସୁଚିସ୍ମିତା ସାହୁ): ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଗରିବଙ୍କ ପାଇଁ ୨.୨୫ ଲକ୍ଷ ପକ୍କାଘର

ସମସ୍ତଙ୍କ ପାଇଁ ପକ୍କାଘର ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏଥିପାଇଁ ପ୍ରଚଳିତ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ। ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧,୨୦,୦୦୦ ଟଙ୍କା ଲେଖାଏ…

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି l…

Unified Pension Scheme: ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୨: ଏକୀକୃତ ପେନସନ ଯୋଜନା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ମୋହନ ସରକାର ଗତ ୨୦୨୪ ଅଗଷ୍ଟ ୨୪ରେ ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ । ଆସନ୍ତା ୨୦୨୫ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକ୍ଷମ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?