ମେଟ୍ରୋ

‘ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର’

ଭୁବନେଶ୍ୱର,୨୬ା୨: ହରିଜନ ଆଦିବାସୀ କେତେ ସୁରକ୍ଷିତ ତାହା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଘଟଣାରୁ ସ୍ପଷ୍ଟ। ସାମାଜିକ ବିଧି ବ୍ୟବସ୍ଥା କେତେ ନିମ୍ନଗାମୀ ହେଉଛି ତାହା ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରୁ ଜଣାପଡ଼ୁଛି। ଆଦିବାସୀଙ୍କ ପାଇଁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି…

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ନନା

ଭୁବନେଶ୍ୱର,୨୬ା୨: ପବିତ୍ର ମହାକୁମ୍ଭରେ ବୁଡ଼ ପକାଇଲେ ଭାଜପା ଏମ୍‌ପି ପ୍ରତାପ ଷଡଙ୍ଗୀ । ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଲେ ନନା। ବୁଧବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ…

ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ 

ଭୁବନେଶ୍ୱର,୨୬।୨: ଛିଣ୍ଡୁନି ଭାଜପା ରାଜ୍ୟ ସଭାପତି ଅଙ୍କ। ଭାଜପା ରାଜ୍ୟ ସଭାପତି ଚୟନରେ କାହିଁକି ହେଉଛି ବିଳମ୍ବ। ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା ଘୋଷଣାରେ ବିଳମ୍ବ ହେଉଛି। ବିଜେପିର…

କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି

ଭୁବନେଶ୍ୱର,୨୬।୨: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ…

KIIT: କିଟ୍‌ରେ ପ୍ଲେସମେଣ୍ଟ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ରୀ

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ)- କିଟ୍‌ ବିଶ୍ୱ ବିଦ୍ୟାଳୟକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି। ଏଭଳିସ୍ଥିତିରେ କିଟ୍‌ ବିରୋଧରେ ଆଉ…

ମହାଶିବରାତ୍ରି ପାଇଁ ଲିଙ୍ଗରାଜରେ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଭକ୍ତ ଆହତ

ଭୁବନେଶ୍ୱର,୨୬।୨: ଆଜି ଜାଗର। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ…

ଆଜି ମହାଶିବରାତ୍ରୀ: ଝଲସୁଛି ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୨(ସୁବାସ ଚନ୍ଦ୍ର ପ୍ରଧାନ): ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ରଙ୍ଗିନ ଆଲୋକମାଳା ସହ ଫୁଲରେ ଝଲସୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାତି ୧୦ଟାରେ ଉଠିବ ମହାଦୀପ। ଏନେଇ ମନ୍ଦିର ପ୍ରଶାସନ…

୨୮ରୁ ବଢ଼ିବ ତାତି: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହେବନାହିଁ ପାଣିପାଗରେ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର,୨୬ା୨(ଅନୁରାଧା ମହାରଣା):ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ମଙ୍ଗଳବାର…

ପ୍ରୟାଗରାଜରେ ବୁଡ଼ ପକାଇଲେ ରାଜ୍ୟପାଳ

ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ…

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।…

ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ

ଭୁବନେଶ୍ୱର,୨୫।୨: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ…

ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି: ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୫।୨: ରାତି ପାହିଲେ ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ମହାଶିବରାତ୍ରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କିପରି ସୁଚାରୁରୁପେ ସମ୍ପାଦନ ହେବ ସେନେଇ ମଙ୍ଗଳବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri