ମେଟ୍ରୋ

ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ ବି ଅଣ୍ଟା ସଳଖିପାରୁନୀ ଶିଳ୍ପ ସଂସ୍ଥା। ରାଜ୍ୟର ଅନ୍ୟ ବାତ୍ୟା ପ୍ରଭାବିତ ଜିଲାରେ ଥିବା…

ନନ୍ଦନକାନନକୁ ଆସିବ ଜିରାଫ, ହଳଦିଆ ଆନାକୋଣ୍ଡା

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ନନ୍ଦନକାନନ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନକୁ ଆସିବାକୁ ଯାଉଛି ହଳେ ଜିରାଫ ଓ ହଳେ ହଳଦିଆ ଆନାକୋଣ୍ଡା। ଗ୍ରୀଷ୍ମପ୍ରବାହ କମିଲେ ଏହି ଅତିଥିଙ୍କୁ ଆଣିବାର ଯୋଜନା ରହିଛି। ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହମତି ମଧ୍ୟ ମିଳିସାରିିଛି। ଏହି…

ଆଜିଠୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ: ସ୍ବାଗତ କରୁଛି ଭୁବନେଶ୍ୱର

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟର ଆୟୋଜନ କରି ଇତିହାସ ରଚିଥିବା ଓଡ଼ିଶା ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲର ଆୟୋଜକ ହୋଇଛି। ଓଡ଼ିଶାର କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରର କଳିଙ୍ଗ…

ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ: ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶ୍ରୀଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୃଙ୍ଖଳିତ କରିବା, ଟ୍ରାଫିକ ନିୟନ୍ତ୍ରଣ, ବରଯାତ୍ରୀଙ୍କୁ ଆତିଥ୍ୟ, ଦେବଦମ୍ପତିଙ୍କ ରହଣୀ ବ୍ୟବସ୍ଥା, ବିବାହ…

ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ ଭୁବନେଶ୍ୱରର ଦୈନିକ ହାଟ ଓ ଏହା ସହିତ ଜଡ଼ିତ ବ୍ୟବସାୟୀମାନେ ଫନୀର କୋପରୁ ବର୍ତ୍ତି…

୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ବାକି ଥିବାବେଳେ କେବଳ ଶତକଡା ୨୦ଭାଗ ସରିଛି। ପୁଣି ସିସିଟିଭି କାର୍ଯ୍ୟ…

କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଜୋରରେ ପବନ ବହିବା ସହ ଘଡଘଡି ଓ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ…

ଖୋର୍ଦ୍ଧାରେ ଭାଇଚାରାର ପର୍ବ ଇଦ୍‌ ପାଳିତ

ଖୋର୍ଦ୍ଧା ଅଫିସ,୫।୬: ରମଜାନ ମାସ ଶେଷ ହେବା ପରଦିନ ଈଶ୍ୱରଙ୍କ ପ୍ରଶଂସା ଗାନ କରି କୃତଜ୍ଞତା ଜ୍ଞାପନ କରିବା ପାଇଁ ଶେଷ ଦିନ ଇଦ୍‌- ଉଲ୍‌ – ଫିତର ପାଳନ କରାଯାଏ। ଏହି ଦିନ ତୃତୀୟ ଉପଦେଶ ମୁତାବକ ଦାନ(ଜକାତ୍‌) କରାଯାଏ…

ଖୋର୍ଦ୍ଧାରେ ବିଶ୍ୱ ପରିବେଶ ଦିବସ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଆହ୍ବାନ

ଖୋର୍ଦ୍ଧା ଅଫିସ,୫।୬: ଖୋର୍ଦ୍ଧାରେ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ବୁଧବାର ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ବାଣୀବିହାର ପିଜି ଡିପାର୍ଟମେଣ୍ଟ ଅଫ୍‌ କମର୍ସ ପ୍ରଫେସର ରବୀନ୍ଦ୍ର କୁମାର ସ୍ବାଇଁ ଯୋଗଦେଇ ପ୍ରଦୂଷଣକୁ ରୋକିବାକୁ ଆହ୍ବାନ…

ବିଶ୍ୱ ପରିବେଶ ଦିବସ ଅବସରରେ ସୁଦର୍ଶନଙ୍କ ବାଲୁକା କଳା: ଗଛ ଲଗାଇ ବାୟୁ ପ୍ରଦୂଷଣ ରୋକିବାକୁ ବାର୍ତ୍ତା

ପୁରୀ ଅଫିସ,୫।୬(ବ୍ୟୁରୋ): ଆଜି ବିଶ୍ୱ ପରିବେଶ ଦିବସ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ତେବେ ଚଳିତ ବର୍ଷ ଏହି ଦିବସର…

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ

ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ। ଏଥିରେ ଥିବା ଅମ୍ଳଜାନ ଆମ ରକ୍ତରେ ଥିବା ହିମୋଗ୍ଲୋବିନ୍‌ କଣିକା ସହିତ ଯୁକ୍ତ ହୋଇ ଅକ୍ସିହିମୋଗ୍ଲୋବିନ୍‌ ପ୍ରସ୍ତୁତ କରେ। ତାହା ରକ୍ତସ୍ରୋତ ସହିତ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇଥାଏ। ଏହା…

ସବୁଜିମା ଉଜାଡ଼ିଲା ଫନୀ : ଛାଡ଼ିଗଲା ଆହ୍ବାନ

ବାତ୍ୟା ‘ଫନୀ’ ଚାଲି ଯାଇଛି ସତ, କିନ୍ତୁ ‘ପରିବେଶ’କୁ ନେଇ ଚିନ୍ତା ବଢ଼ିଛି। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ଶହେବର୍ଷର ପୁରୁଣା ଗଛ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଗତ ୨୦ବର୍ଷରେ ଯାହାବି ନୂଆ ଗଛ ସୃଷ୍ଟି ହେଇଥିଲା ତାହା ବି ‘ଫନୀ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri