ମେଟ୍ରୋ

୨୩ରେ ଇକୋ ରିଟ୍ରିଟ୍‌ରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କୋଣାର୍କ ନିକଟରେ ଚାଲିଥିବା ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବସ୍ଥଳରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ସମ୍ମିଳନୀ ଅନୁଷ୍ଠିତ ହେବ। ଜାନୁୟାରୀ ୨୩ ଓ ୨୪ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ…

ଗଣିତ ପ୍ରଫେସର ଅଭାବ:ରାଜ୍ୟରୁ ପୂରଣ ହୋଇପାରିଲାନି ଆଇଏମ୍‌ଏ ନିର୍ଦ୍ଦେଶକ ପଦ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଗଣିତ ପ୍ରଫେସର ପାହ୍ୟାର ଶିକ୍ଷକଙ୍କ ଅଭାବ ପରିଲଖିତ ହୋଇଛି। ନିକଟରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଏଣ୍ଡ ଆପ୍ଲିକେଶନ୍ସ(ଆଇଏମ୍‌ଏ)ରେ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାରୁ ଏହା ଜଣାପଡିଛି। କାରଣ ଆଇଏମ୍‌ଏ ନିର୍ଦ୍ଦେଶକ ପଦବୀ ପାଇଁ ଓଡ଼ିଶାରୁ କୌଣସି ପ୍ରଫେସରଙ୍କୁ…

୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ ନାମ ଘୋଷଣା ହୋଇଛି। ଚଳିତବର୍ଷ ଏହି ପୁରସ୍କାର ପାଇବା ପାଇଁ ସାରା ଦେଶରୁ ୨୨ଜଣ…

କଂଗ୍ରେସର ମିଡିଆ ସେଲ୍‌ ତାଲିକା ଭାଇରାଲକୁ ନେଇ ଅଡୁଆ: ସତ୍ୟ ପ୍ରକାଶ ଦଳ ଛାଡିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ମିଡିଆ ସେଲ୍‌ କମିଟି ଗଠନ କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ମିଡିଆ ସେଲ୍‌ରେ ୨୭ଜଣ ନେତାଙ୍କୁ ଥଇଥାନ କରିବାର ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କିତ ପୁରା ତାଲିକା ପ୍ରସ୍ତୁତ…

ସୁରଟ ‘ଓଡ଼ିଶା ମହୋତ୍ସବ’ରେ ଯୋଗଦେବେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର,୨୧ା୧(ବ୍ୟୁରୋ)- ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁୟାରୀ ୨୨ରେ ସୁରଟ ଯାତ୍ରା କରିବେ । ସେଠାରେ ସେ ଓଡ଼ିଶା ମହୋତ୍ସବ କମିଟି, ସୁରଟ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଉଦ୍‌ଘାଟକ ଭାବେ ଯୋଗଦେବେ । ସୁରଟର ଆମ୍ରୋଲିସ୍ଥିତ ରାଜୱାଡ଼ି ପାର୍ଟି…

କଥା ବଦଳାଇଲେ ସୁର: କହିଲେ ‘ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାକୁ ପ୍ରଥମେ ବିଧାୟକ ସୁର ରାଉତରାୟ ତୀବ୍ର ବିରୋଧ କରିଥିବା ବେଳେ ମଙ୍ଗଳବାର ନିଜ କଥାକୁ ବଦଳାଇଛନ୍ତି। ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ।…

ଫେବୃୟାରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ୨ଟି ପର୍ଯ୍ୟାୟରେ ଚାଲିବ। ଫେବୃୟାରୀ ୧୪ରୁ ଫେବୃୟାରୀ ୨୯ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।…

ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା କଡ଼ାକଡ଼ି ପ୍ରସଙ୍ଗ: ବିରୋଧ ପରେ ମନ୍ତ୍ରୀ କହିଲେ ‘ବିଚାର କରାଯିବ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା କଡ଼ାକଡ଼ି କରାଯିବାକୁ ଛାତ୍ରୀଛାତ୍ରମାନେ ବିରୋଧ କରିବା ପରେ ସରକାର ନରମିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଆଶ୍ୱାସନା ଦେଇ କହିଛନ୍ତି, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯାଉ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ସର୍ବଶକ୍ତିମାନ ପ୍ରତିନିଧି।…

ଜେଇଇ ମେନ୍‌ରେ ଉଜ୍ଜ୍ୱଳଙ୍କ ସଫଳତା ରଖିଛନ୍ତି ୯୯. ୯୯ ପ୍ରତିଶତ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ନିକଟରେ ପ୍ରକାଶ ପାଇଥିବା ଜେଇଇ ମେନ୍‌ ପରୀକ୍ଷାରେ ୯୯.୯୯ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଓଡ଼ିଶାର ଉଜ୍ଜ୍ୱଳ ଜ୍ୟୋତି ପଣ୍ଡା। ଶତ ପ୍ରତିଶତ ମାର୍କ ରଖିଥିବା ୯ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦେଲେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଟପ୍ପରମାନଙ୍କ…

ଏକ ନମ୍ବର ମାର୍କେଟ୍‌ ବାହାରେ ପାର୍କିଂ ମନା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ ନମ୍ବର…

ସିଏଏ ପ୍ରଚାରରେ ଆଜି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ମଙ୍ଗଳବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ଗାଙ୍ଗୁଲି ନବରଙ୍ଗପୁର ଜିଲା ରାଇଘର ଗସ୍ତ କରିବେ । ରାଇଘର ମିନି ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?