ମେଟ୍ରୋ

ଜିଏ ପ୍ଲଟ୍‌ ନଂ.୩୫୯ ଜବରଦଖଲ:ସରକାରୀ ଜମିରେ ୩ ମହଲା, ଭଡ଼ାରେ ଲାଗିଛି ୯୨ ବଖରା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ରାଜଧାନୀରେ ଯୋଜନାବଦ୍ଧ ଭାବେ ଚାଲିଛି ସରକାରୀ ଜମି ଜବରଦଖଲ। ଶହ ଶହ ଏକର ଅନାବାଦୀ, ଗୋଚର, ଜଙ୍ଗଲ ଜମିକୁ କବ୍‌ଜା କରି ସେଥିରେ ଗଢ଼ିଉଠୁଛି କଂକ୍ରିଟ ଘର। ଏପରି କି ସହରର ବିଭିନ୍ନ ସ୍ଥାନରେ ରହିଥିବା ସାଧାରଣ ପ୍ରଶାସନ…

ବାର୍‌, ପବ୍‌ରେ କରୋନା ଛାଟ:ଲାଉଡ୍‌ ସ୍ପିକର ବଜାଇବା ନିଷେଧ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ମହାମାରୀ କରୋନା ଭାଇରସ୍‌ ଆତଙ୍କରେ ସାରା ବିଶ୍ୱବାସୀ ଭୟଭୀତ। ଏହି ଭାଇରସ୍‌ ରାଜ୍ୟରେ ଯେଭଳି ସଂକ୍ରମିତ ନ ହେବ ସେଥିଲାଗି ବ୍ୟାପକ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସରକାର ଫିଲ୍ମ ହଲ୍‌, ସୁଇମ ପୁଲ୍‌ ଏବଂ ଜିମ୍‌…

ଇକୋ ଟୁରିଜମ ଅଞ୍ଚଳ ପାଇଁ ଜାରି ହେଲା ଗାଇଡ୍‌ ଲାଇନ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ଭୂତାଣୁ ଜନିତ ରୋଗକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ଉକୋ ଟୁରିଜମ ପାଇଁ ଶୁକ୍ରବାର ଏକ ଗାଇଡ ଲାଇନ ଜାରି କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଚିଫ୍‌ ଓ୍ବାଇଲଡ ଲାଇଫ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି…

ସଚେତନତାକୁ ଗୁରୁତ୍ୱ ଦେଲେ ରେଳ କର୍ତ୍ତୃପକ୍ଷ:ଟ୍ରେନ୍‌ରେ ଯାତ୍ରୀଙ୍କୁ କମ୍ବଳ ମନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବିଭିନ୍ନ ରେଳ ଷ୍ଟେଶନ ଦେଇ ବାହାର ରାଜ୍ୟରୁ ଲୋକେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏଯାଏ କୌଣସି ବି ରେଳ ଷ୍ଟେଶନରେ ସ୍କ୍ରିନିଂ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଏପରିସ୍ଥଳେ ଶନିବାର…

ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ ଟ୍ୟୁଶନ ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପୋଲିସ…

କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି…

ମିଳିପାରେ ସ୍ବାଧୀନତା: କ୍ଷୀର ମୂଲ୍ୟ ନିର୍ଦ୍ଧାରଣ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବର୍ତ୍ତମାନ ବଜାରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌)ର ବିଭିନ୍ନ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ରହିଛି। ହେଲେ ଏବେ ପ୍ରତିଯୋଗିତା ଓ ଖର୍ଚ୍ଚ ବଢ଼ି ଚାଲିଥିବାରୁ ଓମ୍‌ଫେଡ୍‌ ତା’ର ସ୍ଥିତିକୁ କିପରି ଦୃଢ଼ ରଖିବ ସେଥିପାଇଁ…

କରୋନାଠାରୁ ସୁରକ୍ଷା ଚିନ୍ତା: ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟୁଇଟ୍‌,ଓଡ଼ିଆରେ ନାହିଁ ସଚେତନତା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ମିଳିତ ଭାବେ ମୁକାବିଲା କରିବାକୁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିପତ୍ତି ବୋଲି ଘୋଷଣା କରିଛନ୍ତି। ଏ…

୨୪ ଘଣ୍ଟାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦୁଝର ଜିଲାର ଅଳ୍ପ କେତେକ ସ୍ଥାନରେ ଏବଂ ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ଅନୁଗୋଳ, ଦେବଗଡ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲାର ଗୋଟିଏ…

ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ…

ସୁବ୍ରତ ବାଗ୍‌ଚୀ କରୋନା ସଚେତନତା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କୁ ରାଜ୍ୟ ସରକାର କରୋନା (କୋଭିଡ-୧୯) ସଚେତନତା ପାଇଁ ଗଠିତ ଆଇଇସି ଟିମ୍‌ର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ଏଥିସହିତ ତାଙ୍କୁ କରୋନା ବିଷୟରେ ସମସ୍ତ ସୂଚନା ଦେବା ଲାଗି ରାଜ୍ୟ…

ଭାଜପା ଲୋକଙ୍କୁ ବିଭ୍ରାନ୍ତ ନ କରୁ: ବିଜେଡି

ଭୁବନେଶ୍ୱର,୧୫।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛି। ଆରବିଆଇକୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ ନୁହେଁ। ବିରୋଧୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?