ଶିଶୁର ଜୀବନ ଚାଲିଯିବା ପରେ…ରାସ୍ତା ନା ହସ୍ପିଟାଲ ଦାୟୀ
ଭୁବନେଶ୍ୱର, ୧୨।୨ (ବ୍ୟୁରୋ): ବିଳମ୍ବ ଯୋଗୁ ଚାଲିଯାଇଛି ୫ବର୍ଷର ନୀଲ୍ ନୀତୀଶ ନାୟକଙ୍କ ଜୀବନ। ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଘଟିଥିଲା ଏହି ହୃଦୟଥରା ଘଟଣା। ତ୍ରୁଟିପୂର୍ଣ୍ଣ ତଥା ବିଳମ୍ବ ଚିକିତ୍ସା ଯୋଗୁ ନା ରାସ୍ତାରେ ଟ୍ରାଫିକ ଜାମ୍ ଯୋଗୁ...
ଭୁବନେଶ୍ୱର ହେବ ଗାର୍ବେଜ୍ ଫ୍ରି ସିଟି
ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍ଆରଏଫ) ଓ ପ୍ୟାରୋଲାଇସିସ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆଉ ଡଷ୍ଟବିନ୍ର ବ୍ୟବହାର ହେବନାହିଁ।...
ରେଳମନ୍ତ୍ରୀଙ୍କୁ ଭେଟିଲା ବିଧାନସଭା ରେଲଓ୍ବେ କମିଟି
ଭୁବନେଶ୍ୱର,୧୨।୨(ବ୍ୟୁରୋ) :ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟବରାଦଠାରୁ ୧୬୨୦କୋଟି ଟଙ୍କା କମ୍ ରହିଥିବା ଯୋଗୁ ବିଧାନସଭାର ରେଲଓ୍ବେ କମିଟି ଉଦ୍ବେଗ ପ୍ରକାଶ କରିଛି।...
ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ: ନିଶିକାନ୍ତ
ଭୁବନେଶ୍ୱର,୧୨।୨(ବ୍ୟୁରୋ): ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି(ଏଏପି) ତୃତୀୟଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଫଳତା ପାଇଛି। ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, ଗୋଆ ଭଳି ରାଜ୍ୟରେ ଦଳର ସଙ୍ଗଠନ ରହିଛି। ଓଡ଼ିଶାରେ ମଧ୍ୟ ଦଳ କାର୍ଯ୍ୟ କରୁଛି। ନିର୍ବାଚନୀ ରାଜନୀତିରେ...
ଅଭ୍ୟାସ-୨୦୨୦ ଉଦ୍ଘାଟିତ
ଭୁବନେଶ୍ୱର,୧୨।୨(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟରୁ ସାଂସ୍କୃତିକ ଐତିହ୍ୟସ୍ଥଳଗୁଡ଼ିକୁ କିପରି ସୁରକ୍ଷିତ ରଖାଯାଇ ପାରିବ। ବିପଦ ଆସିବା ଆଗରୁ ସତର୍କ ସୂଚନା କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ବିମ୍ଷ୍ଟେକ(ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ...
୮ ଓଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର,୧୨।୨(ବ୍ୟୁରୋ):ରାଜ୍ୟ ସରକାର ୮ ଜଣ ଓଏଏସ୍ (ସୁପରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡ) ଅଫିସରଙ୍କୁ ସ୍ପେଶାଲ ସେକ୍ରେଟାରି ର଼୍ୟାଙ୍କକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଓଏଏସ୍(ଏସଏଏଜି) ଅଫିସର ଅଭୟ...
‘ସୋସିଆଲ ମିଡିଆରେ ବୁଲୁଛି କୋଣାର୍କ ମନ୍ଦିରର ଭ୍ରମାତ୍ମକ ଫଟୋ’
ଭୁବନେଶ୍ୱର,୧୨।୨ବ୍ୟୁରୋ):ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ ମନ୍ଦିରର...
ଟ୍ରାଫିକ ଜାମ୍ରେ ଚାଲିଗଲା ଶିଶୁର ଜୀବନ
ଭୁବନେଶ୍ୱର, ୧୨।୨(ବ୍ୟୁରେ):ରାଜଧାନୀରେ ଟ୍ରାଫିକ ଜାମ୍ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁ ହେଲେ ପୁରୁଣା ଭୁବନେଶ୍ୱରରେ...
କୋଣାର୍କ ମନ୍ଦିର ମରାମତି ନାମରେ ସାଦା ପଥର ଖଞ୍ଜାଯିବା ପ୍ରସଙ୍ଗ: ସୋସିଆଲ ମିଡିଆରେ ବୁଲୁଛି ଭ୍ରମାତ୍ମକ ଫଟୋ
ଭୁବନେଶ୍ୱର,୧୧ା୨(ବ୍ୟୁରୋ)- ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ...
କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୧।୨(ବ୍ୟୁରୋ)- ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଏଏପି) କ୍ଷମତାସୀନ ହେବାକୁ ଯାଉଛି। ଗତ ୮ ତାରିଖରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ବିପୁଳ ଆସନ ହାସଲ କରି ବିଜୟୀ ହୋଇଛି। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଅରବିନ୍ଦ...
ରାସ୍ତା ଜାମ୍ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ
ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍ ଜାମ୍ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର ଥିବା ଆମ୍ବୁଲାନ୍ସଟି ଭିଡ଼ରେ ଫସିଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ...
ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ
ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା କରୁଛନ୍ତି ଏହି ବେଆଇନ ବେପାର। ପାଠପଢ଼ା ବୟସରେ ହାତରେ ଧରୁଛନ୍ତି ବନ୍ଧୁକ, ଆଉ...
Archives


