CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ; ୧୪ ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜର ଟପି ୧୪,୨୮୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...
ଭୁବନେଶ୍ୱର ରିଜିଅନ୍ରେ ଓଡ଼ିଶା ଦ୍ୱିତୀୟ
ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ରିଜିଅନ୍ରେ ପାସ୍ ହାର ୯୧.୪୬% ରହିଛି। ଏହି ରିଜିଅନ୍ରେ ମୋଟ ୭୧,୪୨୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୬୨,୯୩୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।...
ଆଦିତ୍ୟ ମୃତ୍ୟୁ ମାମଲା: ଜିଆର୍ପି ହାତରେ ବଡ଼ ସୁରାକ
ଭୁବନେଶ୍ୱର,୧୪।୭(ବ୍ୟୁରୋ): ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଲାଇନ୍ରୁ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଆତ୍ମହତ୍ୟା ନା ହତ୍ୟା, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି। ଜବତ ଡାଏରିରେ ରହିଥିବା ଲେଖା ଆଦିତ୍ୟଙ୍କର...
ଆୟୁଷ ନିର୍ଦ୍ଦେଶକଙ୍କୁ ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର,୧୪।୭(ବ୍ୟୁରୋ): ମହିଳା କର୍ମଚାରୀଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ଓ ମେସେଜ୍ ପଠାଇ ଯୌନ ଉପତ୍ୀଡ଼ନ ମାମଲାରେ ଗତ ୯ ତାରିଖରେ ଗିରଫ ହୋଇଥିଲେ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ। ଜାମିନ ନ ମିଳିବାରୁ ତାଙ୍କୁ ୧୪ ଦିନିଆ ବିଚାର...
‘ସବ୍ୟସାଚୀ ବ୍ରାଇଡ୍’ ହେଲେ ଓଡ଼ିଆ ଝିଅ ଅଙ୍କିତା
ଭୁବନେଶ୍ୱର,୧୪।୭(ବ୍ୟୁରୋ): ଏନ୍ଡି ଟିଭି ଗୁଡ୍ଟାଇମ୍ସରେ ପ୍ରସାରିତ ଦେଶର ଖ୍ୟାତନାମା ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ବହୁଚର୍ଚ୍ଚିତ ଶୋ ‘ବ୍ୟାଣ୍ଡ୍ ବାଜା ବ୍ରାଇଡ୍’ରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଅଙ୍କିତା ମହାନ୍ତି। ପ୍ରଥମଥର ପାଇଁ ଜଣେ ଓଡ଼ିଆଙ୍କୁ ଏଭଳି ଏକ ଓ୍ବେଡିଂ...
ଫିଲ୍ମ, ଧାରାବାହିକ ଶୁଟିଂ ପାଇଁ ଏସ୍ଓପି
ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ବନ୍ଦ ଥିବା ଓଡ଼ିଆ ଫିଲ୍ମ ଏବଂ ଧାରାବାହିକର ଶୁଟିଂ ପାଇଁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍ଓପି) ଜାରି କରିଛନ୍ତି। ଉଭୟ ଇନ୍ଡୋର ଓ ଆଉଟ୍ଡୋର୍ ଶୁଟିଂ ସହ...
ଜୁନ୍ରେ ୩୬% ଅଧିକ ବର୍ଷା, ଜୁଲାଇରେ ୨%
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବାର ମାସେ ବିତିଗଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଜୁନ୍ରେ ମୌସୁୀମ ବର୍ଷା ସ୍ବାଭାବିକଠାରୁ ୩୬ ପ୍ରତିଶତ ଅଧିକ ହୋଇଥିବା ବେଳେ ଜୁଲାଇରେ ତାହା ୨ ପ୍ରତିଶତକୁ ଖସି...
ପିଏମ୍ କେୟାର୍ସ ପାଣ୍ଠି ସମୀକ୍ଷା: ବିଜେଡି ସମର୍ଥନକୁ କଂଗ୍ରେସର ବିରୋଧ
ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ପାଇଁ ପିଏମ୍ କେୟାର୍ସ ପାଣ୍ଠିର ସମୀକ୍ଷା ପାର୍ଲାମେଣ୍ଟର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପ୍ରୟାସକୁ ଭାଜପା ଅଟକାଇବାରେ ସଫଳ ହୋଇଛି। ତାହା ଯେତିକି ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ ସ୍ବଚ୍ଛ ଶାସନର ଡେଙ୍ଗୁରା ପିଟୁଥିବା ବିଜେଡି ପ୍ରତିନିଧି...
ଦୀପକ ମହାନ୍ତି ଇସ୍ପାତ ଓ ଖଣି ବିଭାଗ ଓଏସ୍ଡି ନିଯୁକ୍ତ
ଭୁବନେଶ୍ୱର,୧୪।୭(ବ୍ୟୁରୋ): ଚାକିରିରୁ ଅବସର ନେଇଥିବା ଦୀପକ ମହାନ୍ତିଙ୍କୁ ରାଜ୍ୟ ସରକାର ଇସ୍ପାତ ଓ ଖଣି ବିଭାଗର ଓଏସ୍ଡି ତଥା ଅତିରିକ୍ତ ସଚିବ ଭାବେ ପୁନଃ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ...
ପୋଲିସ ବିରୋଧରେ ଗର୍ଜିଲା ଭାଜପା
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗିରହିଛି। ଏହି ହିଂସାରେ ପଞ୍ଚାୟତର ମହିଳାମାନେ ଶିକାର ହୋଇଛନ୍ତି ା ବିଜେଡି ସମର୍ଥକମାନେ ତଥା କର୍ମକର୍ତ୍ତାମାନେ ଗ୍ରାମର ମହିଳାଙ୍କ...
ଅଧିକାରୀ ବିଳମ୍ବରେ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କଡ଼ା ତାଗିଦ। ଏଣିକି ବିଳମ୍ବରେ ଅଫିସ୍ ଆସିଲେ ମିଳୁଥିବା ସରକାରୀ ଗାଡ଼ି ସୁବିଧାକୁ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ...
ବିଧାନସଭା ଅଧିବେଶନ: ସରକାରଙ୍କ ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ୍-୧୯ର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ ଆସନ୍ତା ବିଧାନସଭା ଅଧିବେଶନ ଏବଂ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଦୁଇଟି ଚ୍ୟାଲେଞ୍ଜକୁ ସରକାର କିପରି ଦେଖୁଛନ୍ତି...
Archives


