ଆଜି ରାତି ୯ରୁ ଲକ୍ଡାଉନ୍: ବାହାର ଲୋକ ଭୁବନେଶ୍ୱର ଆସିବା ମନା; ଉଠାଇ ନିଆଯିବ ବାଇକ୍
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍ଡ଼ାଉନ୍ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ...
କେବେ ବାହାରିବ କହି ହେବନାହିଁ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି ହେବନାହିଁ ବୋଲି ସେ କହିଛନ୍ତି। ଏଯାଏ ଯୁକ୍ତ ୨ ଖାତା ଦେଖା ସରିନି,...
କରୋନା ଆଁରେ ରାଜଧାନୀ: ଆଜି ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ; ମୋଟ ସଂଖ୍ୟା ୧ହଜାର ଟପିଲା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୫୨ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୪୩ ଟପିଛି। ଯାହା ମଧ୍ୟରୁ ୫୭୪...
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍ ଡ୍ରାଇଭର କହିଲେ ଏଭଳି କଥା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ ଆଣିଛନ୍ତି। ସେଦିନ ଏକ୍ସପ୍ରେସ କାହାକୁ ଧକ୍କା ଦେଇନାହିଁ ବୋଲି ଡ୍ରାଇଭର କହିଛନ୍ତି। ରାତି...
ପୋଲିସ କର୍ମଚାରୀଙ୍କୁ ସିପିଙ୍କ ଟାର୍ଗେଟ: ଏଣିକି ଫିଟ୍ନେସ୍ ନଥିଲେ ଅବସର !
ଭୁବନେଶ୍ୱର,୧୭।୭(ବ୍ୟୁରୋ): କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଦିଆଗଲା ଫିଟ୍ନେସ୍ ଟାର୍ଗେଟ। ଏନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ...
କମିଶନରେଟ ପୋଲିସ ମୁଖ୍ୟାଳୟରେ ଲାଞ୍ଚ: ଧରିଲା ଭିଜିଲାନ୍ସ,କନଷ୍ଟେବଳ ଜେଲ ଗଲେ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ଖାକିରେ ଲାଗିଛି ଲାଞ୍ଚ କଳଙ୍କ। ସବୁଠୁ ଦକ୍ଷ ତଥା ସଚ୍ଚୋଟ ବୋଲି କହୁଥିବା କମିଶନରେଟ ପୋଲିସ ମୁଖ୍ୟାଳୟରେ ବି ଚାଲିଛି ଲାଞ୍ଚ କାରବାର। ଯେଉଁଥିପାଇଁ ଗୁରୁବାର ପୋଲିସ ଭବନରେ ପଶିଛି ଭିଜିଲାନ୍ସ। ପ୍ରୋଭିଡେଣ୍ଟ ଫଣ୍ଡ୍ (ପିଏଫ୍) କରାଇ ଦେବାକୁ...
ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର...
CORONAVIRUS UPDATE: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୭୧୮ ପଜିଟିଭ୍ ଚିହ୍ନଟ, ୧୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧୭ା୭(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୭୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି...
ୟୁନିଟ୍-୪ ହାଟ ବନ୍ଦ
ଭୁବନେଶ୍ୱର,୧୭।୭: ଭୁବନେଶ୍ୱର ନୟାପଲ୍ଲୀର ସୀତାପୁର ବସ୍ତିରେ କୋଭିଡ୍ ସଂକ୍ରମଣ ବ୍ୟାପକ ହେବାରୁ ଜନସାଧାରଣଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ସମଗ୍ର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଛି। ବସ୍ତି ନିକଟରେ ଥିବା ଡକ୍ଟର ମିଲନ ପାଲିତଙ୍କ ଘରଠାରୁ ସୀତାପୁର...
ଆଦିତ୍ୟ ମୃତ୍ୟୁ ମାମଲା: ଦୀପୁ, ସୌମ୍ୟ, ଘର ମାଲିକଙ୍କୁ ପଚରାଉଚରା
ଭୁବନେଶ୍ୱର,୧୭।୭ (ବ୍ୟୁରୋ):ସମାଜସେବୀ ତଥା ମାନବପ୍ରେମୀ ଅଦିତ୍ୟ ଦାସ ମୃତ୍ୟୁକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଛି। ଭୁବନେଶ୍ୱର ଜିଆର୍ପି ଥାନା ପୋଲିସ ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ...
୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ
ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭...
ସବ୍ୟସାଚୀଙ୍କ ଆଉ ଏକ ବଦାନ୍ୟତା: ୧୬ଦିନ ପରେ ମରଶରୀର ପାଇଲେ ପରିବାର
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ବିଦେଶରେ ବନ୍ଧା ପଡ଼ିଥିଲା ମରଶରୀର। ଶେଷଥର ପାଇଁ ମରଶରୀରକୁ ଦେଖିବା ପାଇଁ ପରିବାର ବ୍ୟାକୁଳ ଥିଲେ। ୧୬ଦିନ ପରେ ମା’ ଫେରିପାଇଲେ ପୁଅକୁ, ସ୍ତ୍ରୀ ସ୍ବାମୀକୁ ଏବଂ ପିଲାମାନେ ‘ବାପା’ଙ୍କୁ। ହେଲେ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ।...
Archives


