ମେଟ୍ରୋ

ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ: କେବଳ ଷ୍ଟେଶନରୁ…

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସପ୍ତାହନ୍ତ ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ। କେବଳ ରେଳ ଷ୍ଟେଶନରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ଷ୍ଟେଶନରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ବସ୍‌ ଯିବ। ସେହିଭଳି ବିମାନବନ୍ଦରରୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ସଟଲ…

ସପ୍ତାହନ୍ତ ଶଟ୍‌ଡାଉନ୍‌ ବେଳେ ଘଣ୍ଟାଏ କୋହଳ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ସଂକ୍ରମଣ। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତାହନ୍ତ ଶଟ୍‌ଡାଉନ୍‌। ଶନିବାର ଓ ରବିବାର ଦୁଇ ଦିନ ଧରି ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ କରାଯିବ। ପୂର୍ବରୁ ଏହି ଦୁଇ ଦିନ ସର୍ବସାଧାରଣ ଚଳପ୍ରଚଳ…

ପ୍ରାର୍ଥୀ ହେବାକୁ ଇଚ୍ଛା କଲେନି ଅଜିତଙ୍କ ପରିବାର ସଦସ୍ୟ: ଆଜି କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ନିକଟରେ ପ୍ରକାଶ ପାଇଥିବା ସାନି ତାରିଖକୁ ମଧ୍ୟ ଗୁରୁବାର ପରିବର୍ତ୍ତନ କରାଯାଇଛି। ମେ ୧୩ ତାରିଖ ପରିବର୍ତ୍ତେ ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ କାରଣରୁ ଭୋଟ ତାରିଖରେ…

ଆଜି କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି ଆଉ ୮ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଆଜି ପୁଣି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୬,୨୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

‘ପୂର୍ବବର୍ଷ ଅପେକ୍ଷା ବଢ଼ିଛି ଅଣଟିକସ ଆୟ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): କୋଭିଡ୍‌ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ରେ ରାଜ୍ୟର ଅଣଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧୪,୬୪୭ କୋଟି ଟଙ୍କା ଅଣଟିକସ ବାବଦରେ ଆଦାୟ ହୋଇଥିବା ବେଳେ…

ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍ ‌

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗ-୨୦୨୧ ପ୍ରକାଶ ପାଇଛି। ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ପୂର୍ବବର୍ଷ କିଟ୍‌ ସାମଗ୍ରିକ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗରେ ୫୦୧+ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୨୦୧+ ର଼୍ୟାଙ୍କ୍‌ ମିଳିଛି। ପ୍ରତିବର୍ଷ…

‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ ଦଳ ନିନ୍ଦା କରିବା ସହ ବିରୋଧୀ ଟିକାକରଣକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।…

ଆକଳନ କରିପାରୁ ନାହାନ୍ତି ସିଡିଏମ୍‌ଓ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍‌-୧୯ର ଦ୍ୱିତୀୟ ଲହର ସମଗ୍ର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ ଗୁରୁତର ସଂକ୍ରମିତଙ୍କୁ ବଞ୍ଚାଇବା ପାଇଁ ଆବଶ୍ୟକ ମେଡିକାଲ୍‌ ଅକ୍ସିଜେନ ମିଳୁନାହିଁ। ଗତ କିଛିଦିନ ହେବ ଓଡ଼ିଶାରେ ମଧ୍ୟ…

ରାଜଧାନୀରେ ସ୍ଥାନାନ୍ତର ହେବାକୁ ଯାଉଛି ହାଟ

ଭୁବନେଶ୍ୱର,୨୨।୪: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ଚାଳିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଏମ୍‌ସି କୁହାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ସୋମବାର ଆରମ୍ଭ ହେବ।…

ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲା ଓଡ଼ିଶା

ଭୁବନେଶ୍ୱର,୨୨।୪: ମହାରାଷ୍ଟରେ କରୋନା ସ୍ଥିତି ଭୟାବହ ରହିଛି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ବିପଦ ବେଳେ…

ପଶ୍ଚିମବଙ୍ଗରୁ ଆସିଲେ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୨୨।୪: ପଶ୍ଚିମବଙ୍ଗରରେ କରୋନା ଉଗ୍ରରୂପ ନେଇ ସାରିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ କରୋନା କଟକଣାକୁ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଏଣିକି ଯେକେହି ଓଡ଼ିଶାକୁ ଆସିଲେ ୧୪ ଦିନିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?